LIFESTYLE

କିପରି ଜାଣିବେ ଆପଣଙ୍କ ଶରୀରରେ ଜଳର ଅଭାବ ରହିଛି ? ଜାଣନ୍ତୁ ଏହାର ଲକ୍ଷଣ

ଜଳ ବିନା ଜୀବନର ମୂଲ୍ୟ କିଛି ନାହିଁ। ସେଥିଲାଗି “ଜଳ ହିଁ ଜୀବନ” କୁହାଯାଇଥାଏ। ଶରୀରରେ ଜଳର ପରିମାଣ କମ ରହିଲେ ଅନେକ ରୋଗ ଶରୀରକୁ ଆକ୍ରମଣ କରିଥାଏ। ତେବେ ଆପଣଙ୍କ ଶରୀରରେ ଜଳର ଅଭାବ ରହୁଛି କିପରି ଜାଣିବେ?

ଜାଣନ୍ତୁ ସେ ସମ୍ପର୍କରେ-

  • ପ୍ରଥମତଃ ଚଳପ୍ରଚଳ ହେଉଥିଲା ବେଳେ ପ୍ରବଳ ମୁଣ୍ଡବ୍ୟଥା ହେବା କିମ୍ବା ମୁଣ୍ଡ ବୁଲାଇବା- ଜଳାଭାବର ସଙ୍କେତ।
  • ଶରୀରରେ ଜଳର ଅଭାବ ଥିଲେ ପରିସ୍ରା କମ୍‌ ହେବା। ଜଣେ ଦିନକୁ ୬ରୁ ୭ଥର ପରିସ୍ରା ଯିବା ଭଲ। ଏପରି ହେଉନଥିଲେ ପାଣି ପିଇବା ବଢାନ୍ତୁ।
  • ଯଦି ପ୍ରତିଦିନ ଭଲ ମଏଶ୍ଚରାଇଜର ଲଗାଇଲେ ବି ତ୍ୱଚା ଶୁଷ୍କ ରହୁଥାଏ, ତେବେ ଶରୀରରେ ପାଣି ଅଭାବ ବୋଲି ଜାଣିବେ।
  • ପାଣି ଅଭାବ ହେଲେ ସାଧାରଣତଃ ଗଣ୍ଠି ଏବଂ ମାଂସପେଶୀ ଯନ୍ତ୍ରଣା ହୋଇଥାଏ । ପ୍ରାୟତଃ ଲୋକେ ଜିମ୍‌ ପରେ ସଠିକ୍‌ ପରିମାଣରେ ପାଣି ନପିଇବା ଯୋଗୁ ମାଂସପେଶୀରେ ଯନ୍ତ୍ରଣା ହୁଏ।
  • ଅନେକ ଲୋକଙ୍କର ପାଟି ବାରମ୍ବାର ଶୁଖିଯାଏ ଏବଂ ଏପରି ହେବା ପରେ ସେମାନେ ପାଣି ପିଇଥାନ୍ତି । ଏହା ମଧ୍ୟ ଜଳାଭାବର ଅନ୍ୟ ଏକ ଲକ୍ଷଣ।

ପଢନ୍ତୁ;

ଖରାଦିନେ ଲିଚୁ ବଗିଚାର ଯତ୍ନ କିପରି ନେବେ ଜାଣନ୍ତୁ ?

Related posts

ସୁସ୍ଥ ଶରୀର ଏବଂ ଓଜନ ନିୟନ୍ତ୍ରଣରେ ରଖିବା ପାଇଁ କେଉଁ ସବୁ ଫଳ ଖାଇବା ଉଚିତ୍ ଜାଣନ୍ତୁ ?

ENO Beuro

କେଉଁ ପ୍ରକାର ଯୁବକଙ୍କୁ ଯୁବତୀମାନେ ପସନ୍ଦ କରନ୍ତି ନାହିଁ? ଜାଣନ୍ତୁ

ENO Beuro

ଖରାଦିନେ ଘରେ କରନ୍ତୁ ଫେସିଆଲ୍‌: ପାର୍ଲର ଯିବାକୁ ପଡିବନି

Ratnamani Moharana

2 comments

Leave a Comment