Recipes & Food

ଘରେ ପ୍ରସ୍ତୁତ କରନ୍ତୁ ସ୍ଵାଦିଷ୍ଟ ପାଓ ଭାଜି, ଜାଣନ୍ତୁ ଏହାର ପ୍ରସ୍ତୁତ ପ୍ରଣାଳୀ !

By ENO Beuro

May 30, 2018

ଆବଶ୍ୟକ ସାମଗ୍ରୀ :-

୩୦୦ ଗ୍ରାମ୍‌ ସିଝା ଆଳୁ, ୪୦୦ ଗ୍ରାମ୍‌ ଟମାଟୋ, ୧୦୦ ଗ୍ରାମ୍ କ୍ୟାପ୍‌ସିକମ୍‌, ୨୦୦ ଗ୍ରାମ୍‌ ଫୁଲ କୋବି, ଅଧ କପ୍‌ ଗ୍ରୀନ୍‌ ମଟର, ୩-୪ ଚାମଚ କଟା ଧନିଆ ପତ୍ର, ୧୦୦ ଗ୍ରାମ୍‌ ବଟର, ୧ ଚାମଚ ବଟା ଅଦା, ୨ଟି କଟା କଞ୍ଚାଲଙ୍କା, ଅଧ ଚାମଚ ହଳଦୀ ଗୁଣ୍ଡ, ୧ ଚାମଚ ଧନିଆ ଗୁଣ୍ଡ, ୨ ଚାମଚ ପାଓ ଭାଜି ମସଲା, ୧ ଚାମଚ ଲଙ୍କା ଗୁଣ୍ଡ, ସ୍ବାଦାନୁସାରେ ଲୁଣ ।

ପ୍ରଣାଳୀ :-

ପଢନ୍ତୁ ;

ଘରେ କିପରି ରାନ୍ଧିବେ ସ୍ୱାଦିଷ୍ଟ ଆଳୁ ମୁଗଲାଇ , ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ ?