LIFESTYLE

ଆଖିରେ ଆଲୁଅ ପାଇଁ ଚିନ୍ତିତ କି ? ଆସନ୍ତୁ ଜାଣିବା କିଛି ସରଳ ଓ ପ୍ରକୃତିକ ଉପଚାର

By ENO Beuro

November 04, 2017

 ପ୍ରକୃତିକ ଉପଚାର

ଅନେକ ଲୋକଙ୍କ ଆଖିରେ ଆଲୁଅ ହୋଇଥାଏ । ଆମେ ସମସ୍ତେ ଅନ୍ୟ କାହା ଆଖିରେ ହୋଇଥିବା ଦେଖିଛେ ଅଥବା ନିଜେ ଅନୁଭବ କରିଛେ । ଏହା ଯେତିକି ଯନ୍ତ୍ରଣଦାୟକ ସେତିକି ବିରକ୍ତିକର ମଧ୍ୟ । ଏହି ରୋଗ ହେବ ଦ୍ଵାରା ଦୈନନ୍ଦିନ ଜୀବନରେ ଆମେ ଅନେକ ସମସ୍ୟାର ସମ୍ମୁଖୀନ ହେଇଥାଉ । ଡାକ୍ତରୀ ଦୁନିଆରେ ଏଥି ପାଇଁ ଅନେକ ଔଷଧ ଥିଲେ ମଧ୍ୟ ପ୍ରକୃତିକ ଉପଚାର ଅତ୍ୟନ୍ତ ଉପଯୋଗୀ । ଆସନ୍ତୁ ଜାଣିବା ଆଖିରେ ଆଲୁଅ ସମସ୍ୟାର କିଛି ପ୍ରକୃତିକ ଉପଚାର :-

ପଢନ୍ତୁ, ଆଜିଠାରୁ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ତାପମାନରେ ପରିବର୍ତ୍ତନ ହେବାସହ ଥଣ୍ଡା ବଢିବ – ପାଣିପାଗ କେନ୍ଦ୍ର