• Home
  • Featured
  • ଆସନ୍ତୁ ଜାଣିବା ବୀନା ନମ୍ବରରେ କିପରି ଚାର୍ଟିଂ କରିବା ହ୍ୱାଟସଆପରେ
Featured

ଆସନ୍ତୁ ଜାଣିବା ବୀନା ନମ୍ବରରେ କିପରି ଚାର୍ଟିଂ କରିବା ହ୍ୱାଟସଆପରେ

ବିଶ୍ୱର ସବୁଠାରୁ ଲୋକପ୍ରିୟ ମେସେଜିଂ ଆପ୍ ହ୍ୱାର୍ଟସଆପର ଚାହିଦା ଏବେ ଦିନକୁ ଦିନ ବଢିବାରେ ଲାଗିଛି । ଆପଣଙ୍କୁ ଏକ ଏଭଳି ଉପାୟ ସଂପର୍କରେ ଜଣାଇବୁ ଯାହାଦ୍ୱାରା ଆପଣ ବିନା କୌଣସି ନମ୍ବରରେ ହ୍ୱାର୍ଟସଆପର ବ୍ୟବହାର କରିପାରିବେ ।ତେବେ ଆସନ୍ତୁ ଜାଣିବା ।

ପ୍ରଥମେ ଆପଣଙ୍କୁ ଗୁଗଲ ପ୍ଲେ ଷ୍ଟୋରକୁ ଯାଇ ‘ପ୍ରାଇମୋ ଆପ’କୁ ଇନଷ୍ଟଲ କରିବାକୁ ହେବ । ଏହାପରେ ଏହି ଆପରେ ଏକ ଆକାଉଂଟ ଖୋଲି ସାଇନ ଅପ ପାଇଁ ଆପଣଙ୍କୁ ଆପଣଙ୍କର ମୋବାଇଲ ନମ୍ବର ଏଂଟର କରିବାକୁ ହେବ । ଏହାପରେ ଆପଣଙ୍କୁ ଏଠାରେ ୬ଟି ଅଙ୍କ ବିଶିଷ୍ଟ ଏକ ଭେରିଭିକେସନ କୋଡ ମିଳିବ । ଯାହା ଜରିଆରେ ଆପଣ ଆପଣଙ୍କର ମୋବାଇଲ ନମ୍ବରକୁ ଭେରିଫାଏ କରିପାରିବେ ।

ଭେରିଭିକେସନ ପରେ ଆପଣଙ୍କୁ କିଛି ସୂଚନା ସହିତ ନିଜ ନାଁ, ୟୁଜର ନେମ, ଏବଂ ପାସୱାର୍ଡ ଦେବାକୁ ହେବ ।ସାଇନ ଇନ କରିବା ପରେ ଇ-ମେଲ ଆଇଡି ଭେରିଫିକେସନ ପାଇଁ ଆପଣଙ୍କର ଇମେଲରେ ଏକ ମେଲ ଆସିବ ।ତେବେ ସାଇନ ଇନ କରିବା ପରେ ଆପଣଙ୍କର ପ୍ରୋଫାଇଲକୁ ଯାଇ ଏଠାରେ ‘ପ୍ରାଇମୋ ୟୁଏସ ଫୋନ ନମ୍ବର’ ଅପସନରେ  କ୍ଲିକ କରିବାକୁ ହେବ ।

ଏହାପରେ ଆପଣଙ୍କୁ ଏଠାରେ ଦୁଇଟି ଅପସନ ନଜର ଆସିବ, ପ୍ୟାକେଜ କିଣିବା ଏବଂ ଫ୍ରି ଟ୍ରାଏଲ ଅପସନ । ଫ୍ରି ଟ୍ରାଏଲ ଅପସନ ଉପରେ କ୍ଲିକ୍ କରିବାକୁ ହେବ ।ଏହା  ସଂପୂର୍ଣ୍ଣ ହେବା ପରେ ଆପଣଙ୍କୁ ଏକ ୟୁଏସ ନମ୍ବର ମିଳିବ ।

ଏହି ୟୁଏସ ନମ୍ବରରୁ ହ୍ୱାଟସଆପରେ ଆପଣ ଏକ ନୂଆ ଆକାଉଂଟ ଖୋଲି ପାରିବେ । ଆକାଉଂଟ ଭେରିଫିକେସନ ପାଇଁ ‘କଲ ମି’ ଅପସନରେ କ୍ଲିକ କରିବେ ।

କଲ ଜରିଆରେ ଆପଣଙ୍କୁ ଏକ ନୂଆ କୋଡ ମିଳିବ । କୋଡକୁ ଏଂଟର କରି ନିଜର ଆକାଉଂଟ ଭେରିଫାଏ କରିବାକୁ ହେବ । ଏବେ ଆପଣ କୌଣସି ବି ନୂଆ ନମ୍ବରରୁ ନିଜର ଆକାଉଂଟ ଖୋଲିପାରିବେ । ଆପଣଙ୍କର ନମ୍ବରକୁ ଏବେ ହ୍ୱାଟସଆପରେ କେହି ବି ଦେଖି ପାରିବେ ନାହିଁ ।

ଆସନ୍ତୁ ଜାଣିବା ବୀନା ନମ୍ବରରେ କିପରି ଚାର୍ଟିଂ କରିବା ହ୍ୱାଟସଆପରେ whats up chating

ପଢନ୍ତୁ ;

୨୦୩ ରନରେ ପାକିସ୍ତାନକୁ ହରାଇ ଭାରତ ଫାଇନାଲରେ :୧୯ ବର୍ଷରୁ କମ୍‌ କ୍ରିକେଟ୍‌ ବିଶ୍ୱକପ

Related posts

ଅବସାଦ ମଣିଷର ବଡ ଶତ୍ରୁ, ଅବସାଦର ନିୟନ୍ତ୍ରଣ ପାଇଁ ଆପଣାନ୍ତୁ କେତେକ ଉପାୟ

Krishna Kumar Manoj

ନୀତି ଦିନିଆ ସାଧାରଣ ରୋଗ ଥଣ୍ଡା, କାଶ ଏବଂ ଜ୍ଵର ର କିଛି ଘରୋଇ ଉପଚାର

Krishna Kumar Manoj

ଆସନ୍ତୁ ଜାଣିବା ଆମେ କମ୍‌ ପରିମାଣର ଜଳ ପିଇଲେ କି କି ଅସୁବିଧା ଭୋଗିଥାଉ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More