Loading...

ଜାଣନ୍ତୁ କିପରି ନେବେ ୩ ବର୍ଷରୁ ଉର୍ଦ୍ଧ ପିଲାମାନଙ୍କ ତ୍ଵଚାର ଯତ୍ନ

ଜାଣନ୍ତୁ କିପରି ନେବେ ୩ ବର୍ଷରୁ ଉର୍ଦ୍ଧ ପିଲାମାନଙ୍କ ତ୍ଵଚାର ଯତ୍ନ

ଏହି ଦୁନିଆରେ ଗୋରା ଦେଖାଯିବାର ଇଚ୍ଛା ସମସ୍ତଙ୍କର ଥାଏ, କିନ୍ତୁ ସମସ୍ତଙ୍କର ଏହି ଇଚ୍ଛା ପୂରଣ ହୋଇନଥାଏ । କେତେଥର ମଣିଷକୁ ନିଜ ରଙ୍ଗ ପାଇଁ ସରମିନ୍ଦା ବି ହେବାକୁ ପଡିଥାଏ ।

ଏହି ଦୁନିଆରେ ଗୋରା ଦେଖାଯିବାର ଇଚ୍ଛା ସମସ୍ତଙ୍କର ଥାଏ, କିନ୍ତୁ ସମସ୍ତଙ୍କର ଏହି ଇଚ୍ଛା ପୂରଣ ହୋଇନଥାଏ । କେତେଥର ମଣିଷକୁ ନିଜ ରଙ୍ଗ ପାଇଁ ସରମିନ୍ଦା ବି ହେବାକୁ ପଡିଥାଏ । ତେବେ ଯଦି ଆମେ ଛୁଆବେଳୁ ହିଁ ନିଜ ତ୍ଵଚାର ଯତ୍ନ ନେବା ତେବେ ଆଗକୁ ଯାଇ ଆମ ସ୍କିନ ମଧ୍ୟ ସୁନ୍ଦର ରହିବ । ତେବେ ପ୍ରାଏ ସମୟ ଆପଣ ଦେଖିଥିବେ ପିଲା ମାନେ ଖେଳା ବୁଲାରେ ମସ୍ତି କରି ବହୁତ କଳା ପଡିଯାନ୍ତି, ସୂର୍ଯ୍ୟ କିରଣରେ ଅଧିକା ସମୟ ରହିବା ଦ୍ଵାରା ଆମ ଚର୍ମର ରଙ୍ଗ ସମ୍ପୁର୍ଣ୍ଣ ବଦଳିଯାଏ । ତେବେ ଆଜି ଯେଉଁ ଉପାୟ ଆମେ ଆପଣଙ୍କୁ କହିବୁ, ତାହାର ବ୍ୟବହାର ୩ ବର୍ଷରୁ ଅଧିକ ବୟସର ଛୁଆଙ୍କୁ ଗୋରା ବା ସନ ଟ୍ୟାନ ଦୂର କରିବା ପାଇଁ କରିପାରନ୍ତି । କିନ୍ତୁ ଯେଉଁ ପିଲାର ବୟସ ୩ବର୍ଷରୁ କମ ହୋଇଥିବ ତା ଉପରେ ଏହାର ବ୍ୟବହାର କରନ୍ତୁ ନାହିଁ ।  ଛୋଟ ପିଲାଙ୍କର ସ୍କିନ ବହୁତ ସଫ୍ଟ ହୋଇଥାଏ । ତାଙ୍କ ଚେହେରାରେ ସବୁ ଜିନିଷର ବ୍ୟବହାର ବହୁତ ଭାବିଚିନ୍ତି କରିବାକୁ ପଡିଥାଏ । ଆଜି ଯେଉଁ ଉପାୟ ଆମେ ଆପଣଙ୍କୁ କହିବୁ । ତାହାର ବ୍ୟବହାର ଦ୍ଵାରା ବିନା କୌଣସି କ୍ଷତି ରେ ପିଲାଙ୍କ ରଙ୍ଗ ପୁଣି ପୂର୍ବପରି ସଫା ହୋଇଯିବ ।

କିନ୍ତୁ ଯେଉଁ ପିଲାର ବୟସ ୩ବର୍ଷରୁ କମ ହୋଇଥିବ ତା ଉପରେ ଏହାର ବ୍ୟବହାର କରନ୍ତୁ ନାହିଁ ।  ଛୋଟ ପିଲାଙ୍କର ସ୍କିନ ବହୁତ ସଫ୍ଟ ହୋଇଥାଏ । ତାଙ୍କ ଚେହେରାରେ ସବୁ ଜିନିଷର ବ୍ୟବହାର ବହୁତ ଭାବିଚିନ୍ତି କରିବାକୁ ପଡିଥାଏ । ଆଜି ଯେଉଁ ଉପାୟ ଆମେ ଆପଣଙ୍କୁ କହିବୁ । ତାହାର ବ୍ୟବହାର ଦ୍ଵାରା ବିନା କୌଣସି କ୍ଷତି ରେ ପିଲାଙ୍କ ରଙ୍ଗ ପୁଣି ପୂର୍ବପରି ସଫା ହୋଇଯିବ ।

ଏହି ପେଷ୍ଟ କୁ ପିଲାର ମୁହଁ ବା ହାତ ଗୋଡରେ ଲଗାନ୍ତୁ । ଏହାପରେ ତାକୁ ୧୦ ରୁ ୧୫ ମିନିଟ ପର୍ଯ୍ୟନ୍ତ ଏମିତି ରହିବାକୁ ଦିଅନ୍ତୁ । ତାପରେ ହାତ ଓ  ମୁହଁ କୁ ଘଷି ସେହି ମିଶ୍ରଣକୁ ଛଡାଇ ଦିଅନ୍ତୁ । ଏହାପରେ ମୁହଁ ରେ କିଛି ଲଗାନ୍ତୁ ନାହିଁ । ଏଥିରେ ମହୁ ନିହାତି ପକାନ୍ତୁ କାରଣ ମହୁ ପିଲାଙ୍କ ତ୍ଵଚାକୁ ବହୁତ ମୂଲାୟମ କରିଥାଏ ।

ଏହାଛଡା ଏହି ଉପାୟରେ ଯେଉଁ ଚାଉଳର ଅଟା ମିଶା ଯାଇଛି ତାହା ପିଲାର ରଙ୍ଗ ସଫା କରିବାରେ ସାହାଯ୍ୟ କରିବ । ଏହା କଲେ କେବଳ ରଙ୍ଗ ସଫା ହୋଇନଥାଏ ବରଂ ତାଙ୍କ ତ୍ଵଚା ବି ମୁଲାୟମ ହେଇଯିବ ।

ପଢନ୍ତୁ: କେଶକୁ ବିଚିଂ କରୁଥିଲେ ସାବଧାନ

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.