LIFESTYLE

ପାରାଲିସିସ ରୋଗରୁ ବଞ୍ଚିବା ପାଇଁ ଆପଣାନ୍ତୁ ଏହି ଉପାୟ

ରୋଗ ହେବା ପୂର୍ବରୁ ତାହାର ନିରାକରଣ କରିବା ନିହାତି ଦରକାର ଅଟେ । ନଚେତ ଧୀରେ ଧୀରେ ସେହି ରୋଗ ଏକ ମାରାତ୍ମକ ରୋଗରେ ପରିଣତ ହୋଇଥାଏ । ସେଥିପାଇଁ କୁହାଯାଇଛି  ଅସୁବିଧା ହେବା ପୂର୍ବରୁ ଉପାୟ ପାଂଚିବା ସବୁଠାରୁ ବୁଦ୍ଧିମାନର କାମ । ବୟସ ବଢିବା ସହିତ ରୋଗ ମଧ୍ୟ ବଢିଯାଏ । ଅଙ୍ଗ ପ୍ରତ୍ୟଙ୍ଗର କାର୍ଯ୍ୟ କରିବା କ୍ଷମତା କମିଯାଏ । ଆଉ କେବେ କେବେ ପାରାଲିସିସ ମଧ୍ୟ ହୋଇଯାଏ ।

ଆମେ ଜାଣିଛୁ ,ଏହି ରୋଗ ପ୍ରାୟ ୫୦ ବର୍ଷରୁ ଉଦ୍ଧ୍ୱର୍ ବ୍ୟକ୍ତିମାନଙ୍କୁ ହୋଇଥାଏ । କିନ୍ତୁ କେବେ କେବେ କମ ବୟସର ପିଲାମାନଙ୍କୁ ମଧ୍ୟ ଏହି ରୋଗ ହୋଇଥାଏ । ଶରୀରର କୌଣସି ସ୍ଥାନରେ ରକ୍ତ ଜମିଯିବାରୁ କୋଶିକା ଏବଂ ମସ୍ତିଷ୍କର ରକ୍ତପ୍ରବାହ ବନ୍ଦ ହୋଇଯାଏ । ଯେଉଁ କାରଣରୁ ଏହି ସମସ୍ୟା ହୋଇଥାଏ । ଏହା ଦ୍ୱାରା ଶରୀରର ସେହି ଅଙ୍ଗ ଅକାମୀ ହୋଇଯାଏ । କିନ୍ତୁ ସମୟ ପୂର୍ବରୁ ଯଦି ତାହାର ଚିକିତ୍ସା କରାଯାଏ, ତେବେ ଏଥିରୁ ମୁକ୍ତି ମିଳିପାରିବ ।

-ପାରାଲିସିସ ହେବା ସଙ୍ଗେ ସଙ୍ଗେ ରୋଗୀକୁ ତୁରନ୍ତ ୧୦୦ ମିଲି ତୈଳକୁ ଗରମ କରି ଖାଇବାକୁ ଦିଅନ୍ତୁ ଏବଂ ଏହାପରେ ୫ରୁ୬ କୋଲା ରସୁଣ ଖାଇବାକୁ ଦିଅନ୍ତୁ । ଏହାପରେ ପିଡ଼ିତ ଅଙ୍ଗକୁ ତୈଳରେ ଗୋଲମରିଚ ପକାଇ ମାଲିସ କରନ୍ତୁ ।

-ଅନ୍ୟ ଏକ ଉପାୟ ହେଉଛି ପାରାଲିସିସ ହେବା ସଙ୍ଗେ ସଙ୍ଗେ ରୋଗୀକୁ ମହୁ ଏବଂ ରସୁଣ ଖାଇବାକୁ ଦିଅନ୍ତୁ । ଏହା କରିବା ଦ୍ୱାରା ପ୍ରଭାବିତ ଅଙ୍ଗ ସୁସ୍ଥ ହୋଇଥାଏ । ତେବେ ପାରାଲିସିସ ହେବାର କିଛି ଦିନ ପର୍ଯ୍ୟନ୍ତ ରୋଗୀକୁ ଏହା ନିୟମିତ ଖାଇବାକୁ ଦିଅନ୍ତୁ ।ଏହାଦ୍ଵାରା ରୋଗୀ ଠିକ ହେବାର ଲାଗିଥାଏ ।

-ଏହି ସବୁ ଉପାୟ କରିବା ଦ୍ୱାରା  ରୋଗରୁ ଉପଶମ ମିଳିଥାଏ । ତେଣୁ ହଠାତ ଏହା ହେବା ମାତ୍ରେ ଏହିଭଳି ନିରାକରଣ କରାଗଲେ ରୋଗ ସଂପୂର୍ଣ୍ଣ ଭଲ ହୋଇଥାଏ ।

ପଢନ୍ତୁ ;

କୋଟିଏ ଟଙ୍କା ପାଇଁ ଭାଙ୍ଗିଗଲା ବାହାଘର ! ବେଦୀକୁ ଆସିଲାନି ବର

Related posts

ମହିଳାମାନଙ୍କୁ କେବେ ନିଜଠାରୁ ଅଲଗା କରନ୍ତୁ ନାହିଁ,ଆସନ୍ତୁ ଜାଣିବା ମହିଳାମାନଙ୍କ ବିଷୟରେ ଏହି ୭ଟି ଗୁଣ

ENO Beuro

କେବଳ ଚଟପଟା ସରବତ ନୁହେଁ , ଆହୁରି ଅନେକ ଦରକାରୀ କାମରେ ଆସେ ଲେମ୍ବୁ

ENO Beuro

ନଖକୁ ସୁନ୍ଦର ଓ ଆକର୍ଷଣୀୟ କରିବାର କିଛି ଘରୋଇ ଓ ସହଜ ଉପାୟ ଜାଣନ୍ତୁ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More