LIFESTYLE

ଶରୀରରେ ଓଜନ ବଢାଇବାକୁ ଚାହୁଁଛନ୍ତି କି? ତେବେ ଆପଣାନ୍ତୁ ଏହି ଉପାୟ

ଏ କଥା ସତଯେ ଅଧିକାଂଶ ଲୋକ ଅଛନ୍ତି ନିଜର ଓଜନ କମାଇବାକୁ ଚାହିଁଥାନ୍ତି। କିନ୍ତୁ ଆଉ କେତେକ ଲୋକ ଅଛନ୍ତି ସେମାନେ ବହୁତ ପତଳା ହୋଇଥାନ୍ତି , ନିଜ ଓଜନ ବଢିବାକୁ ନେଇ ଚିନ୍ତିତ ଥାଆନ୍ତି। ଯେଉଁ ମାନେ ଅଧିକ ପତଳା ଅଛନ୍ତି ସେମାନେ ଏମିତି କିଛି କରିବାର ଅଛି ,ଯାହାଦ୍ଵାରା ସେମାନଙ୍କ ମୋଟାପଣ ବଢିବା ସହ ଓଜନ ମଧ୍ୟ ବୃଦ୍ଧି ହୋଇଥାଏ। ଡାକ୍ତରଙ୍କ ମତରେ ଏମିତି କିଛି ଖାଦ୍ୟ ଅଛି ଯାହା ଆମେ ନିୟମିତ ଖାଇବା ଦ୍ୱାରା ଆମର ଶରୀରର ଓଜନ ଠିକ୍‌ ଭାବରେ ବଢ଼ିଥାଏ ।

ଆସନ୍ତୁ ଜାଣିବା ଘରୋଇ ଉପାୟରେ କଣ ଖାଇଲେ ଓଜନ ବୃଦ୍ଧି ହୋଇଥାଏ-

  • ଦେଶୀ ଘିଅରେ କାଜୁକୁ ହାଲକା ଭାଜି ସପ୍ତାହରେ ଥରେ ଦୁଇ ଥର ଖାଆନ୍ତୁ। ଆପଣଙ୍କ ଓଜନ ନିଶ୍ଚିନ୍ତ ଭାବରେ ବଢିବ । ନିୟମିତ ଡାଳିମ୍ବ ରସ ପିଇଲେ ଓଜନ ଶୀଘ୍ର ବଢ଼ିଥାଏ। କଦଳୀକୁ କ୍ଷୀର ସହ ନିୟମିତ ଭାବେ ଖାଇଲେ ଓଜନ ବୃଦ୍ଧି ପାଇଥାଏ। କମଳା ରସ ମଧ୍ୟ ଭୋକ ବଢ଼ାଇବାରେ ସାହାଯ୍ୟ କରିଥାଏ।
  • ଦହିରେ ପୋଷକତତ୍ତ୍ୱ ଥିବା ହେତୁ ଦହି ଖାଇଲେ ପ୍ରଚୁର ଭୋକ ହୋଇଥାଏ । ତେଣୁ ଏହାକୁ ନିୟମିତ ଖାଇବା ଉଚିତ।
  • ଖାଇବା ପୂର୍ବରୁ ପାଣି ପିଅନ୍ତୁ ନାହିଁ । ଖାଇ ସରିଲା ପରେ କିଛି ସମୟ ଛାଡି ପାଣି ପିଅନ୍ତୁ । ରାତିରେ ଠିକ ସମୟରେ ଶୋଇବାକୁ ଭୁଲନ୍ତୁ ନାହିଁ।
  • ପ୍ରଚୁର ପରିମାଣରେ ମାଛ ମାଂସ ଖାଇବା ଦ୍ଵାରା  ମଧ୍ୟ ଓଜନ ବୃଦ୍ଧି ହୋଇଥାଏ।

ଶରୀରରେ ଓଜନ ବଢାଇବାକୁ ଚାହୁଁଛନ୍ତି କି? ତେବେ ଆପଣାନ୍ତୁ ଏହି ଉପାୟ weight gain

ପଢନ୍ତୁ;

ମହମବତୀ ଧୂଆଁରୁ ଆମକୁ କେଉଁ ସବୁ ରୋଗ ହୋଇଥାଏ ଜାଣନ୍ତ ?

Related posts

ପୋଡା ତେଲରେ ରୋଷେଇ କରୁଛନ୍ତି କି ?ତେବେ ସାବଧାନ,କର୍କଟ ରୋଗର ଶିକାର ହୋଇପାରନ୍ତି

ENO Beuro

ଓଜନ କମିବା ପାଇଁ ରାତିରେ ଖାଆନ୍ତୁ ଏହି ସବୁ ଖାଦ୍ୟ

ENO Beuro

ସ୍ଵାସ୍ଥ ପାଇଁ ବହୁତ ଲାଭପ୍ରଦ ହୋଇଥାଏ “ତ୍ରିଫଳା ଚୁର୍ଣ୍ଣ” , ଜାଣନ୍ତୁ ଏହାର ଫାଇଦା ସମ୍ପର୍କରେ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More