• Home
  • Recipes & Food
  • ଘରେ କିପରି ପ୍ରସ୍ତୁତ କରନ୍ତୁ ଥାଇ କାଜୁ ଚିକେନ ?ଜାଣନ୍ତୁ ଏହାର ପ୍ରସ୍ତୁତ ପ୍ରଣାଳୀ !
Recipes & Food

ଘରେ କିପରି ପ୍ରସ୍ତୁତ କରନ୍ତୁ ଥାଇ କାଜୁ ଚିକେନ ?ଜାଣନ୍ତୁ ଏହାର ପ୍ରସ୍ତୁତ ପ୍ରଣାଳୀ !

ଆବଶ୍ୟକ ସାମଗ୍ରୀ :-

୩୦୦ ଗ୍ରାମ ଚିକେନ,୩ କ୍ଲୋଭ ରସୁଣ,୧ ଚାମଚ କ୍ୟାପସିକମ,ପିଆଜ ଶଣ୍ଢା,୨ ଚାମଚ ଫିସ ସସ,୩ ଚାମଚ ତେଲ,୧ଟି ପିଆଜ,ଅଧ କପ କାଜୁ,୨ ଚାମଚ ସଏ ସସ,୨ ଚାମଚ ଚିନି,ଗ୍ରୀନ କ୍ୟାପସିକମ ।

ପ୍ରସ୍ତୁତି ପ୍ରଣାଳୀ :-

  • ପ୍ରଥମେ ଏକ ବାଉଲରେ ସଏ ସସ,ଫିସ ସସ,ଚିନି ଏବଂ ସାମାନ୍ୟ ଜଳ ପକାନ୍ତୁ । ଚିନି ଭିଜିବା ପର୍ଯ୍ୟନ୍ତ ଭଲ ଭାବରେ ମିଶାନ୍ତୁ । କିଛି ସମୟ ପାଇଁ ରଖି ଦିଅନ୍ତୁ ।
  • ଏବେ ଏକ ପ୍ୟାନ ବସାଇ ଗରମ କରନ୍ତୁ । ସେଥିରେ ତେଲ ପକାନ୍ତୁ । ତେଲ ଗରମ ହେବା ପରେ ଚିକେନ ପିସକୁ ପକାନ୍ତୁ । ଦୁଇ ପାଶ୍ୱର୍ ଗୋଲଡେନ ରଙ୍ଗ ହେବା ପର୍ଯ୍ୟନ୍ତ ଫ୍ରାଏ କରନ୍ତୁ । ଏହାପରେ ଚିକେନକୁ ବାହାର କରନ୍ତୁ । ଏବେ ପ୍ୟାନରେ ତେଲ ପକାଇ ଗରମ କରନ୍ତୁ ।
  • ଏହାପରେ କଟା ରସୁଣ,କଟା ପିଆଜ ଓ କ୍ୟାପସିକମ ପକାଇ ଭାଜନ୍ତୁ । ଏହାପରେ କାଜୁ ଏବଂ ପିଆଜ ଶଣ୍ଢା ପକାନ୍ତୁ । ଭଲ ଭାବରେ ଫ୍ରାଏ କରନ୍ତୁ ।
  • ଶେଷରେ ଚିକେନକୁ ସେହି ପ୍ୟାନରେ ପକାନ୍ତୁ । ଏହା ଉପରେ ଗ୍ରୀନ ଚିଲି ସସ ଗାର୍ନିସ କରନ୍ତୁ । ଫ୍ରାଏଡ ରାଇସ ସହିତ ସର୍ଭ କରନ୍ତୁ ହଟ ଥାଇ କାଜୁ ଚିକେନ।

ଘରେ କିପରି ପ୍ରସ୍ତୁତ କରନ୍ତୁ ଥାଇ କାଜୁ ଚିକେନ ?ଜାଣନ୍ତୁ ଏହାର ପ୍ରସ୍ତୁତ ପ୍ରଣାଳୀ ! ଘରେ କିପରି ପ୍ରସ୍ତୁତ କରନ୍ତୁ ଥାଇ କାଜୁ ଚିକେନ ?ଜାଣନ୍ତୁ ଏହାର ପ୍ରସ୍ତୁତ ପ୍ରଣାଳୀ ! Thai kaju chicken

ପଢନ୍ତୁ ;

ଘରେ ପ୍ରସ୍ତୁତ କରନ୍ତୁ ସ୍ଵାଦିଷ୍ଟ ପାଓ ଭାଜି, ଜାଣନ୍ତୁ ଏହାର ପ୍ରସ୍ତୁତ ପ୍ରଣାଳୀ !

Related posts

ଘରେ ପ୍ରସ୍ତୁତ କରନ୍ତୁ ଗାଜର ସୁପ୍‌! ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ

Krishna Kumar Manoj

ଘରେ ବନାନ୍ତୁ ବ୍ରେଡ୍‌ ପିଜା ପକୋଡା,ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ!

Krishna Kumar Manoj

ଆସନ୍ତୁ ଜାଣିବା ବ୍ରେଡରେ କିପରି ପ୍ରସ୍ତୁତ କରିବେ ଗୁଲାବ ଜାମୁନ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More