LIFESTYLE

ପାର୍ଟନରଙ୍କୁ ଖୁସି କରିବାକୁ ଚାହୁଁଛନ୍ତି କି ? ତେବେ ଏହି ସବୁ କଥା ପ୍ରତି ଧ୍ୟାନ ଦିଅନ୍ତୁ

ପାର୍ଟନରଙ୍କୁ ଖୁସି କରିବା ପାଇଁ କିଛି ଟିପ୍ସ

ଅନେକ ସମୟରେ ବିଭିନ୍ନ କାରଣ ପାଇଁ ବୈବାହିକ ଜୀବନରେ କଳହ ସୃଷ୍ଟି ହୋଇଥାଏ । ଯଦି ଆପଣଙ୍କ ଜୀବନରେ ଏମିତି କିଛି ହେଇଛି ଆଉ ଆପଣ ଚାହୁଁଛନ୍ତି ପାର୍ଟନରଙ୍କୁ ଖୁସି କରିବାକୁ ଜାଣନ୍ତୁ କିଛି କଥା । ଯାହା ଦ୍ଵାରା ଆପଣ ଆପଣଙ୍କ ପାର୍ଟନରଙ୍କୁ ଖୁସି କରି ପାରିବେ ।

ପ୍ରେମରେ ଦୁଇ ପଦ କଥା ହୁଅନ୍ତୁ :-  ଯଦି ପାର୍ଟନର ରାଗିଛନ୍ତି ତେବେ ପାଖରେ ବସି ଦୁଇ ପଦ ପ୍ରେମରେ କଥା ହୁଅନ୍ତୁ । ସବୁବେଳେ ଝଗଡାକୁ ସେଇଦିନ କଥା ହୋଇ ମେଣ୍ଟାନ୍ତୁ । କାରଣ କଥା ରହିଲେ ସମ୍ପର୍କରେ ଭୁଲ ବୁଝାବଣା ଦେଖାଯାଏ ।

ପାର୍ଟନରଙ୍କୁ ଖୁସି କରିବାକୁ ଚାହୁଁଛନ୍ତି କି ? ତେବେ ଏହି ସବୁ କଥା ପ୍ରତି ଧ୍ୟାନ ଦିଅନ୍ତୁ couple

ତାଙ୍କୁ ସ୍ପେସାଲ ଫିଲ୍ କରାନ୍ତୁ :– ଯଦି କିଛି ଦିନ ହେବ ବୈବାହିକ ଜୀବନରେ କଳହ ସୃଷ୍ଟି ହୋଇଛି ତେବେ ପାର୍ଟନରଙ୍କୁ ସ୍ପେସିଆଲ ଫିଲ୍ କରାନ୍ତୁ । ତାଙ୍କ ମନ ପସନ୍ଦର ଖାଇବା ତିଆରି କରନ୍ତୁ ବା ମନ ପସନ୍ଦର ଜାଗାକୁ ବୁଲେଇ ନିଅନ୍ତୁ । ଦେଖିବେ ସେ ନିଶ୍ଚିନ୍ତ ଖୁସି ହେବେ ।

ଆଇ ଲଭ୍ ୟୁ କୁହନ୍ତୁ :-ମନେରଖିବେ ସବୁବେଳେ ଏକୁଟିଆ ବେଳେ ହେଉ ବା ସାଙ୍ଗସାଥି ଆଗରେ ତାଙ୍କୁ ରୋମାଣ୍ଟିକ୍ ହୋଇ ମ୍ୟାଜିକାଲ ୱାର୍ଡ ଆଇ ଲଭ୍ ୟୁ କୁହନ୍ତୁ । ପାର୍ଟନର ବହୁତ ଖୁଶି ହେବେ ।

ସାଙ୍ଗରେ ଖାଇବା :– ସବୁବେଳେ ଚେଷ୍ଟା କରନ୍ତୁ ସାଙ୍ଗହୋଇ ଖାଇବାକୁ । ଏମିତି କଲେ ଆପଣ ବହୁତ ଗପସପ ହେଇଥାନ୍ତି ଯାହା ଦ୍ୱାରା ଆପଣଙ୍କ ସମ୍ପର୍କ ନିବିଡ ହୋଇଥାଏ ।

ପାର୍ଟନରଙ୍କୁ ଖୁସି କରିବାକୁ ଚାହୁଁଛନ୍ତି କି ? ତେବେ ଏହି ସବୁ କଥା ପ୍ରତି ଧ୍ୟାନ ଦିଅନ୍ତୁ dinar
ପଢନ୍ତୁ ;

ଓଲିଉଡ ପରେ ବଲିଉଡ :‘ରାଇଜିଙ୍ଗ୍ ଷ୍ଟାର-୨’ରେ ଭାଗ ନେଇ ଟପ୍-୧୬ରେ ଓଡିଆ ପୁଅ ଶଶାଙ୍କ

Related posts

ମସ୍ତିଷ୍କ ପାଇଁ ଖୁବ ଉପକାରୀ “ଆଚାର” ! ଆସନ୍ତୁ ଜାଣିବା ଏହା ଉପରେ ବିଶେଷଜ୍ଞଙ୍କ ମତ କଣ ରହିଛି ?

Krishna Kumar Manoj

ଜାଣନ୍ତୁ ଘରୋଇ ଉପାୟରେ ତିଆରି ଫେସ ପ୍ୟାକ ଆପଣଙ୍କ ତ୍ୱଚା ପାଇଁ କେତେ ଲାଭଦାୟକ

Krishna Kumar Manoj

ସୁନ୍ଦର ତ୍ୱଚା ପାଇଁ ଆପଣାନ୍ତୁ ଏହି ଘରୋଇ ଉପଚାର

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More