ହରମୋନସ୍ତର ନିୟନ୍ତ୍ରଣ ପାଇଁ ବେଶ ଉପଯୋଗୀ ମିଶିରି
ସହଜ ଘରୋଇ ଉପାଯରେ ମିଳିବ ହରମୋନସ୍ତରରେ ଅନିୟମିତତା ଚିକିତ୍ସାରେ ଏଥିରୁ ମୁକ୍ତି ମିଳିପାରେ। ସକାଳୁ ନିତ୍ୟକର୍ମ ପରେ ଅଧାଗ୍ଲାସ ମିଶ୍ରି ପାଣି ପିଇଲେ ପେଟ ଥଣ୍ଡା ରହିବା ସହିତ ଶରୀରର ଅନେକ ଉପକାର ହୋଇଥାଏ।
Loading...
ଏହି ଦୁନିଆରେ ଗୋରା ଦେଖାଯିବାର ଇଚ୍ଛା ସମସ୍ତଙ୍କର ଥାଏ, କିନ୍ତୁ ସମସ୍ତଙ୍କର ଏହି ଇଚ୍ଛା ପୂରଣ ହୋଇନଥାଏ । କେତେଥର ମଣିଷକୁ ନିଜ ରଙ୍ଗ ପାଇଁ ସରମିନ୍ଦା ବି ହେବାକୁ ପଡିଥାଏ ।
ଏହି ଦୁନିଆରେ ଗୋରା ଦେଖାଯିବାର ଇଚ୍ଛା ସମସ୍ତଙ୍କର ଥାଏ, କିନ୍ତୁ ସମସ୍ତଙ୍କର ଏହି ଇଚ୍ଛା ପୂରଣ ହୋଇନଥାଏ । କେତେଥର ମଣିଷକୁ ନିଜ ରଙ୍ଗ ପାଇଁ ସରମିନ୍ଦା ବି ହେବାକୁ ପଡିଥାଏ । ତେବେ ଯଦି ଆମେ ଛୁଆବେଳୁ ହିଁ ନିଜ ତ୍ଵଚାର ଯତ୍ନ ନେବା ତେବେ ଆଗକୁ ଯାଇ ଆମ ସ୍କିନ ମଧ୍ୟ ସୁନ୍ଦର ରହିବ । ତେବେ ପ୍ରାଏ ସମୟ ଆପଣ ଦେଖିଥିବେ ପିଲା ମାନେ ଖେଳା ବୁଲାରେ ମସ୍ତି କରି ବହୁତ କଳା ପଡିଯାନ୍ତି, ସୂର୍ଯ୍ୟ କିରଣରେ ଅଧିକା ସମୟ ରହିବା ଦ୍ଵାରା ଆମ ଚର୍ମର ରଙ୍ଗ ସମ୍ପୁର୍ଣ୍ଣ ବଦଳିଯାଏ । ତେବେ ଆଜି ଯେଉଁ ଉପାୟ ଆମେ ଆପଣଙ୍କୁ କହିବୁ, ତାହାର ବ୍ୟବହାର ୩ ବର୍ଷରୁ ଅଧିକ ବୟସର ଛୁଆଙ୍କୁ ଗୋରା ବା ସନ ଟ୍ୟାନ ଦୂର କରିବା ପାଇଁ କରିପାରନ୍ତି । କିନ୍ତୁ ଯେଉଁ ପିଲାର ବୟସ ୩ବର୍ଷରୁ କମ ହୋଇଥିବ ତା ଉପରେ ଏହାର ବ୍ୟବହାର କରନ୍ତୁ ନାହିଁ । ଛୋଟ ପିଲାଙ୍କର ସ୍କିନ ବହୁତ ସଫ୍ଟ ହୋଇଥାଏ । ତାଙ୍କ ଚେହେରାରେ ସବୁ ଜିନିଷର ବ୍ୟବହାର ବହୁତ ଭାବିଚିନ୍ତି କରିବାକୁ ପଡିଥାଏ । ଆଜି ଯେଉଁ ଉପାୟ ଆମେ ଆପଣଙ୍କୁ କହିବୁ । ତାହାର ବ୍ୟବହାର ଦ୍ଵାରା ବିନା କୌଣସି କ୍ଷତି ରେ ପିଲାଙ୍କ ରଙ୍ଗ ପୁଣି ପୂର୍ବପରି ସଫା ହୋଇଯିବ ।
କିନ୍ତୁ ଯେଉଁ ପିଲାର ବୟସ ୩ବର୍ଷରୁ କମ ହୋଇଥିବ ତା ଉପରେ ଏହାର ବ୍ୟବହାର କରନ୍ତୁ ନାହିଁ । ଛୋଟ ପିଲାଙ୍କର ସ୍କିନ ବହୁତ ସଫ୍ଟ ହୋଇଥାଏ । ତାଙ୍କ ଚେହେରାରେ ସବୁ ଜିନିଷର ବ୍ୟବହାର ବହୁତ ଭାବିଚିନ୍ତି କରିବାକୁ ପଡିଥାଏ । ଆଜି ଯେଉଁ ଉପାୟ ଆମେ ଆପଣଙ୍କୁ କହିବୁ । ତାହାର ବ୍ୟବହାର ଦ୍ଵାରା ବିନା କୌଣସି କ୍ଷତି ରେ ପିଲାଙ୍କ ରଙ୍ଗ ପୁଣି ପୂର୍ବପରି ସଫା ହୋଇଯିବ ।
ଏହି ପେଷ୍ଟ କୁ ପିଲାର ମୁହଁ ବା ହାତ ଗୋଡରେ ଲଗାନ୍ତୁ । ଏହାପରେ ତାକୁ ୧୦ ରୁ ୧୫ ମିନିଟ ପର୍ଯ୍ୟନ୍ତ ଏମିତି ରହିବାକୁ ଦିଅନ୍ତୁ । ତାପରେ ହାତ ଓ ମୁହଁ କୁ ଘଷି ସେହି ମିଶ୍ରଣକୁ ଛଡାଇ ଦିଅନ୍ତୁ । ଏହାପରେ ମୁହଁ ରେ କିଛି ଲଗାନ୍ତୁ ନାହିଁ । ଏଥିରେ ମହୁ ନିହାତି ପକାନ୍ତୁ କାରଣ ମହୁ ପିଲାଙ୍କ ତ୍ଵଚାକୁ ବହୁତ ମୂଲାୟମ କରିଥାଏ ।
ଏହାଛଡା ଏହି ଉପାୟରେ ଯେଉଁ ଚାଉଳର ଅଟା ମିଶା ଯାଇଛି ତାହା ପିଲାର ରଙ୍ଗ ସଫା କରିବାରେ ସାହାଯ୍ୟ କରିବ । ଏହା କଲେ କେବଳ ରଙ୍ଗ ସଫା ହୋଇନଥାଏ ବରଂ ତାଙ୍କ ତ୍ଵଚା ବି ମୁଲାୟମ ହେଇଯିବ ।
ପଢନ୍ତୁ: କେଶକୁ ବିଚିଂ କରୁଥିଲେ ସାବଧାନ
Shakespeare, in the beautiful garden, among the party. Some of the hall: in fact she was ever to.
ସହଜ ଘରୋଇ ଉପାଯରେ ମିଳିବ ହରମୋନସ୍ତରରେ ଅନିୟମିତତା ଚିକିତ୍ସାରେ ଏଥିରୁ ମୁକ୍ତି ମିଳିପାରେ। ସକାଳୁ ନିତ୍ୟକର୍ମ ପରେ ଅଧାଗ୍ଲାସ ମିଶ୍ରି ପାଣି ପିଇଲେ ପେଟ ଥଣ୍ଡା ରହିବା ସହିତ ଶରୀରର ଅନେକ ଉପକାର ହୋଇଥାଏ।
ଅନେକଙ୍କ ପାଖରେ ଟ୍ୟାଲେଣ୍ଟ ଥାଇ ସୁଦ୍ଧା ବେଳେବେଳେ କେତେକ ସ୍ଥାନରେ ଫେଲ୍ ହୋଇଥାନ୍ତି। ବିଶେଷକରି ଚାକିରି ପାଇଁ ଇଣ୍ଟରଭ୍ୟୁ ଦେବାକୁ ଯାଉଥିଲେ ମନରେ ଭୟ ରହିଥାଏ।
ପ୍ରତିଦିନ ଶରୀର ଲାଗି ଫ୍ୟାଟ ଆବଶ୍ୟକ ହୋଇଥାଏ। ଶରୀରର ଆବଶ୍ୟକତା ପୂରଣ ଲାଗି ପ୍ରତିଦିନ ଖାଦ୍ୟରେ ଗୋଟିଏ ଚାମଚେ ଗୁଆଘିଅ ସାମିଲ କଲେ ବେଶ୍ ସୁଫଳ ମିଳିଥାଏ।