VASTU

ପ୍ରଚୁର ଟଙ୍କା ରୋଜଗାର ପରେ ବି ଘରେ ଅଶାନ୍ତି ଲାଗିରହୁଛି? ଜାଣନ୍ତୁ ଏହାର କାରଣ

ସୁଖ ଶାନ୍ତିରେ ରହିବ ପାଇଁ ପଇସାର ଭୂମିକା ଖୁବ ଗୁରୁତ୍ୱପୂର୍ଣ୍ଣ । ପଇସା ଥିଲେ ଆପଣ ପ୍ରାୟ ସବୁ ଖୁସି ପାଇପାରିବେ । ମାତ୍ର ବେଳେ ଯେତେ ରୋଜଗାର କଲେ ବି ଆପଣ ତା ବିନିମୟରେ ସୁଖ କିଣିପାରନ୍ତି ନାହିଁ । ଘରେ ସବୁବେଳେ ଅଶାନ୍ତି ଲାଗିରହେ ।  ଆପଣଙ୍କ  ଠାରୁ କମ ରୋଜଗାର କରୁଥିବା ଆପଣଙ୍କ ପଡୋଶୀ ଆପଣଙ୍କ ଠାରୁ ବେଶୀ ସୁଖ ଶାନ୍ତିରେ ରହୁଥିବେ । ଏପରି କାହିଁକି ହେଉଛି , ଏ ନେଇ ଆପଣଙ୍କ ମନରେ ବହୁତ ପ୍ରଶ୍ନ ଉଠୁଥିବ । କୁହାଯାଏ ଏସବୁ ବାସ୍ତୁଦୋଷର କୁପ୍ରଭାବ। ଯଦି ଏମିତି କିଛି ପରିସ୍ଥିତିକୁ ସାମ୍ନା କରୁଛନ୍ତି, ତେବେ ନିଜ ଘରର ବାସ୍ତୁ ନେଇ ଟିକେ ଯାଂଚ କରନ୍ତୁ ନିରାକରଣ ପାଇଁ ତୁରନ୍ତ ପଦକ୍ଷେପ ନିଅନ୍ତୁ ।

  • ବାସ୍ତୁଶାସ୍ତ୍ର ଅନୁସାରେ ଘରର ଛାତ ଉପରେ ପାଣି ଟାଙ୍କି ଉତ୍ତର ଦିଗରେ ରଖିବା ଅନୁଚିତ। ଏହା ଦ୍ୱାରା ଘରକୁ ବିଭିନ୍ନ ସମସ୍ୟା ଆସିଥାଏ।
  • ଅନେକ ଲୋକ ବାହାରେ ପାଣି ଟ୍ୟାପ୍‌ ଲଗାଇଥାନ୍ତି। ବାସ୍ତୁଶାସ୍ତ୍ର ଅନୁସାରେ ଏହା ଦୋଷପୂର୍ଣ୍ଣ । ଏଭଳି ପରିବାରର ସନ୍ତାନମାନଙ୍କ କ୍ଷେତ୍ରରେ ଅନେକ ସମସ୍ୟା ଦେଖାଯାଇଥାଏ।
  • ଘରର ମୁଖ୍ୟ ଦ୍ୱାର ନିକଟରେ ବିଜୁଳି ଖୁଣ୍ଟ ରହିଲେ ଘରର କ୍ଷତି ହୋଇଥାଏ। ଏହା ପରିବାରରେ ମତଭେଦ ସୃଷ୍ଟି କରିଥାଏ। ଘରେ ଆର୍ଥିକ ସମସ୍ୟା ଦେଖାଯାଇଥାଏ।
  • ଘରର କବାଟ ଯଦି ଖୋଲିବା ବେଳେ ଶବ୍ଦ କରିଥାଏ, ଚଟଣାରେ ଘଷି ହୋଇ ଖୋଲୁଥାଏ ବାସ୍ତୁବିଜ୍ଞାନ ଅନୁସାରେ ଧ୍ୱନିୱେଦ ବୋଲି କୁହାଯାଇଥାଏ। ଏହି କାରଣରୁ ଘରକୁ ବିଭିନ୍ନ ସମସ୍ୟା ଆସିଥାଏ। ଟଙ୍କା ପଇସାର ଅଭାବ ଲାଗି ରହିଥାଏ ଓ ଘର ଲୋକେ ସବୁବେଳେ ଅସୁସ୍ଥ ରହିଥାନ୍ତି।

ପଢନ୍ତୁ; ଆପଣ ଗ୍ୟାଷ୍ଟିକ ସମସ୍ୟାରେ ଗତି କରୁଛନ୍ତି କି? ଏହି ସମସ୍ୟାରୁ ମୁକ୍ତି ପାଇବାକୁ ହେଲେ ଆପଣାନ୍ତୁ ଏହି ସ୍ଵତନ୍ତ୍ର ଉପାୟ!

Related posts

ଘରେ କେଉଁ ମାଟି ପାତ୍ର ଓ ଦ୍ରବ୍ୟ ରଖିଲେ ଆପଣଙ୍କୁ ମିଳିବ ଅପର ସୁଖଶାନ୍ତି ଜାଣନ୍ତୁ

ENO Beuro

କେଉଁ ସବୁ ଗଛ ଘରେ ରଖିବା ଦ୍ଵାରା ଶୁଭ ଫଳ ମିଳିଥାଏ ଜାଣନ୍ତୁ!

ENO Beuro

ଦିନ ଅନୁସାରେ କିଣନ୍ତୁ ଜିନିଷ, ମିଳିବ ମା ଲକ୍ଷ୍ମୀଙ୍କ କୃପା

ENO Beuro

1 comment

Leave a Comment