ନିଃସଙ୍ଗତାରୁ ଦୂରେଇ ରହିବାକୁ ଚାହୁଁଛନ୍ତି କି ? ତେବେ ଆପଣାନ୍ତୁ ଏହି ଉପାୟ

ଏକୁଟିଆପଣ ବା ନିଃସଙ୍ଗତା ମଣିଷ ଜୀବନର ସବୁଠୁ ବଡ଼ ରୋଗ କହିଲେ ଭୁଲ ହେବନାହିଁ । ମଣିଷ ଏକୁଟିଆ ରହିଲେ ଏଣୁତେଣୁ ଚିନ୍ତାଧାରା ମୁଣ୍ଡରେ ପଶିଥାଏ । ଯେଉଁଥିପାଇଁ  ଅନେକ ରୋଗର ଶିକାର ହେବାକୁ ପଡ଼େ । ଏହାର ଉତ୍ତର ଖୋଜିଲେ ବି ମିଳେ ନାହିଁ । ତେବେ ଚାଲନ୍ତୁ ଜାଣିବା ଏହି ଏକଲାପଣକୁ  କିଭଳି ଦୂର କରିବେ ।

ନିଃସଙ୍ଗତାରୁ ଦୂରେଇ ରହିବା ପାଇଁ କିଛି ଟିପ୍ସ :-

  • ପ୍ରଥମେ ନିଜକୁ ନିଜ ଜୀବନକୁ ନିୟନ୍ତ୍ରଣ କରନ୍ତୁ ।
  • ନିଜକୁ ସାମାଜିକ କାର୍ଯ୍ୟକ୍ରମରେ ସାମିଲ କରନ୍ତୁ । ଲୋକମାନଙ୍କ ସହ ମିଳାମିଶା ଦ୍ୱାରା ଏକୁଟିଆପଣ ଦୂର ହୋଇଥାଏ । ଏହା ଦ୍ୱାରା ମାନସିକ ସ୍ଥିତି ବି ଭଲ ରହିଥାଏ ।
  • ଦିନଚର୍ଯ୍ୟାର ସୂଚୀ ପ୍ରସ୍ତୁତ କରନ୍ତୁ । ଯେମିତି ଆପଣ ଅଧିକ ସମୟ ନିଜ ପରିବାର ଓ ବନ୍ଧୁଙ୍କୁ କାମରେ ସାହାଯ୍ୟ କରି ପାରୁଥିବେ ।
  • ନିଜକୁ ଅଲଗା ରଖିବା ପରିବର୍ତ୍ତେ ଆପଣ ଅଧିକ ଅଧିକରୁ  ନିଜ ପରିବାର ଓ ବନ୍ଧୁ ମେଳରେ ମିଳି ମିଶି ରୁହନ୍ତୁ ।
  • ଅନ୍ୟ ଲୋକମାନଙ୍କର ଭାବନା ତଥା ସେମାନଙ୍କ ଆବଶ୍ୟକତାକୁ ବୁଝନ୍ତୁ । ଯଥାସମ୍ଭବ ସେମାନଙ୍କୁ ସାହାଯ୍ୟ କରନ୍ତୁ । ଏମିତି କରିବା ଦ୍ୱାରା ଏକୁଟିଆ ପଣ ଦୂର ହୋଇଥାଏ ।
  • କୌଣସି କାର୍ଯ୍ୟକ୍ରମରେ ଭାଗ ନିଅନ୍ତୁ। ନୂଆ ଲୋକଙ୍କ ସହ ମିସନ୍ତୁ । ତାଙ୍କ ସହ କଥା ହୁଅନ୍ତୁ ।

ପଢନ୍ତୁ ;

ପବିତ୍ର ଓଡିଆ ନବବର୍ଷ ଏବଂ ପଣାସଂକ୍ରାନ୍ତି ଉପଲକ୍ଷେ ରିଲିଜ ହୋଇଯାଇଛି ମା ସାରଳାଙ୍କ ଓଡିଆ ଭଜନ କ୍ୟାସେଟ୍

ଲୋକମାନଙ୍କ ସହ ମିଳାମିଶା ଦ୍ୱାରା ଏକୁଟିଆପଣ ଦୂର ହୋଇଥାଏ - 91%

91%

ନିଜକୁ ଅଲଗା ରଖିବା ପରିବର୍ତ୍ତେ ଆପଣ ଅଧିକ ଅଧିକରୁ  ନିଜ ପରିବାର ଓ ବନ୍ଧୁ ମେଳରେ ମିଳି ମିଶି ରୁହନ୍ତୁ - 90%

90%
90.5%

Excellent!

ନିଃସଙ୍ଗତାରୁ ଦୂରେଇ ରହିବାକୁ ଚାହୁଁଛନ୍ତି କି ? ତେବେ ଆପଣାନ୍ତୁ ଏହି ଉପାୟ

ଏକୁଟିଆପଣ ବା ନିଃସଙ୍ଗତା ମଣିଷ ଜୀବନର ସବୁଠୁ ବଡ଼ ରୋଗ କହିଲେ ଭୁଲ ହେବନାହିଁ । ମଣିଷ ଏକୁଟିଆ ରହିଲେ ଏଣୁତେଣୁ ଚିନ୍ତାଧାରା ମୁଣ୍ଡରେ ପଶିଥାଏ । ଯେଉଁଥିପାଇଁ  ଅନେକ ରୋଗର ଶିକାର ହେବାକୁ ପଡ଼େ । ଏହାର ଉତ୍ତର ଖୋଜିଲେ ବି ମିଳେ ନାହିଁ । ତେବେ ଚାଲନ୍ତୁ ଜାଣିବା ଏହି ଏକଲାପଣକୁ  କିଭଳି ଦୂର କରିବେ । 

4/5 Votes: 1 user

You're not rated yet