• Home
  • LIFESTYLE
  • ଆସନ୍ତୁ ଜାଣିବା ଖରା ଦିନେ ଘରକୁ କିପରି ଥଣ୍ଡା ରଖିବେ
LIFESTYLE

ଆସନ୍ତୁ ଜାଣିବା ଖରା ଦିନେ ଘରକୁ କିପରି ଥଣ୍ଡା ରଖିବେ

ଖରାଦିନେ ଘରକୁ ପଶିବା ମାତ୍ରେ ସମସ୍ତେ ଚାହାନ୍ତି ଘର କିପରି ଥଣ୍ଡା ରହୁ । ଏହା କେବଳ ଶାରୀରିକ ନୁହଁ ବରଂ ମାନସିକ ଶାନ୍ତି ମଧ୍ୟ ବଜାୟ ରଖେ । କିନ୍ତୁ ଏଥିପାଇଁ ଫ୍ୟାନ, କୁଲର ଓ ଏସି ଏକମାତ୍ର ବିକଳ୍ପ ନୁହଁ । ଆପଣ ଚାହିଁଲେ କେତୋଟି ସାଧାରଣ ତଥା ସଜହ ଉପାୟ ଆପଣାଇ ଘରକୁ ଥଣ୍ଡା ରଖିପାରିବେ ।

ଖରା ଦିନେ ଘରକୁ ଥଣ୍ଡା ରଖିବା ପାଇଁ କିଛି ଟିପ୍ସ

ଯଦି ଘରେ କୁଲର ଲଗାଇଛନ୍ତି, ତେବେ ଗୋଟିଏ ଝରକା ଖୋଲା ରଖନ୍ତୁ । ଏପରି କରିବା ଦ୍ୱାର କ୍ରସ ଭେଣ୍ଟିଲେସନ ହୋଇ ଘର ଥଣ୍ଡା ରହିବ ।

ଘର ଭିତରକୁ ଯେପରି ସୂର୍ଯ୍ୟ କିରଣ ନଆସେ ସେଥିପାଇଁ କବାଟ ଓ ଝରକାରେ ମୋଟା ଓ ଗାଢ଼ ରଙ୍ଗର ପରଦା ପକାନ୍ତୁ ।

ଛାତ ଘର ହୋଇଥିଲେ ଛାତରେ ମୋଟା ଚୂନ ରଙ୍ଗ ବୋଳନ୍ତୁ ଏବଂ ରାତିରେ ଆପଣ ଛାତରେ ପାଣି ମଧ୍ୟ ଢ଼ାଳିପାରିବେ । ଏହାସହ ଘରେ ଓଦା ବେଣାଚେର ପକାଇବା ଦ୍ୱାରା ମଧ୍ୟ ଘର ଥଣ୍ଡା ରହେ ।

ସୂର୍ଯ୍ୟାସ୍ତ ପରେ କିଛି ସମୟ ଘରର କବାଟ, ଝରକା ଖୋଲି ଦିଅନ୍ତୁ । ଏପରି କରିବା ଦ୍ୱାରା ଘରକୁ ବାୟୁ ଚଳାଚଳ ହେବ ଓ ଘର ଥଣ୍ଡା ରହିବ ।
ଆସନ୍ତୁ ଜାଣିବା ଖରା ଦିନେ ଘରକୁ କିପରି ଥଣ୍ଡା ରଖିବେ Cool home
ପଢନ୍ତୁ ;

ଏକାଠି ନଜର ଆସିବେ ସମ୍ବିତ ଓ ସଂଭାବନା

Related posts

ହଳଦୀର ବ୍ୟବହାର ରୁ ଆପଣ ପାଇ ପାରିବେ ଏହି ସବୁ ଫାଇଦା ; ଆସନ୍ତୁ ଜାଣିବା

Krishna Kumar Manoj

ସାମ୍ବର ଖାଇବା ଦ୍ଵାରା କଣ ଉପକାର ମିଳିଥାଏ? ଆସନ୍ତୁ ଜାଣିବା ସେ ସମ୍ପର୍କରେ

Krishna Kumar Manoj

ଶୀତଦିନରେ ତ୍ଵଚା ଶୁଷ୍କ ହେଇଯାଉଛି ? ତେବେ ଆପଣାନ୍ତୁ ଏହି ଘରୋଇ ଉପାୟ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More