LIFESTYLE

ପେଟ ଯନ୍ତ୍ରଣା ସମସ୍ୟାରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି କି ? ତେବେ ଆପଣାନ୍ତୁ ଏହି ଉପାୟ

stomach

ବହୁ ସମୟରେ ପେଟରେ ଯନ୍ତ୍ରଣା ଅନୁଭବ ହୋଇଥାଏ। ପେଟ ଜନିତ ସମସ୍ୟା, ଏସିଡ଼ିଟି ଆଦି କାରଣରୁ ପେଟରେ ଯନ୍ତ୍ରଣା ହୋଇଥାଏ। ଆମେ ଯେକୌଣସି ଖାଦ୍ୟ ଖାଉ, ତାହାର ପ୍ରଭାବ ସିଧାସଳଖ ଆମ ପାଚନ ତନ୍ତ୍ର ଉପରେ ପଡ଼ିଥାଏ। ତେଣୁ ସର୍ବଦା ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ଉଚିତ। କିଛି ସହଜ ଓ ଘରୋଇ ଉପାୟ ଦ୍ୱାରା ଆମେ ଏହି ପେଟ ଯନ୍ତ୍ରଣାରୁ ମୁକ୍ତି ପାଇପାରିବା

ଆସନ୍ତୁ ଜାଣିବା ସେ ସମ୍ପର୍କରେ-

-ପ୍ରତିଦିନ ପାନ ମଧୁରୀ ଚୋବାଇ ଖାଇଲେ ପେଟର ବାୟୁ ଦୋଷ ଭଲ ହୁଏ।

-ଗୋଟିଏ ଗ୍ଲାସ ଉଷୁମ ପାଣିରେ ଲେମ୍ବୁ ରସ ମିଶାଇ ଚା’ଭଳି ଧୀରେ ଧୀରେ ପିଇଲେ ଭଲ କାର‌୍ୟ୍ୟ କରିଥାଏ।ପ୍ରତ୍ୟକ ଢ଼ୋକ ଏକ ମିନିଟ୍ ପାଟିରେ ରଖି ତା’ପରେ ଗିଳିବା ଉଚିତ୍।

-ଅଜୀର୍ଣ୍ଣ ଓ ଯକୃତ ରୋଗରେ ମେଥି ଶାଗ ଖାଇଲେ ରୋଗ ଭଲ ହୁଏ।

stomach

-ଝାଡ଼ା ଯିବାପରେ ପେଟରେ ଯନ୍ତ୍ରଣା ହେଲେ ଗୋଟିଏ ଗ୍ଲାସ ଦହିରେ ଫାଳେ ଲେମ୍ବୁ ରସ ମିଶାଇ ଦିନକୁ ୩ଥର ଦୁଇଦିନ ପିଇଲେ ରୋଗ ଭଲ ହୁଏ।

-ଖାଇବା ପୂର୍ବରୁ ଅଳ୍ପ ହେଙ୍ଗୁ ଗରମ ପାଣି ସହିତ ଖାଇଲେ ଅଜୀର୍ଣ୍ଣ ଓ ପେଟ ଫମ୍ପା ରୋଗ ଭଲ ହୁଏ।

–ପୋଦିନା ପତ୍ରକୁ ବାଟି ତାର ରସରେ କଳା ଲୁଣ ମିଶାଇ ଦିନକୁ ୩/୪ ଥର ପିଇଲେ ପେଟ ଯନ୍ତ୍ରଣା ଭଲ ହୁଏ।

-ଖାଇବା ପୂର୍ବରୁ ୧ ଗ୍ଲାସ ଗରମ ପାଣି ପିଇବା ଦ୍ବାରା ଅଜୀର୍ଣ୍ଣ ଦୂର ହୁଏ।

ପଢନ୍ତୁ;  ଆସନ୍ତୁ ଜାଣିବା କେମିତି ତିଆରି ହୁଏ “ଖୁଆ ଚିକେନ୍‌”

Related posts

କମ୍ ବୟସରୁ ବାହାରି ପଡୁଥିବା ପେଟକୁ ନେଇ ଚିନ୍ତିତ ଅଛନ୍ତି କି ?ତେବେ ଆସନ୍ତୁ ଜାଣିବା ଏହାକୁ କିପରି ନିୟନ୍ତ୍ରଣ କରିବା

ENO Beuro

ଚଲାନ୍ତୁ ଜାଣିବା ଗାଲରେ ଭଉଁରୀ ଥିଲେ ବ୍ୟକ୍ତି ସ୍ୱଭାବରେ କିପରି ହୋଇଥାଏ!

ENO Beuro

କଣ ଆପଣଙ୍କ ଘରେ ଅଛି କି ଏହିସବୁ ଜିନିଷ ବାହାର କରିଦିଅନ୍ତୁ ହେବ ଆପଣଙ୍କ ଉପରେ ଲକ୍ଷ୍ମୀଙ୍କ କୃପା

Jitendra

Leave a Comment