ଆସନ୍ତୁ ପ୍ରସ୍ତୁତ କରିବା ''ବରକୋଳି ଆଚାର''
ବରକୋଳିକୁ ସଫାକରି ଧୋଇ ପାଣି ଛଡ଼ାଇ ଲୁଣ ଗୋଳାଇ ୨ଟି ଖରା ଦେବାପରେ ତିନ୍ତୁଳିମଣ୍ଡ ଗୋଳାଇ ଆଉ ୩ଟି ଖରା ଦେଇ ରଖନ୍ତୁ ।
Loading...
ଏବେ କଡେଇରେ ଅଳ୍ପ ତେଲ ଗରମ କରନ୍ତୁ। ସେଥିରେ ପିଆଜ ପକାନ୍ତୁ। ପିଆଜ ଅଳ୍ପ ଲାଲ୍ ହୋଇଯିବା ପରେ ଏଥିରେ କଟାଯାଇଥିବା ରସୁଣ ପକାନ୍ତୁ।
ଆବଶ୍ୟକ ସାମଗ୍ରୀ: ପାସ୍ତା, ତେଲ, ରସୁଣ, ପିଆଜ, ଟମାଟୋ ପେଷ୍ଟ, ଲଙ୍କା ଗୁଣ୍ଡ, ଲୁଣ, ମକା, ସିମଲା ଲଙ୍କା, ଗାଜର, ମଟର
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କଡ଼େଇରେ ପାଣି ଗରମ କରନ୍ତୁ। ସେଥିରେ ପାସ୍ତା ପକାନ୍ତୁ। ଅଳ୍ପ ସିଝିଯିବା ପରେ ତାକୁ ପାଣିରୁ ଛାଣି ଆଣନ୍ତୁ ଓ ଏକ ପ୍ଲେଟ୍ରେ ରଖନ୍ତୁ।
ଏବେ କଡେଇରେ ଅଳ୍ପ ତେଲ ଗରମ କରନ୍ତୁ। ସେଥିରେ ପିଆଜ ପକାନ୍ତୁ। ପିଆଜ ଅଳ୍ପ ଲାଲ୍ ହୋଇଯିବା ପରେ ଏଥିରେ କଟାଯାଇଥିବା ରସୁଣ ପକାନ୍ତୁ। ସେଥିରେ ସିମଲା ଲଙ୍କା, ଗାଜରକୁ ଛୋଟଖଣ୍ଡ କରି ଭାଜନ୍ତୁ। ଏହା ଅଳ୍ପ ଭାଜି ହେବା ପରେ ଟମାଟୋ ପେଷ୍ଟ ପକାନ୍ତୁ। ପରେ ସେଥିରେ ଲଙ୍କା ଗୁଣ୍ଡ, ଗୋଲମରିଚ ଓ ଲୁଣ ପକାନ୍ତୁ। ଏବେ ଅଧା କପ୍ ପାଣି ଦିଅନ୍ତୁ। ପୂର୍ବରୁ ରଖିଥିବା ପାସ୍ତାକୁ ସେଥିରେ ପକାଇ ଗୋଳାନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ମସଲା ପାସ୍ତା । ଏବେ ଏହାକୁ ଟମାଟ, ଚିଲି ସସ୍ ଓ ଧନିଆ ପତ୍ର ଦେଇ ଖାଆନ୍ତୁ ଓ ମଜା ନିଅନ୍ତୁ।
Shakespeare, in the beautiful garden, among the party. Some of the hall: in fact she was ever to.
ବରକୋଳିକୁ ସଫାକରି ଧୋଇ ପାଣି ଛଡ଼ାଇ ଲୁଣ ଗୋଳାଇ ୨ଟି ଖରା ଦେବାପରେ ତିନ୍ତୁଳିମଣ୍ଡ ଗୋଳାଇ ଆଉ ୩ଟି ଖରା ଦେଇ ରଖନ୍ତୁ ।
ପ୍ରଥମେ ତଡ଼କାକୁ ପାଣିରେ ୫ରୁ ୬ ଘଣ୍ଟା ଭିଜାଇ ଦିଅନ୍ତୁ। ଏହା ଭିଜିଗଲା ପରେ ତାକୁ କରି ସିଝାଇ ଦିଅନ୍ତୁ। ପରେ ଏହାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ। କଡ଼େଇରେ ତେଲ ଗରମ କରନ୍ତୁ।
ଆଜି ମହିଳା ଥାନାକୁ ଆସିବେ ନାହିଁ ହ୍ୟୁମାନ ସାଗର। ସୂଚନା ମୁତାବକ ଗତ ଗୁରୁବାର ଦିନ ହ୍ୟୁମାନ ସାଗର ଓ ତାଙ୍କ ପତ୍ନୀ ଶ୍ରୀୟା ମିଶ୍ର କଟକ ମହିଳା ଥାନାକୁ ଆସିଥିଲେ କାଉସିଲିଂ ପାଇଁ। ଶ୍ରୀୟା ୨ ଦିନ ସମୟ ନେଇଥିଲେ ।