LIFESTYLE

ଆପଣଙ୍କ ଫ୍ରିଜରୁ ଦୁର୍ଗନ୍ଧ ବାହାରୁଛି କି? ତେବେ ଏହି ସମସ୍ୟାରୁ ମୁକ୍ତି ପାଇବାକୁ ଆପଣାନ୍ତୁ ଏହି ଘରୋଇ ଉପଚାର!

ଆଧୁନିକ ଯୁଗରେ ନିଜର ସୁବିଧା ପାଇଁ ସମସ୍ତେ ଇଲୋକଟ୍ରିନିକ ଜିନିଷ ବ୍ୟବହାର କରିଥାନ୍ତି। ସେହିପରି ପନିପରିବାକୁ ସଚେତ ରଖିବାକୁ ଫ୍ରିଜର ବ୍ୟବହାର କରିଥାଉ। ଏଥିରେ ବିଭିନ୍ନ ଖାଦ୍ୟ ସାମଗ୍ରୀ ରଖିବା ପରେ ଫ୍ରିଜରୁ ଦୁର୍ଗନ୍ଧ ବାହାରି ଥାଏ। ଅନେକ ଲୋକ ଏହାକୁ ଅଣଦେଖା କରନ୍ତି।

ତେବେ ଏହି ଦୁର୍ଗନ୍ଧ ସମସ୍ୟାରୁ ମୁକ୍ତି ପାଇବାକୁ ଜାଣିରଖନ୍ତୁ ଏହି ଘରୋଇ ଉପଚାର-

  • କମଳା କିମ୍ବା ପୁଦିନା ରସ:କମଳା କିମ୍ବା ପୁଦିନା ରସ ଫ୍ରିଜ ଭିତରେ ରଖନ୍ତୁ। ଏହାଦ୍ୱାରା ଫ୍ରିଜରୁ ଦୁର୍ଗନ୍ଧ କମ ହୋଇଥାଏ। ଆଉ ହଁ ନିୟମିତ ଫ୍ରିଜ ସଫା କରନ୍ତୁ। ଅଦରକାରୀ ଜିନିଷ କାଢି ଦିଅନ୍ତୁ। ବହୁ ଦିନ ପଯ୍ୟନ୍ତ କ୍ଷୀର ଦହି ଫ୍ରିଜରେ ରଖନ୍ତୁ ନାହିଁ।
  • ଲେମ୍ବୁ :ଫ୍ରିଜରେ ଭିତରେ କିଛି କଟା ଲେମ୍ବୁ ରଖନ୍ତୁ ।ଏହା ଦ୍ୱାର କିଛି ପରିମାଣରେ ଦୁର୍ଗନ୍ଧ ଦୂର ହୋଇଥାଏ।
  • ଖାଇବା ସୋଡ଼ା:ଖାଇବା ସୋଡ଼ାକୁ ଗୋଟିଏ ପାତ୍ରରେ ଖୋଲା କରି ଫ୍ରିଜରେ ଭିତରେ ରଖିଦିଅନ୍ତୁ।ଏହା ଦ୍ୱାରା ମଧ୍ୟ ଅନେକ ଅଂଶରେ ଦୁର୍ଗନ୍ଧ ଦୂର ହୋଇଥାଏ।
  • ଖବରକାଗଜ: ଫ୍ରିଜର ଦୁର୍ଗନ୍ଧରୁ ମୁକ୍ତି ପାଇବାକୁ ଆପଣ ଖବରକାଗଜ ମଧ୍ୟ ବ୍ୟବହାର କରିପାରିବେ। ଖାଦ୍ୟ ସାମଗ୍ରୀ ଉପରେ ପେପର ପକାଇ ରଖନ୍ତୁ। ଏହାଦ୍ୱାରା ଫ୍ରିଜରୁ ଦୁର୍ଗନ୍ଧ କମ ହୋଇଥାଏ

ପଢନ୍ତୁ; ସୁସ୍ଥ ରହିବା ପାଇଁ ଆପଣାନ୍ତୁ ଏହି ଉପାୟ

Related posts

କେଉଁ ରାଶିର ବ୍ୟକ୍ତି ସହଜରେ ପ୍ରେମରେ ପଡନ୍ତି ଜାଣନ୍ତୁ

ENO Beuro

ଆସନ୍ତୁ ଜାଣିବା କେଉଁ ଖାଦ୍ୟ ଔଷଧ ଖାଇବା ସମୟରେ ଖାଇବା ଉଚିତ ନୁହେଁ?

ENO Beuro

ବଦଳୁଥିବା ପାଗ ସହ ନିଜକୁ ରଖନ୍ତୁ ଫିଟ୍ ! ଆସନ୍ତୁ ଜାଣିବା କିଛି ଟିପ୍ସ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More