Loading...

ଆସନ୍ତୁ ଜାଣିବା କରୋନା ସମୟରେ ଶିଶୁମାନଙ୍କ ଠାରେ କେମିତି ବଢିବ ରୋଗ ପ୍ରତିରୋଧକ

ଆସନ୍ତୁ ଜାଣିବା କରୋନା ସମୟରେ ଶିଶୁମାନଙ୍କ ଠାରେ କେମିତି ବଢିବ ରୋଗ ପ୍ରତିରୋଧକ

ବର୍ତ୍ତମାନ ସାରା ବିଶ୍ୱରେ କରୋନା ଭାଇରସ ପାଇଁ ହା ହା କାର ଦେଇଖିବାକୁ ମିଳିଛି । ଏସମୟରେ ପିଲାମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ବଢିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଯାହା ଦ୍ୱାରା ସେମାନଙ୍କର ଶରୀର ନିଜକୁ ଏହି ବିପତ୍ତି ସମୟରେ ରକ୍ଷା କରିପାରିବ ।

ବର୍ତ୍ତମାନ ସାରା ବିଶ୍ୱରେ କରୋନା ଭାଇରସ ପାଇଁ ହା ହା କାର ଦେଇଖିବାକୁ ମିଳିଛି । ଏସମୟରେ ପିଲାମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ବଢିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଯାହା ଦ୍ୱାରା ସେମାନଙ୍କର ଶରୀର ନିଜକୁ ଏହି ବିପତ୍ତି ସମୟରେ ରକ୍ଷା କରିପାରିବ । ତେବେ ଏନେଇ ଆମେ ଆପଣଙ୍କୁ କିଛି ଟିପ୍ସ ଦେବାକୁଯାଉଛୁ । ଯାହା ଆପଣଙ୍କ ପିଲାମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ ଏବଂ ସେମାନଙ୍କୁ କରୋନା ସହ ଲଢିବାରେ ସକ୍ଷମ କରାଇବ ।

 

ଭିଟାମିନ୍ ସି

କରୋନା ସହ ଲଢିବା ପାଇଁ ଭିଟାମିନ୍ ସି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ତେଣୁ ଆପଣଙ୍କ ପିଲାଙ୍କ ଖାଦ୍ୟରେ ପର୍ଯ୍ୟାପ୍ତ ପରିମାଣର ଭିଟାମିନ୍ ସି ରଖନ୍ତୁ । କମଳା, ଟମାଟର ଏବଂ ଲେମ୍ବୁ ରସ ଇତ୍ୟାଦି ପିଲାମାନଙ୍କଠାରେ ଭିଟାମିନ୍ ସି ବଢାଇବାରେ ସାହାଯ୍ୟ କରିଥାଏ ।

ପିଲାମାନଙ୍କୁ ପ୍ରତିଦିନ ଗୋଟିଏ ଚାମଚ ଚବନପ୍ରାସ ଖାଇବାକୁ ଦିଅନ୍ତୁ । ଚବନପ୍ରାସରେ ଅନେକ ଔଷଧୀୟ ପଦାର୍ଥରୁ ପ୍ରସ୍ତୁତ, ଯାହା ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ । ଶୀତଦିନେ ସବୁଜ ପନିପରିବା ବଜାରରେ ଅଧିକ ପରିମାଣରେ ମିଳିଥାଏ । ତେଣୁ ଏହି ସମୟରେ ଶିଶୁମାନଙ୍କ ଖାଦ୍ୟରେ ପର୍ଯ୍ୟାପ୍ତ ପରିମାଣରେ ପନିପରିବା ଖାଇବାକୁ ଦିଅନ୍ତୁ ।

ସବୁଜ ପନିପରିବା

ପିଲାମାନଙ୍କୁ ସବୁଜ ପନିପରିବାରୁ ବହୁପରିମାଣର ବହୁପରିମାଣରେ ଆଇରନ ଏବଂ ପୋଷକ ତତ୍ତ୍ୱ ମିଳିଥାଏ । ଏହାସହ ଶିଶୁକୁ ଦିନକୁ ଦୁଇଥର କ୍ଷୀର ପିଇବାକୁ ଦିଅନ୍ତୁ । ଏବଂ ଏହି କ୍ଷୀରରେ କେଶର, ତୁଳସୀ ପତ୍ର କିମ୍ବା କଞ୍ଚା କଦଳୀ ମିଶାଇପାରିବ । ତୁଳସୀ ଓ ହଳଦୀ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରେ । ଯଦି ପିଲାଟି ଅଦା ଖାଇବାକୁ ପସନ୍ଦ କରେ ତେବେ ତାଙ୍କ ଖାଦ୍ୟରେ ଅଦା ଖଣ୍ଡକୁ ପକାନ୍ତୁ ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.