ଆସନ୍ତୁ ଜାଣିବା ଘରୋଇ ଉପାୟରେ କଣ ଖାଇଲେ ଓଜନ ବୃଦ୍ଧି ହୋଇଥାଏ

ଏ କଥା ସତଯେ ଅଧିକାଂଶ ଲୋକ ଅଛନ୍ତି ନିଜର ଓଜନ କମାଇବାକୁ ଚାହିଁଥାନ୍ତି। କିନ୍ତୁ ଆଉ କେତେକ ଲୋକ ଅଛନ୍ତି ସେମାନେ ବହୁତ ପତଳା ହୋଇଥାନ୍ତି , ନିଜ ଓଜନ ବଢିବାକୁ ନେଇ ଚିନ୍ତିତ ଥାଆନ୍ତି। ଯେଉଁ ମାନେ ଅଧିକ ପତଳା ଅଛନ୍ତି ସେମାନେ ଏମିତି କିଛି କରିବାର ଅଛି ,ଯାହାଦ୍ଵାରା ସେମାନଙ୍କ ମୋଟାପଣ ବଢିବା ସହ ଓଜନ ମଧ୍ୟ ବୃଦ୍ଧି ହୋଇଥାଏ। ଡାକ୍ତରଙ୍କ ମତରେ ଏମିତି କିଛି ଖାଦ୍ୟ ଅଛି ଯାହା ଆମେ ନିୟମିତ ଖାଇବା ଦ୍ୱାରା ଆମର ଶରୀରର ଓଜନ ଠିକ୍‌ ଭାବରେ ବଢ଼ିଥାଏ ।

 କିପରି ଓଜନ ବୃଦ୍ଧି କରିବେ ଜାଣନ୍ତୁ-

  • ଦେଶୀ ଘିଅରେ କାଜୁକୁ ହାଲକା ଭାଜି ସପ୍ତାହରେ ଥରେ ଦୁଇ ଥର ଖାଆନ୍ତୁ। ଆପଣଙ୍କ ଓଜନ ନିଶ୍ଚିନ୍ତ ଭାବରେ ବଢିବ । ନିୟମିତ ଡାଳିମ୍ବ ରସ ପିଇଲେ ଓଜନ ଶୀଘ୍ର ବଢ଼ିଥାଏ। କଦଳୀକୁ କ୍ଷୀର ସହ ନିୟମିତ ଭାବେ ଖାଇଲେ ଓଜନ ବୃଦ୍ଧି ପାଇଥାଏ। କମଳା ରସ ମଧ୍ୟ ଭୋକ ବଢ଼ାଇବାରେ ସାହାଯ୍ୟ କରିଥାଏ।
  • ଦହିରେ ପୋଷକତତ୍ତ୍ୱ ଥିବା ହେତୁ ଦହି ଖାଇଲେ ପ୍ରଚୁର ଭୋକ ହୋଇଥାଏ । ତେଣୁ ଏହାକୁ ନିୟମିତ ଖାଇବା ଉଚିତ।
  • ଖାଇବା ପୂର୍ବରୁ ପାଣି ପିଅନ୍ତୁ ନାହିଁ । ଖାଇ ସରିଲା ପରେ କିଛି ସମୟ ଛାଡି ପାଣି ପିଅନ୍ତୁ । ରାତିରେ ଠିକ ସମୟରେ ଶୋଇବାକୁ ଭୁଲନ୍ତୁ ନାହିଁ।
  • ପ୍ରଚୁର ପରିମାଣରେ ମାଛ ମାଂସ ଖାଇବା ଦ୍ଵାରା  ମଧ୍ୟ ଓଜନ ବୃଦ୍ଧି ହୋଇଥାଏ।

ପଢନ୍ତୁ; ରାଶି ଅନୁସାରେ ଜାଣନ୍ତୁ କେଉଁ ରାଶିର ବ୍ୟକ୍ତି ଶୀଘ୍ର ପ୍ରେମରେ ପଡିଥାନ୍ତି?

ଦେଶୀ ଘିଅରେ କାଜୁକୁ ହାଲକା ଭାଜି ସପ୍ତାହରେ ଥରେ ଦୁଇ ଥର ଖାଆନ୍ତୁ। ଆପଣଙ୍କ ଓଜନ ନିଶ୍ଚିନ୍ତ ଭାବରେ ବଢିବ । - 4.3

86%

ଦହିରେ ପୋଷକତତ୍ତ୍ୱ ଥିବା ହେତୁ ଦହି ଖାଇଲେ ପ୍ରଚୁର ଭୋକ ହୋଇଥାଏ । - 4.3

85%
4.3/5

Very Good!

ଆସନ୍ତୁ ଜାଣିବା ଘରୋଇ ଉପାୟରେ କଣ ଖାଇଲେ ଓଜନ ବୃଦ୍ଧି ହୋଇଥାଏ

ଏ କଥା ସତଯେ ଅଧିକାଂଶ ଲୋକ ଅଛନ୍ତି ନିଜର ଓଜନ କମାଇବାକୁ ଚାହିଁଥାନ୍ତି। କିନ୍ତୁ ଆଉ କେତେକ ଲୋକ ଅଛନ୍ତି ସେମାନେ ବହୁତ ପତଳା ହୋଇଥାନ୍ତି , ନିଜ ଓଜନ ବଢିବାକୁ ନେଇ ଚିନ୍ତିତ ଥାଆନ୍ତି। ଯେଉଁ ମାନେ ଅଧିକ ପତଳା ଅଛନ୍ତି ସେମାନେ ଏମିତି କିଛି କରିବାର ଅଛି ,ଯାହାଦ୍ଵାରା ସେମାନଙ୍କ ମୋଟାପଣ ବଢିବା ସହ ଓଜନ ମଧ୍ୟ ବୃଦ୍ଧି ହୋଇଥାଏ।

5/5 Votes: 1 user

You're not rated yet