LIFESTYLE

କେମିକାଲ ହେୟାର କଲର କରିବା ପରିବର୍ତ୍ତେ ପ୍ରାକୃତିକ ଉପାୟରେ କିପରି କେଶକୁ ରଙ୍ଗ କରିପାରିବେ? ଆସନ୍ତୁ ଜାଣିବା ସେ ସମ୍ପର୍କରେ

ଆଇକାଲି କେମିକାଲ ହେୟାର କଲର କରିବା ଏକ ଫେସନ ହେଇଗଲାଣି। ଆଜିକାଲି ସମସ୍ତେ ହେୟାର କଲର କରିବାର ଦେଖାଯାଉଛି। କେମିକାଲ ହେୟାର କଲର କେଶ ପାଇଁ ବହୁତ କ୍ଷତିକାରକ। କେମିକାଲ ହେୟାର କଲର କରିବା ପରିବର୍ତ୍ତେ ପ୍ରାକୃତିକ ଉପାୟରେ କେଶକୁ ରଙ୍ଗ କରିପାରିବେ। ଏହା ବେଶ୍ ସୁରକ୍ଷିତ ଓ ସହଜରେ ପ୍ରସ୍ତୁତ କରିହେବ।

ତେବେ ଆସନ୍ତୁ ଜାଣିବା ସେ ସମ୍ପର୍କରେ-

ପ୍ରଥମେ କେଶର ଲମ୍ବ ଅନୁସାରେ ୩ ରୁ ୪ଟି ଲେମ୍ବୁ ନିଅନ୍ତୁ। ଏବେ ସେହି ଲେମ୍ବୁରୁ ରସ ବାହାର କରି ଲେମ୍ବୁ ଚୋପାକୁ ୨କପ୍ ପାଣିରେ ୨୦ ମିନିଟ୍ ଫୁଟାଇବେ। ଏବେ ସେହି ପାଣିକୁ ଥଣ୍ଡା କରି ତାହାକୁ ଏକ ବୋତଲରେ ରଖି ସେଥିରେ ଲେମ୍ବୁରସ ମିଶାନ୍ତୁ। ତୁଳାରେ ଏହି ପାଣିକୁ ନେଇ କେଶର ରଙ୍ଗ କରିବାକୁ ଚାହୁଁଥିବା ଭାଗରେ ଲଗାନ୍ତୁ। ଭଲଭାବରେ ଲଗାଇବା ପରେ ଖରାରେ ୧୦ ମିନିଟ୍ ବସିବେ। ଏବେ କେଶକୁ ଶ୍ୟାମ୍ପୁ କରି କଣ୍ଡିସିନିଂ କରିନିଅନ୍ତୁ। କୌଣସି ପାର୍ଟି କିମ୍ବା ଉତ୍ସବରେ ଯୋଗ ଦେବା ପୂର୍ବରୁ ଏହି ପ୍ରକ୍ରିୟାରେ କେଶ ରଙ୍ଗ କରନ୍ତୁ।

କେମିକାଲ ହେୟାର କଲର କରିବା ପରିବର୍ତ୍ତେ ପ୍ରାକୃତିକ ଉପାୟରେ କିପରି କେଶକୁ ରଙ୍ଗ କରିପାରିବେ? ଆସନ୍ତୁ ଜାଣିବା ସେ ସମ୍ପର୍କରେ କେମିକାଲ ହେୟାର କଲର କରିବା ପରିବର୍ତ୍ତେ ପ୍ରାକୃତିକ ଉପାୟରେ କିପରି କେଶକୁ ରଙ୍ଗ କରିପାରିବେ? ଆସନ୍ତୁ ଜାଣିବା ସେ ସମ୍ପର୍କରେ hair color

ପଢନ୍ତୁ; ମାଇଗ୍ରେନ୍‌ ସମସ୍ୟାରୁ ଉପଶମ ପାଇବା ପାଇଁ ଚାହୁଁଛନ୍ତି କି? ତେବେ ଆପଣାନ୍ତୁ ଏହି ଘରୋଇ ଉପଚାର

Related posts

ମୁଣ୍ଡରେ ସାମ୍ପୁ ଛାଡି ଏହିସବୁ ଜିନିଷ ବ୍ୟବହାର କରନ୍ତୁ ଆସିବ କେଶରେ ଚମକ!

ENO Beuro

ମୂଲ୍ୟବାନ ପ୍ରସାଧନ ସମାଗ୍ରୀକୁ ଛାଡନ୍ତୁ, ତ୍ଵଚାରେ ଚମକ ଆଣିବା ପାଇଁ ଯାଣନ୍ତୁ କିଛି ସହଜ ଯୋଗାସନ

ENO Beuro

ବ୍ରସ , ପାନିଆ ଓ ଟାୱେଲ ଏସବୁ ଜିନିଷ କେତେଦିନ ବ୍ୟବହାର କରିବେ, ଆସନ୍ତୁ ଜାଣିବା

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More