Recipes & Food

ଆସନ୍ତୁ ଜାଣିବା କେମିତି ପ୍ରସ୍ତୁତ ହୁଏ ବ୍ରେଡ ହାଲୁଆ

କିଚେନରେ ଥିବା ସାମଗ୍ରୀରେ ତିଆରି କରନ୍ତୁ ସ୍ଵାଦିଷ୍ଟ ବ୍ରେଡ ହଳୁଆ

ମିଠା ଖାଇବାକୁ ବେଳେ ବେଳେ ଭାରି ମନ ହୁଏ ,କିନ୍ତୁ ଘରୁ ବାହାରିବାକୁ ମନ ହୁଏନି।ଏମିତି ସମୟରେ  ଫଟାଫଟ ଘରେ ଥିବା ସାମଗ୍ରୀରେ ବନାନ୍ତୁ ଟେସ୍ଟି ବ୍ରେଡ ହଳୁଆ ।

ଆବଶ୍ୟକ ସାମଗ୍ରୀ –

୧୦-୧୨ ଖଣ୍ଡ ବ୍ରେଡ ,ହାଫ କପ ଘିଅ ,ଏକ କପ ରୁ ଟିକେ କମ ଚିନି,୩କପ କ୍ଷୀର ,କିସ୍ମିସ ,୧୦ଟି କଟ। କାଜୁ ,ଗୁଜୁରାତି ଗୁଣ୍ଡ।

ପ୍ରସ୍ତୁତି ପ୍ରଣାଳୀ-

ପ୍ରଥମେ ବ୍ରେଡକୁ ଭଲ ଭାବେ ଖଣ୍ଡ କରିଦିଅନ୍ତୁ।ତାପରେ ଏକ କଢେଇରେ ଦୁଇ ଟେବଲ ସ୍ପୁନ ଘିଅ ପକାଇ ଗରମ କରନ୍ତୁ।ଏହାପରେ ବ୍ରେଡ ଖଣ୍ଡ ଗୁଡିକ ଏଥିରେ ପକାଇ ଗୋଲ୍ଡେନ ବ୍ରାଉନ ହେବ ଯ।ଇଁ ଏହାକୁ ଭ।ଜନ୍ତୁ।ତାପରେ ବ୍ରେଡରେ ଚିନି ଓ କ୍ଷୀର ମିଶାଇ ଲଗାତର ଗୋଳାନ୍ତୁ।ତାପରେ ଏଥିରେ କଟା କାଜୁ ,କିସମିସ ଏବଂ ଗୁଜୁରାତି ପକାଇ ମିଶାଇ ଦିଅନ୍ତୁ ।ବର୍ତମାନ ପ୍ରସ୍ତୁତ ହୋଇଗଲା ଆପଣଙ୍କ ଟେସ୍ଟି ବ୍ରେଡ ହାଲୁଆ।ଏହା ଉପରେ କାଜୁ ବାଦାମକୁ  ସୁନ୍ଦର ଭାବେ ସଜାଇ ଗରମ ଗରମ ପରଷନ୍ତୁ।

 

ପଢନ୍ତୁ:ବଲିଉଡ ମଧ୍ୟ ଆତଙ୍କବାଦୀଙ୍କ ଏହି ବର୍ବର ଆକ୍ରମଣକୁ କଲା ଘୋର ନିନ୍ଦା

Related posts

ଜାଣନ୍ତୁ ଘରେ କିପରି ପ୍ରସ୍ତୁତ କରିବେ ଚିଲି ଚିକେନ୍ ?

ENO Beuro

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ମେଥି ସୁପ୍‌

ENO Beuro

ଘରେ ପ୍ରସ୍ତୁତ କରନ୍ତୁ ଚିଙ୍ଗୁଡ଼ି କୋପ୍ତା! ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ

ENO Beuro

Leave a Comment