VASTU

ପୂଜା କରନ୍ତୁ ରାମ ସିତାଙ୍କ ଫଟୋ, ବଢିବ ସଂସାରିକ ଜୀବନରେ ସୁଖଶାନ୍ତି !

ରାମ ଓ ସୀତାଙ୍କର ଫଟୋକୁ ପୂଜା କଲେ ମିଳିଥାଏ ସୁଖ ଶାନ୍ତି

ଭଗବାନ ଶ୍ରୀରାମ ଓ ମାତା ସୀତା ହିନ୍ଦୁ ଧର୍ମରେ ପୂଜନୀୟ ଅଟନ୍ତି। ଭଗବାନ ରାମ ଓ ସୀତାଙ୍କ ମଧ୍ୟରେ ନିବିଡ ପ୍ରେମ ସମ୍ପର୍କ ଥିଲା । ରାମ ଓ ସୀତା ଅଧିକ ସମୟ ପର୍ଯ୍ୟନ୍ତ ଦୁହେଁ ଦୁହିଁଙ୍କ ଠାରୁ ଅଲଗା ରହିଥିଲେ କିନ୍ତୁ ଏମାନଙ୍କ ପ୍ରେମ କେବେ କମ ହୋଇନଥିଲା। ରାମସୀତାଙ୍କୁ ପୂଜା କରିବା ଦ୍ୱାରା ଲୋକମାନଙ୍କ ଜୀବନରେ ସକାରାତ୍ମକ ପ୍ରଭାବ ପଡିଥାଏ। ସମସ୍ତେ ମାନନ୍ତି ଯେ ରାମ ଓ ସୀତାଙ୍କୁ ପୂଜା କଲେ ଘରକୁ ସୁଖ ଶାନ୍ତି ଆସିଥାଏ ଓ ମଣିଷ ପ୍ରସନ୍ନତା ପ୍ରାପ୍ତି କରିଥାଏ । ଆପଣ ହୁଏତ ଜାଣିନଥିବେ,ଭଗବାନ ରାମସୀତାଙ୍କୁ ପୂଜା କଲେ ପତି-ପତ୍ନୀଙ୍କ ଭିତରେ ଭଲ ପାଇବା ବଢିଥାଏ ଓ ଦୁହେଁ ଦୁହିଁଙ୍କର ସମ୍ମାନ କରି ଥାଆନ୍ତି। କିନ୍ତୁ ରାମ ଓ ସୀତାଙ୍କର ଏହି ଫଟୋକୁ ପୂଜା କଲେ ଏଭଳି ସୁଖ ଶାନ୍ତି ପ୍ରାପ୍ତି ହୋଇଥାଏ।

ରାମସୀତାଙ୍କର ଏଭଳି ଫଟୋକୁ ଆପଣ ବାଛନ୍ତୁ ଯେଉଁଥିରେ କେବଳ ରାମ ଓ ସୀତାଙ୍କୁ ଦେଖିବାକୁ ମଳିବ ଏବଂ ଦୁହେଁ ଏକା ସଙ୍ଗେ ସିଂହାସନରେ ବସିଥିବା ଫଟୋ ମଧ୍ୟ ଆଣନ୍ତୁ । ଆପଣ ଦେଖିଥିବେ ରାମସୀତାଙ୍କ ଅନେକ ମୂର୍ତ୍ତିରେ ହନୁମାନ ରହିଥାଆନ୍ତି । ତେଣୁ କେବଳ ରାମ ଓ ସୀତାଙ୍କ ଫଟୋକୁ ଶୁକ୍ରବାର ଘରକୁ ଆଣନ୍ତୁ ଏବଂ ପତୀ-ପତ୍ନୀ ଦୁହେଁ ମିଶି ଏହି ଫଟୋକୁ ପୂଜା କରନ୍ତୁ । ଏହା ଦ୍ୱାରା ସାରା ଜୀବନ ସୁଖଶାନ୍ତିରେ ରହି ଥାଆନ୍ତି ପତୀ-ପତ୍ନୀ। ଏବଂ ଗୃହରେ ନକରାତ୍ମକ ଶକ୍ତି ଦୂର ହୋଇଥାଏ।

ପୂଜା କରନ୍ତୁ ରାମ ସିତାଙ୍କ ଫଟୋ, ବଢିବ ସଂସାରିକ ଜୀବନରେ ସୁଖଶାନ୍ତି ! ramsita

ପଢନ୍ତୁ; ଗଣ୍ଠିବାତ ସମସ୍ୟା ଦୂର କରିଥାଏ ଶଜନାଫୁଲ! ଆସନ୍ତୁ ଜାଣିବା ଏହାର ଆଉ କେତେକ ଚମତ୍କାରିତା ଗୁଣ ସମ୍ପର୍କରେ

Related posts

ବାସ୍ତୁଶାସ୍ତ୍ର ଅନୁସାରେ ଘରେ ରଖନ୍ତୁ ଏହି ସବୁ ଜିନିଷ , ମିଳିପାରେ ମା ଲକ୍ଷ୍ମୀଙ୍କ କୃପା

Krishna Kumar Manoj

ଯାତ୍ରା ସମୟରେ କ’ଣ ଖାଇକି ଗଲେ ଯାତ୍ରା ଶୁଭ ହୋଇଥାଏ ଜାଣନ୍ତୁ

Krishna Kumar Manoj

ବାସ୍ତୁଶାସ୍ତ୍ର ଅନୁସାରେ ସୌନ୍ଦଯ୍ୟ ବଢାଇବା ସହ ନକରାତ୍ମକ ଶକ୍ତିରୁ ରକ୍ଷା କରିଥାଏ ବିନ୍ଦି

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More