• Home
  • Recipes & Food
  • ଘରେ ପ୍ରସ୍ତୁତ କରନ୍ତୁ ଗାଜର ହାଲୱା !
Recipes & Food

ଘରେ ପ୍ରସ୍ତୁତ କରନ୍ତୁ ଗାଜର ହାଲୱା !

ଆବଶ୍ୟକ ସାମଗ୍ରୀ :-

ଗାଜର (୨୫୦ ଗ୍ରାମ) ,  କ୍ଷୀର (୨୫୦ ଗ୍ରାମ),  ଚିନି (ସ୍ଵାଦ ଅନୁସାରେ),  ଗୁଆ ଘିଅ (୬ ଚାମଚ),  କାଜୁ ଓ କିସମିସ (୧୦୦ ଗ୍ରାମ) , ଗୁଜିରତି (୫ ଟି) ।

ପ୍ରଣାଳୀ :-

  • ଗାଜରର ଚୋପା ଛଡାଇ ତାକୁ କାଦୁକସ (ସରୁ ସରୁ କରି କାଟିବା) କରିଦିଅନ୍ତୁ । ତାର ରସକୁ ଚିପୁଡି ଗୋଟିଏ ପାତ୍ରରେ ଅଲଗା କରି ରଖନ୍ତୁ ।
  • ଏବେ ଗୋଟିଏ କଡେଇ ମଧ୍ୟମ ଆଞ୍ଚରେ ବସାନ୍ତୁ ସେଥିରେ ୪ ଚାମଚ ଘିଅ ଗୁଜୁରାତି ପକାଇ ୧ ମିନିଟ ଗରମ କରନ୍ତୁ । ସେଥିରେ ଗାଜର ପକାଇ ୧୦ ମିନିଟ ରାନ୍ଧନ୍ତୁ ।
  • ତାପରେ ସେଥିରେ ଗାଜରର ରସକୁ ପକାଇ ଦିଅନ୍ତୁ । ଆଉ ଗୋଟିଏ ଜାଗାରେ କ୍ଷୀରକୁ ୧୫ ମିନିଟ ପାଇଁ ଗରମ କରନ୍ତୁ ।
  • ଏବେ କ୍ଷୀରକୁ ଗାଜର ସହ ମିଶାଇ ଦିଅନ୍ତୁ  ସ୍ଵାଦ ଅନୁସାରେ  ଚିନି ପକାଇଦିଅନ୍ତୁ ଏବଂ ଭଲରେ ଗୋଳାଇ ୫ ମିନିଟ ପାଇଁ ସିଝିବା ପାଇଁ ଛାଡିଦିଆନ୍ତୁ ।
  • ଆଉ ଏକ କଡେଇକୁ ମାଧ୍ୟମ ଅଞ୍ଚରେ ବସାଇ ୨ ଚାମଚ ଘିଅ ଦିଅନ୍ତୁ ଓ ସେଥିରେ କାଜୁ ଓ  କିସମିସକୁ ପକାଇ ଭଲରେ ୨ ମିନିଟ ପାଇଁ ଭାଜି ଦିଅନ୍ତୁ । ଏବେ କାଜୁ ଓ କିସମିସକୁ ଗାଜରରେ ମିଶାଇ ଗୋଟିଏ ପାତ୍ରରେ ବାହାର କରିଦିଅନ୍ତୁ ।

ଘରେ ପ୍ରସ୍ତୁତ କରନ୍ତୁ ଗାଜର ହାଲୱା ! gajar halwa

ପଢନ୍ତୁ ;

ଘରେ କିପରି ରାନ୍ଧିବେ ସ୍ୱାଦିଷ୍ଟ ଆଳୁ ମୁଗଲାଇ , ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ ?

Related posts

ଆସନ୍ତୁ ଜାଣିବା କେମିତି ତିଆରି କରିବେ ମଶରୁମ ପନୀର ପଲାଉ

Krishna Kumar Manoj

ଘରେ ପ୍ରସ୍ତୁତ କରି ଖାଆନ୍ତୁ ‘ଚକୋଲେଟ୍‌ ଆଇସକ୍ରିମ୍‌’

ଘରେ ପ୍ରସ୍ତୁତ କରନ୍ତୁ ନଡିଆ ବର୍ଫି, ଜାଣନ୍ତୁ ଏହାର ପ୍ରସ୍ତୁତ ପ୍ରଣାଳୀ !

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More