LIFESTYLE

ପୁଅମାନଙ୍କ କେଉଁ ଗୁଣ ଜାଣିଲା ପରେ ପ୍ରେମରେ ଧୋକା ମିଳିଥାଏ ଜାଣନ୍ତୁ 

ସମସ୍ତେ ନିଜ ପ୍ରେମକୁ ପାଇବାକୁ ଚେଷ୍ଟା କରନ୍ତି । କିନ୍ତୁ କିଛି କାରଣ ପାଇଁ ଏହି ପ୍ରେମ ସମସ୍ତଙ୍କୁ ମିଳି ନ ଥାଏ । ତେବେ ପ୍ରଥମେ ଗୋଟିଏ ପୁଅ ବିଷୟରେ ଆମେ କିଛି ନ ଜାଣି କେବଳ ଦେଖିକି ଭଲ ପାଇ ବସିଥାଉ । କିନ୍ତୁ ସେ ପିଲାର ଗୁଣ ଜାଣିଲା ପରେ ପ୍ରେମ ସମ୍ପର୍କରେ ବିଭିନ୍ନ ସମସ୍ୟା ଦେଖା ଯାଇଥାଏ । ତେବେ ଆସନ୍ତୁ ଜାଣିବା ପୁଅମାନଙ୍କର କେଉଁ ଗୁଣ ଜାଣିଲେ ପ୍ରେମରେ ଆପଣଙ୍କୁ ଧୋକା ମିଳିବ ।

ପୁଅମାନଙ୍କର ଏହି ସବୁ ଗୁଣ ବିଷୟରେ ଜାଣନ୍ତୁ :-

  • ଯିଏ ସବୁବେଳେ ନିଜ ସ୍ୱାର୍ଥକୁ ଦେଖିଥାଏ ସେ କେବେ ହେଲେ ପ୍ରେମକୁ କିମ୍ବା ପ୍ରେମିକକୁ ଭଲ ପାଇ ପାରିବ ନାହିଁ । ଏମାନେ ସବୁବେଳେ କେବଳ ପାଇବାର ଆଶାରେ ପ୍ରେମର ସମ୍ପର୍କ ତିଆରି କରିଥାନ୍ତି । ଶେଷରେ ଏମାନେ ଧୋକା ଦିଅନ୍ତି ।
  • କିଛି ଲୋକ ଖୁବ୍ ଡୋମିନେଟିଙ୍ଗ୍ ହୋଇଥାନ୍ତି ଏମାନେ ନିଜ ପ୍ରେମିକାକୁ ସବୁ କାମରେ ରୋକ ଲଗେଇଥାନ୍ତି ।
  • କିଛି ବ୍ୟକ୍ତି କେବଳ ଦେଖେଇ ହେବାକୁ ଭଲ ପାଆନ୍ତି । ମିଠା କଥା କହି ଏମାନେ ପ୍ରେମରେ ଫସେଇ ଥାଆନ୍ତି। ପ୍ରଥମେ ଖୁବ ଭଲପାଇବାର ଅଭିନୟ କରିଥାନ୍ତି ପରେ ସହଜରେ ଧୋକା  ଦେଇଥାନ୍ତି । ଏମାନଙ୍କ ଉପରେ କେବେ ବି ଭରଷା କରିବା କଥା ନୁହଁ ।
  • ଅନେକ ଲୋକ ଲୁଚି ଲୁଚି ପ୍ରେମ କରିଥାନ୍ତି ଆଉ ସମୟ ଆସିଲେ ସମ୍ପର୍କ ଭାଙ୍ଗି ଯାଇଥାଏ । ଏହି ଭଳି ଗୁଣ ଦେଖିଲେ ଆପଣ ପ୍ରେମଠୁ ଦୁରେଇ ରୁହନ୍ତୁ ।
  • ଏମିତି ବି ପୁଅ ଥାଆନ୍ତି ଟାଇମ ପାଶ କରିବା ପାଇଁ ଭଲ ପାଆନ୍ତି । ସେ ଭଳି ପୁଅଙ୍କ ଠାରୁ ବିଶେଷ କରି ଦୂରେଇ ରହିବା ଦରକାର ।


ପଢନ୍ତୁ ;

‘ଯୋଉଠି ଥିଲେ ବି ତୁ ମୋର’ ସିନେମାରେ ନଜର ଆସିବେ ଏହି ରୋମାଂଟିକ୍ ଯୋଡି

Related posts

ସକାଳୁ ଭିଜା ହୋଇଥିବା ଚଣା ଖାଇବା ଦ୍ଵାରା କ’ଣ ଲାଭ ମିଳିଥାଏ? ଜାଣନ୍ତୁ

ENO Beuro

କମଳା ଶୀତଦିନ ପାଇଁ ସ୍ବାସ୍ଥ୍ୟପ୍ରଦ

ENO Beuro

ଚନ୍ଦାପଣ ପାଇଁ ଚିନ୍ତିତ କି ? ଏହି ସମସ୍ୟାରୁ ମୁକ୍ତି ପାଇଁ ଖାଆନ୍ତୁ ଏହିସବୁ ଖାଦ୍ୟ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More