• Home
  • LIFESTYLE
  • ଆସନ୍ତୁ ଜାଣିବା ଏମିତି କିଛି ଫଳ ବିଷୟରେ ଯାହାକୁ ଖାଇବା ଦ୍ଵାରା ପିଲାଙ୍କ ସ୍ମୃତିଶକ୍ତି ହୋଇଥାଏ ମଜବୁତ୍
LIFESTYLE

ଆସନ୍ତୁ ଜାଣିବା ଏମିତି କିଛି ଫଳ ବିଷୟରେ ଯାହାକୁ ଖାଇବା ଦ୍ଵାରା ପିଲାଙ୍କ ସ୍ମୃତିଶକ୍ତି ହୋଇଥାଏ ମଜବୁତ୍

ଯେତେବେଳେ ପିଲାଙ୍କ ସ୍କୁଲ ପରୀକ୍ଷା ପାଖେଇ ଆସେ ପିଲାଙ୍କ ସହ ମାତାପିତାଙ୍କର ବି ଚିନ୍ତା ବଢିଯାଏ । ପାଠପଢା ସହ ଖାଦ୍ୟପେୟର ବି ଧ୍ୟାନ ରଖିବାକୁ ପଡେ । ଏହି ସମୟରେ ଆପଣ ପିଲାଙ୍କୁ ଏମିତି ଜିନିଷ ଖୁଆନ୍ତୁ ଯାହା ସେମାନଙ୍କର ସ୍ୱାସ୍ଥ୍ୟରେ ଖୁବ୍ ଉପଯୋଗୀ ସାବ୍ୟସ୍ତ ହେବ ଏବଂ ତାସହ ମେମୋରୀ ବି ଷ୍ଟ୍ରଙ୍ଗ ହେବ ।

ଏମିତି କିଛି ଫଳ ବିଷୟରେ ଜାଣନ୍ତୁ ଯାହା ପିଲାଙ୍କ ସ୍ମୃତିଶକ୍ତି ମଜବୁତ୍ କରିବାରେ ସହାୟକ ହୋଇଥାଏ –

  • ଅଙ୍ଗୁର -ଅଙ୍ଗୁରରେ ଭିଟାମିନ ଓ ଆଣ୍ଟି-ଆକ୍ସିଡେଣ୍ଟ ଭରପୁର ଥାଏ । ଯାହା ଦ୍ୱାରା ପିଲାଙ୍କ ଜ୍ଞାନ ସମ୍ବନ୍ଧିୟ କ୍ଷମତା ବିକଶିତ ହୋଇଥାଏ। ମନେରଖିବା ଶକ୍ତି ପ୍ରଖର ହୋଇଥାଏ ।
  • ସନ୍ତରା- ପିଲାଙ୍କ ପାଇଁ ଏହା ଏକ ଖୁବ୍ ଉପଯୋଗୀ ଫଳ ଅଟେ । ଏଥିରେ ଭିଟାମିନ -ସି ସହ ସାଇଟୋନ୍ୟୁଟ୍ରିଏଣ୍ଟସ ଓ ଫୋଲିକ୍ ଏସିଡ୍ ଥାଏ । ଯାହା ବୁଦ୍ଧିର ବିକାଶ ପାଇଁ ବହୁତ ଜରୁରୀ ହୋଇଥାଏ । ଏହା ଖାଇଲେ ପିଲାଙ୍କ ଲର୍ଣ୍ଣିଙ୍ଗ ସ୍କିଲର ବୃର୍ଦ୍ଧି ଘଟେ।
  • ଷ୍ଟ୍ରବେରୀ- ଏହି ଫଳରେ ଫିସେଟିନ ନାମକ ଫ୍ଲାବୋନୋଇଡ୍ ମିଳେ । ଯାହା ମେମୋରୀ ବଢାଇବାର ନ୍ୟୁରୋନକୁ ଉତ୍ତେଜିତ କରିବାରେ ସାହାଯ୍ୟ କରିଥାଏ । ଏକ ଡାକ୍ତରୀ ରିପୋର୍ଟ ଅନୁସାରେ ସପ୍ତାହରେ ୨-୩ଥର ଷ୍ଟ୍ରବେରୀ ଖାଇବା ଉଚିତ୍।
  • ସେଓ – ଏହା ଏକ ଉତ୍ତମ ଫଳ ଅଟେ । ଏହା ପିଲାଙ୍କୁ ଖାଇବାକୁ ଦେବା ଦ୍ୱାରା ଅନେକ ଉପକାର କରିଥାଏ । ପିଲାଙ୍କ ମେମୋରୀ ପାୱାର ବଢାଇବା ପାଇଁ ଏହା ଏ ଉତ୍ତମ ଖାଦ୍ୟ ଅଟେ । ଏହା ମେମୋରୀ ବଢାଉଥିବା ନ୍ୟୁରୋଟ୍ରାନ୍ସମିଟର ଏସିଟଲକୋଲିନକୁ ସମତୁଲ ରଖେ।
  • କଦଳୀ – କଦଳୀରେ ପୋଟାସିୟମର ମାତ୍ରା ଅଧିକ ଥାଏ । ଏହାଦ୍ୱାରା ପିଲାଙ୍କ ତୀକ୍ଷଣ ବୁଦ୍ଧିର ଉତ୍ପତି ହୁଏ । ଏହା ଦ୍ୱାରା ମସ୍ତିକରେ ନ୍ୟୁରାଟ୍ରାନ୍ସମିଟରକୁ ଉତ୍ତେଜିତ କରିଦିଏ । ମେମୋରୀର ବିକଶିତ ହୋଇଥାଏ।

ଆସନ୍ତୁ ଜାଣିବା ଏମିତି କିଛି ଫଳ ବିଷୟରେ ଯାହାକୁ ଖାଇବା ଦ୍ଵାରା ପିଲାଙ୍କ ସ୍ମୃତିଶକ୍ତି ହୋଇଥାଏ ମଜବୁତ୍ childs

ପଢନ୍ତୁ ;

ଅଳ୍ପ ବୟସରୁ ଆପଣଙ୍କ କେଶ ଧଳା ହୋଇଯାଉଛି କି? ତେବେ କେଶକୁ କଳା ରଖିବାକୁ ଆପଣାନ୍ତୁ ଏହି ଘରୋଇ ଉପଚାର

Related posts

୫ଟି ଭୟଙ୍ଗର ରୋଗରୁ ମୁକ୍ତି ଦେଇଥାଏ ଧନିଆ ଗୁଣ୍ଡ ;ଆସନ୍ତୁ ଜାଣିବା ଧନିଆ ଗୁଣ୍ଡର କେତେକ ଉପକାରିତା ବିଷୟରେ

Krishna Kumar Manoj

ଆସନ୍ତୁ ଜାଣିବା ସକାଳୁ ଉଠି ଖାଲି ପେଟରେ ଲେମ୍ବୁ ପାଣି ପିଇବା ଦ୍ଵାରା କି କି ଲାଭ ମିଳେ

Krishna Kumar Manoj

ଅଳ୍ପ ଉଷୁମ ପାଣିରେ ଲେମ୍ବୁ ଚିପୁଡି ପିଇଲେ କଣ ଲାଭ ହୁଏ ଜାଣନ୍ତୁ ?

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More