• Home
  • LIFESTYLE
  • ନିଜକୁ ଫିଟ୍‌ କିପରି ରଖିବା ଆସନ୍ତୁ ଜାଣିବା
LIFESTYLE

ନିଜକୁ ଫିଟ୍‌ କିପରି ରଖିବା ଆସନ୍ତୁ ଜାଣିବା

ସମସ୍ତଙ୍କର ଇଚ୍ଛା ସେମାନେ ଖୁସିରେ ରହିବେ । ଆଉ ଏଥିପାଇଁ ସବୁଠୁ ଅଧିକ ଲୋଡା ଭଲ ସ୍ୱାସ୍ଥ୍ୟ ।ଆଜିର ଯୁବପିଢିଙ୍କ ଚିନ୍ତା କେମିତି ନିଜ କୁ ଫିଟ ରଖିବେ। ପ୍ରଥମେ ଜାଣିବା ଉଚିତ ଯେ ନିଜର ସ୍ୱାସ୍ଥ୍ୟ ନିଜ ହାତରେ । ସୁସ୍ୱାସ୍ଥ୍ୟ ସହିତ ନିଜକୁ ଫିଟ୍‌ ରଖିବା ପାଇଁ କେତେକ ସ୍ୱତନ୍ତ୍ର ଅଭ୍ୟାସ ପ୍ରତି ଧ୍ୟାନ ଦେବାକୁ ପଡିବ । ଏସବୁ ଦିଗ ପ୍ରତି ଉପଯୁକ୍ତ ଧ୍ୟାନ ଦିଆଗଲେ, ଆପଣ ନିଜକୁ ଫିଟ୍‌ ରଖିପାରିବେ ଓ ସୁଖମୟ ଜୀବନଶୈଳୀକୁ ଆପଣାଇ ପାରିବେ । ଏଥିମଧ୍ୟରୁ ପ୍ରଥମ କଥା ହେଲା ସୁନିଦ୍ରା ।

କେବେ ବି ସଂପୂର୍ଣ୍ଣ ନିଦ୍ରା ନେବାକୁ ଭୁଲନ୍ତୁ ନାହିଁ , କାରଣ ଶରୀର ଉପରେ ନିଦ୍ରାର ଯଥେଷ୍ଟ ପ୍ରଭାବ ରହିଛି । ନିଦ ସଂପୂର୍ଣ୍ଣ ନ ହେଲେ ବା ଆବଶ୍ୟକତାଠୁଁ କମ୍‌ ଶୋଇଲେ ଏହାର ପ୍ରଭାବ ମେଟାବଲିଜିମ୍‌, ମୁଡ୍‌, ଏକାଗ୍ରତା ଓ ସ୍ମରଣ ଶକ୍ତି ଉପରେ ପଡ଼ିଥାଏ ।ସଂପୂର୍ଣ୍ଣ ନିଦ୍ରା ନ ଗଲେ ଏହାଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇ ଥାଏ । ସଂପୂର୍ଣ୍ଣ ମାତ୍ରାରେ ନିଦ୍ରା ଗଲେ, ଆପଣଙ୍କ ଶରୀରରେ ନୂତନ ଶକ୍ତିର ସଞ୍ଚାର ହୋଇ ଥାଏ । ଏଣୁ ପ୍ରତ୍ୟହ ସୁନିଦ୍ରା ଯାଆନ୍ତୁ ।

ଆପଣ ନିଜ କୁ ଫିଟ ରଖିବା ପାଇଁ ନିୟମିତ ଯୋଗ ଓ ବ୍ୟୟାମ କରନ୍ତୁ କିମ୍ବା ସକାଳ ସନ୍ଧ୍ୟାରେ ଗାର୍ଡେନରେ ଚାଳନ୍ତୁ । ନିୟମିତ ଠିକ ସମୟ ରେ ଖାଇବା ଖାଆନ୍ତୁ । ଦେଖିବେ ଆପଣ ନିଜକୁ ଫିଟ ରଖି ପାରିବେ ।

ନିଜକୁ ଫିଟ୍‌ କିପରି ରଖିବା ଆସନ୍ତୁ ଜାଣିବା MORNING WALK PIC

ପଢନ୍ତୁ ;

ସ୍ନାନାଗାର ବିଷୟରେ ବାସ୍ତୁଶାସ୍ତ୍ର କ’ଣ କହେ, ଆସନ୍ତୁ ଜାଣିବା

Related posts

ସକଳ ଶକ୍ତିର ଆଧାର ସୂର୍ଯ୍ୟଦେବଙ୍କୁ କିପରି କରିବେ ସନ୍ତୁଷ୍ଟ , ଜାଣି ରଖନ୍ତୁ ଉପାୟ

Krishna Kumar Manoj

ମୁହଁରୁ କଳା ଦାଗ ଯିବାର ଘରୋଇ ଉପଚାର,ଆସନ୍ତୁ ଜାଣିବା

Krishna Kumar Manoj

କୋଷ୍ଠକାଠିନ୍ୟ ସମସ୍ୟା ପାଇଁ ଚିନ୍ତିତ ଅଛନ୍ତି କି? ଏଥିରୁ ମୁକ୍ତି ପାଇବାକୁ କରନ୍ତୁ ଏହି ଆସନ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More