Recipes & Food

ଘରେ କିପରି ପ୍ରସ୍ତୁତ କରିବେ ଆପେଲ ଟି ଜାଣନ୍ତୁ ?

ସମସ୍ତଙ୍କୁ ଚା ପିଇବାକୁ ଭଲ ପାଇ ଥାଆନ୍ତି । ଯଦି ଆପଣଙ୍କ ମନ ହେଉଛି କିଛି ଗରମ ଗରମ ପାନୀୟ ପିଇବା ପାଇଁ ତେବେ ଆପଣ ହଟ ଆପେଲ ଟି ପ୍ରସ୍ତୁତ କରିପାରନ୍ତି । ଏହା ପ୍ରସ୍ତୁତ କରିବା ଖୁବ ସହଜ । ଆପଣ ନିଜେ ଘରେ ପ୍ରସ୍ତୁତ କରି ପାରିବେ ଆପେଲ ଟି ।

ଆବଶ୍ୟକ ସାମଗ୍ରୀ :-

ସେଓ-ଆବଶ୍ୟକ ମୁତାବକ
ସେଓ ଜୁସ- ୫୦୦ମିଲି
ଟିବ୍ୟାଗ-୧

ପ୍ରଣାଳୀ :-

ପ୍ରଥମେ ଏକ ସେଓ ନେଇ ଏହାକୁ ଛୋଟ ଛୋଟ ଖଣ୍ଡରେ କାଟି ଦିଅନ୍ତୁ ।  ମଧ୍ୟମ ଆଂଚରେ ଏକ ପାତ୍ର ବସାଇ ୫୦୦ମିଲି ଆପେଲ ଜୁସ, କଟା ଯାଇଥିବା ସେଓ ଏବଂ ଚା ବ୍ୟାଗ ପକାଇ ଫୁଟାନ୍ତୁ  । ଏହି ମିଶ୍ରଣକୁ ଗ୍ଲାସରେ ଢାଳି ଆପେଲ ଖଣ୍ଡ ସହ ଗାର୍ନିଶ କରନ୍ତୁ । ବର୍ତ୍ତମାନ ଆପଣଙ୍କ ହଟ ଆପେଲ ଟି ପ୍ରସ୍ତୁତ ହୋଇଯାଇଛି । ଏହାକୁ ପରଷନ୍ତୁ ।

ପଢନ୍ତୁ ;

ଆସନ୍ତୁ ଜାଣିବା କେମିତି ତିଆରି କରିବେ ପତ୍ରପୋଡା ଚିକେନ୍

Related posts

ଆସନ୍ତୁ ତିଆରି କରିବା ସ୍ଵାଦିଷ୍ଟ “ଅଣ୍ଡା ଫେଣି ତରକାରୀ”

Ratnamani Moharana

ବର୍ଷା ପାଗରେ ଗରମ ଗରମ ଚାହା ସହ ମଜା ନିଅନ୍ତୁ ‘ସ୍ୱିଟ୍ ଚିଲି ବାଦାମ’ର

Ratnamani Moharana

ଆସନ୍ତୁ ଜାଣିବା ବ୍ରେଡରେ କିପରି ପ୍ରସ୍ତୁତ କରିବେ ଗୁଲାବ ଜାମୁନ

ENO Beuro

1 comment

Leave a Comment