• Home
  • ASTRO
  • VASTU
  • ରାହୁଙ୍କର କୋପରୁ ରକ୍ଷା ପାଇବା ପାଇଁ ଚାହୁଁଛନ୍ତି କି? ତେବେ ଆପଣାନ୍ତୁ ଏହି ଉପାୟ
VASTU

ରାହୁଙ୍କର କୋପରୁ ରକ୍ଷା ପାଇବା ପାଇଁ ଚାହୁଁଛନ୍ତି କି? ତେବେ ଆପଣାନ୍ତୁ ଏହି ଉପାୟ

ଗ୍ରହ ମାନଙ୍କ ମଧ୍ୟରୁ ଶନି, ରାହୁ ଓ କେତୁ ସବୁଠାରୁ କ୍ରୁର ହୋଇଥା’ନ୍ତି। ରାହୁ କେତୁଙ୍କ କୋପଦୃଷ୍ଟି ପଡ଼ିଲେ ବିଫଳତା ଦେଖାଦେବା ସହ ଗଭୀର ଚିନ୍ତା ଲାଗିରହେ ଯାହାଦ୍ୱାର ଜୀବନରେ ଅଶାନ୍ତି ଓ କଷ୍ଟ ଲାଗି ରହିଥାଏ। ଜ୍ୟୋତିଷ ଶାସ୍ତ୍ରରେ ରାହୁଙ୍କର ଏହି କୋପରୁ ରକ୍ଷା ପାଇବା ପାଇଁ କିଛି ଉପାୟ ରହିଛି।

ଜାଣନ୍ତୁ ସେ ସମ୍ପର୍କରେ-

  • ରାହୁଙ୍କ କୋପ ଦୁର୍ଷ୍ଟିରୁ ରକ୍ଷା ପାଇବାକୁ ହେଲେ ଆପଣ ପ୍ରତ୍ୟେକ ସୋମବାର ମନ୍ଦିର ଯାଇ ଶିବଲିଙ୍ଗରେ ଜଳାଭିଷେକ କରନ୍ତୁ।
  • ଶିବଲିଙ୍ଗରେ ଜଳ ଅର୍ପଣ କରିବା ପରେ ଭୋଳାନାଥଙ୍କୁ କ୍ଷୀରି ଭୋଗ ଲଗାନ୍ତୁ।
  • ରାହୁଙ୍କ ପ୍ରଭାବକୁ କମ୍‍ କରିବା ପାଇଁ କିଛି କଳା ବସ୍ତୁ ଦାନ କରନ୍ତୁ
  • ଶନିବାର ଅଶ୍ୱସ୍ଥ ବୃକ୍ଷ ଓ ଶନିଙ୍କୁ ଜଳ ଅର୍ପଣ କରନ୍ତୁ।
  • ” ଓଁ ରାଂ ରାହୁୱେ ନମଃ” ଏହି ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ।

ରାହୁଙ୍କର କୋପରୁ ରକ୍ଷା ପାଇବା ପାଇଁ ଚାହୁଁଛନ୍ତି କି? ତେବେ ଆପଣାନ୍ତୁ ଏହି ଉପାୟ ରାହୁଙ୍କର କୋପରୁ ରକ୍ଷା ପାଇବା ପାଇଁ ଚାହୁଁଛନ୍ତି କି? ତେବେ ଆପଣାନ୍ତୁ ଏହି ଉପାୟ rahu

ପଢନ୍ତୁ; ପେଟଜନୀତ ସମସ୍ତ ସମସ୍ୟା ଦୂର କରିଥାଏ ମହୁ ଏବଂ ରସୁଣ! ଏହାକୁ ମିଶ୍ରଣ କରି ଖାଇଲେ କଣ ଲାଭ ମିଳିଥାଏ ଜାଣନ୍ତୁ

Related posts

ଗୃହରୁ ନକରାତ୍ମକ ଶକ୍ତି ଦୂର କରିବାକୁ ଚାହୁଁଥିଲେ, ଏହି ସବୁ ଉପାୟ କରନ୍ତୁ

Krishna Kumar Manoj

ହୋଲି ଦିନ ହନୁମାନଙ୍କୁ କେମିତି ପୂଜା କଲେ କଟିବ ଗ୍ରହ ଦୋଷ ଜାଣନ୍ତୁ

Krishna Kumar Manoj

ଏକାଦଶୀରେ କାହିଁକି ଭାତ ଖାଇବା କଥା ନୁହେଁ? ଜାଣନ୍ତୁ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More