ଘରେ ପ୍ରସ୍ତୁତ କରନ୍ତୁ ଆଇସକ୍ରିମ , ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ !

ଛୋଟରୁ ବଡ ଆଇସକ୍ରିମ ଖାଇବାକୁ ସମସ୍ତେ ଭଲପଆନ୍ତି । ଘରେ,ବାହାରେ କିମ୍ବା କୌଣସି ପାର୍ଟିରେ ଆଇସକ୍ରିମର ଚାହିଦା ଖୁବ ଅଧକ । ତେବେ ଆଇସକ୍ରିମ ପାର୍ଲର ତ ସମସ୍ତେ ଯାଆନ୍ତି । କିନ୍ତୁ ଯଦି ଆପଣଙ୍କ ପସନ୍ଦର ଆଇସକ୍ରିମ ଆପଣ ନିଜେ ଘରେ ପ୍ରସ୍ତୁତ କରିପାରିବେ । ତେବେ ଆସନ୍ତୁ ଜାଣିବା ଘରେ କିପରି ପ୍ରସ୍ତୁତ କରିବେ ଆଇସକ୍ରିମ।

ଆବଶ୍ୟକ ସାମଗ୍ରୀ :-

୪୦୦ମିଲି କଣ୍ଡେନ୍ସଡ ମିଲ୍କ,୫୦୦ଗ୍ରାମ ହ୍ୱିପିଙ୍ଗ କ୍ରିମ,୧ଚାମଚ ଭାନିଲା ଏସେନ୍ସ,୧୨ ପିସ ଓରିଓ କୁକିଜ ।

ପ୍ରସ୍ତୁତି :-

ଏହି ଡେଲିସିୟସ ଆଇସକ୍ରିମ ପ୍ରସ୍ତୁତି ପାଇଁ ପ୍ରଥମେ ଏକ ବାଉଲକୁ ୧୫ରୁ ୨୦ ମିନିଟ ପାଇଁ ଫ୍ରିଜରରେ ରଖନ୍ତୁ । କିଛି ସମୟ ପରେ ଥଣ୍ଡା ହୋଇଥିବା କ୍ରିମକୁ ଆଣନ୍ତୁ ଏବଂ ବାଉଲରେ ରଖନ୍ତୁ । ଏକ ହ୍ୟାଣ୍ଡ ହ୍ୱିସ୍କର କିମ୍ବା ବିଟର ସାହାଯ୍ୟରେ ଏହି କ୍ରିମକୁ ବିଟ କରନ୍ତୁ,ଏବଂ ଏହାକୁ ବହଳିଆ ହେବାକୁ ଦିଅନ୍ତୁ ।

ଏହାପରେ କଣ୍ଡେନ୍ସଡ ମିଲ୍କ ମିଶାନ୍ତୁ ଏବଂ ଭାନିଲା ଏସେନ୍ସ ମଧ୍ୟ । ସମସ୍ତ ଜିନିଷ ପକାଇ ସାରିବା ପରେ ତାହାକୁ ଇଲେକ୍ଟ୍ରିକ ବିଟର ସାହାଯ୍ୟରେ ବିଟ କରନ୍ତୁ । ଧ୍ୟାନ ରଖିବେ ଯେପରି କଣ୍ଡେନ୍ସଡ ମିଲ୍କ ଏବଂ ହ୍ୱିପିଙ୍ଗ କ୍ରିମ ଭଲଭାବରେ ମିଶିଥିବ । ତାହାପରେ ଓରିଓ ବିସ୍କୁଟକୁ ଗୁଣ୍ଡ କରି ପକାନ୍ତୁ ।

ଏହାକୁ ଭଲ ଭାବରେ ମିଶାନ୍ତୁ । ଏହି କୁକି ଏବଂ କ୍ରିମ ମିକ୍ସଚରକୁ ଏକ ବଡ଼ ପାତ୍ରରେ ଢାଲି ଖେଳାଇ ଦିଅନ୍ତୁ । ଏହାକୁ ଘୋଡ଼ାଇ ଫିଜରରେ ୬ରୁ ୮ ଘଂଟା ପର୍ଯ୍ୟନ୍ତ ରଖନ୍ତୁ । ଏହାକୁ ଲଂଚ କିମ୍ବା ଡିନର ପରେ ସର୍ଭ କରନ୍ତୁ ।

ପଢନ୍ତୁ ;

ଲଚ୍ଛା ପରଟାର ସ୍ଵାଦ ନିଆରା! ଆସନ୍ତୁ ଜାଣିବା କେମିତି ତିଆରି କରିବା ଲଚ୍ଛା ପରଟା

ଏହି ଡେଲିସିୟସ ଆଇସକ୍ରିମ ପ୍ରସ୍ତୁତି ପାଇଁ ପ୍ରଥମେ ଏକ ବାଉଲକୁ ୧୫ରୁ ୨୦ ମିନିଟ ପାଇଁ ଫ୍ରିଜରରେ ରଖନ୍ତୁ - 91%

91%

ଏକ ହ୍ୟାଣ୍ଡ ହ୍ୱିସ୍କର କିମ୍ବା ବିଟର ସାହାଯ୍ୟରେ ଏହି କ୍ରିମକୁ ବିଟ କରନ୍ତୁ,ଏବଂ ଏହାକୁ ବହଳିଆ ହେବାକୁ ଦିଅନ୍ତୁ - 93%

93%
92%

Excellent!

ଘରେ ପ୍ରସ୍ତୁତ କରନ୍ତୁ ଆଇସକ୍ରିମ , ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ !

ଛୋଟରୁ ବଡ ଆଇସକ୍ରିମ ଖାଇବାକୁ ସମସ୍ତେ ଭଲପଆନ୍ତି । ଘରେ,ବାହାରେ କିମ୍ବା କୌଣସି ପାର୍ଟିରେ ଆଇସକ୍ରିମର ଚାହିଦା ଖୁବ ଅଧକ । ତେବେ ଆଇସକ୍ରିମ ପାର୍ଲର ତ ସମସ୍ତେ ଯାଆନ୍ତି । କିନ୍ତୁ ଯଦି ଆପଣଙ୍କ ପସନ୍ଦର ଆଇସକ୍ରିମ ଆପଣ ନିଜେ ଘରେ ପ୍ରସ୍ତୁତ କରିପାରିବେ । ତେବେ ଆସନ୍ତୁ ଜାଣିବା ଘରେ କିପରି ପ୍ରସ୍ତୁତ କରିବେ ଆଇସକ୍ରିମ ।

No Votes Yet

You're not rated yet