ଗର୍ଭାବସ୍ଥାରେ କରନ୍ତୁ ଏହି କାମ ଆପଣଙ୍କର ପିଲା ଗୋରା ହୋଇ ଜନ୍ମ ହେବ

ସନ୍ତାନ ପ୍ରାପ୍ତ ହେବା ସୌଭାଗ୍ୟର କଥା। ତେବେ ମହିଳାମାନେ ସନ୍ତାନ ଦେବା ସମୟରେ ଟିକେ ଚିନ୍ତିତ ରହିଥାନ୍ତି। ସେମାନେ ନିଜ ପିଲାର ସୁନ୍ଦର ସ୍ୱାସ୍ଥ୍ୟ ଓ ଚେହେରାର କାମନା କରନ୍ତି। ସମସ୍ତେ ଚାହାନ୍ତି ତାଙ୍କ ପିଲାଟି ସୁନ୍ଦର ହୋଇ ଜନ୍ମଗ୍ରହଣ କରୁ। ଆମ  ମନରେ ଧାରଣା ରହିଛି କି ପିଲାର ସୁସ୍ଥ ସ୍ୱାସ୍ଥ୍ୟ  ତ ଆମ ହାତରେ ରହିଛି ମାତ୍ର ତାହାର ରଙ୍ଗ କିପରି ହେବ ତାହା ଆମ ଆୟତ୍ତ ବାହାରେ। ଏହା ଭୁଲ ପିଲାର ସୁନ୍ଦର ସ୍ୱାସ୍ଥ୍ୟ ସହିତ ସୁନ୍ଦର ଚେହାର ଗଠନ ମଧ୍ୟ ଆମରି ହାତରେ ହିଁ ଅଛି ଏଥିପାଇଁ ଆମକୁ ଟିକେ ସଜାଗ ହେବ ସହ କିଛି ଉପାୟ ଆପଣେଇ ଆମେ ଗୋରା ସନ୍ତାନ ପାଇପାରିବା।

ତେବେ ଆସନ୍ତୁ ଆଜି ଏପରି କେତେକ ଉପାୟ ବିଷୟରେ ଜାଣିବା ଯାହାଦ୍ୱାରା ଆମ ସନ୍ତାନ ଗୋରା ହୋଇ ଜନ୍ମ ଗ୍ରହଣ କରିବା……

୧) ପ୍ରତ୍ୟେକ ଦିନ ସକାଳେ ଓ ସଂନ୍ଧ୍ୟାରେ ଗର୍ଭବତୀ ମହିଳା ଗୋଟେ ଗ୍ଲାସ କ୍ଷୀରରେ କେଶର ମିଶାଇ ପିଇବା ଉଚିତ୍‌। ଫଳରେ ନିଜ ତ୍ୱଚା ଗୋରା ହେବା ସହ ଜନ୍ମ ହେବା ଶିଶୁ ମଧ୍ୟ ଗୋରା ହୋଇଥାଏ।

୨) ଗର୍ଭବତୀ ଥିବା ସମୟରେ ଅଧିକ ଚିନ୍ତା କରିବା ଅନୁଚିତ୍‌। ମାନସିକ ଚାପ ଶିଶୁ ଉପରେ ଖରାପ ପ୍ରଭାବ ପକାଏ। ଏହା ଦ୍ୱାରା ସନ୍ତାନର ରଂଗ ଉପରେ ମଧ୍ୟ ଖରାପ ପ୍ରଭାବ ପଡିଥାଏ।

୩) ଗର୍ଭବତୀ ସମୟରେ ଡାକ୍ତର ଡାଳିମ୍ୱ ଓ ଅଙ୍ଗୁର ଖାଇବା ପାଇଁ ପରାମର୍ଶ ଦିଅନ୍ତି। ଏହି ଫଳର ମିଶ୍ରଣ ଶିଶୁର ଶରୀରକୁ ମଜବୁତ କରାଏ।

୪) ଗର୍ଭବତୀ ମହିଳା ପାନମଧୁରୀ ଖାଇଲେ କିମ୍ୱା ପାଣିରେ ମିଶାଇ ପିଇଲେ ଶିଶୁ ଗୋରା ହୋଇଥାଏ।

 

୫) ଅଁଳା ଓ ଅଁଳାରୁ ତିଆରି ଜାମ୍‌ ଖାଇବା ଗର୍ଭବତୀ ମହିଳାଙ୍କ ପାଇଁ ଏ କ୍ଷେତ୍ରରେ ଲାଭଦାୟକ ହୋଇଥାଏ।

amla

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More