Featured

ଫୋନ ସ୍ଲୋ ହେବାରୁ ବଞ୍ଚିବା ପାଇଁ କରିବେ କ’ଣ ? ଜାଣନ୍ତୁ

ଆଜିକାଲି ସମସ୍ତେ ଆଣ୍ଡ୍ରଏଡ଼୍ ସ୍ମାର୍ଟଫୋନ୍ ବ୍ୟବହାର କରିବାକୁ ପସନ୍ଦ କରୁଛନ୍ତି। ପିଲାମାନଙ୍କଠାରୁ ଆରମ୍ବ କରି ବୁଢାମାନେ ଏହି ଫୋନ ବ୍ୟବହାର କରୁଛନ୍ତି। ଅଧିକଂଶ ସମୟରେ ସ୍ମାର୍ଟଫୋନ ସ୍ଲୋ କାମ କରିଥାଏ। ଏଥିପାଇଁ ଅନେକ ଲୋକ ବହୁତ ବିରକ୍ତ ପ୍ରକାଶ କରିଥାନ୍ତି। ଏଥିପାଇଁ ଚିନ୍ତିତ ହୁଅନ୍ତୁ ନାହିଁ। କିନ୍ତୁ ଆପଣ ଚାହିଁଲେ ଫୋନ୍ ଆଉ ସ୍ଲୋ ହେବ ନାହିଁ।

ତେବେ ଆପଣାନ୍ତୁ ଏହି ସରଳ ଉପାୟ-

  • ଫେସବୁକ୍ ଓ ମେସେଞ୍ଜର ଲାଇଟ୍ ଆପ୍ ଥିଲା ,କିନ୍ତୁ ବତ୍ତର୍ମାନ ଗୁଗଲ ଅନେକ ଲାଇଟ୍ ଆପ୍ ଉପସ୍ଥାପନ କରିଛି । ଲାଇଟ୍ ଆପ୍ ଗୁଡ଼ିକ ବହୁତ କମ ଷ୍ଟୋରେଜ ବ୍ୟବହାର କରେ । ଆପଣ ୟୁଟ୍ୟୁବ୍ ଲାଇଟ୍ , ସ୍କାଇପ୍ ଲାଇଟ୍ , ଲିଙ୍କଡ଼ଇନ୍ ଲାଇଟ୍ ବ୍ୟବହାର କରିପାରିବେ ।
  • ଆଣ୍ଡ୍ରଏଡ଼୍ ଫୋନରେ ଗୁଗୁଲର ଅନେକ ଆପ୍ ଥାଏ । ଯାହାର କୌଣସିି ଆବଶ୍ୟକତା ନଥାଏ । ଯେପରି ଗୁଗଲ ମୁଭି, ଗୁଗଲ ମ୍ୟଜିିକ୍, Play Newsstand, Google News & Weather, Google keep, Google Duo। ଆଦି । ଏଥିରୁ ଯାହା ଆବଶ୍ୟକ ନାହିଁ, ସେଗୁଡ଼ିକୁ ଆପଣ ଅନ ଇନଷ୍ଟୋଲ କରିଦିଅନ୍ତୁ ।
  • ଫୋନର ଅପଡ଼େଟ୍ ଚେକ୍ କରନ୍ତୁ । ଅପଡ଼େଟ୍ ହେବା ପରେ ଫୋନର ଅନେମ ସମସ୍ୟା ଦୂର ହୋଇଯାଏ।
  • ଅନେକ ଥର ବ୍ଲୁ ଟୁଥରେ କିଛି ସେୟାର କରିବା ପରେ ତାକୁ ବନ୍ଦ କରିବା ପାଇଁ ଆମେ ଭୁଲି ଯାଆନ୍ତି । ଏଥୀପ୍ରତି ମଧ୍ୟ ଧ୍ୟାନ ଦିଅନ୍ତୁ।
  • ଯଦି ଫୋନରେ ଷ୍ଟୋରେଜ୍ ଓ ରାମ କମ ଅଛି, ତେବେ ଫାଇଲ୍ସ ଗୋ ଆପର ବ୍ୟବହାର କରି ନିଜ ଫୋନର ଜଙ୍କ୍ ଫାଇଲକୁ ହଟାଇ ପାରିବେ ଓ ଫୋନକୁ ଫାଷ୍ଟ କରିପାରିବେ । ଏହି ଆପ୍ ବହୁତ ସମୟ ଧରି ବ୍ୟବହାର ହେଉନଥିବା ଆପକୁ ହଟାଇବାରେ ସାହାଯ୍ୟ କରିବ।

ପଢନ୍ତୁ;

କିପରି ଜାଣିବେ ଆପଣଙ୍କ ଶରୀରରେ ଜଳର ଅଭାବ ରହିଛି ? ଜାଣନ୍ତୁ ଏହାର ଲକ୍ଷଣ

Related posts

ମୋବାଇଲ ନମ୍ବରର ପରିବର୍ତ୍ତନ: ୧୦ଅଙ୍କ ପରିବର୍ତ୍ତେ ହେବ ୧୩ଅଙ୍କ

ENO Beuro

କମଳା ଶୀତଦିନ ପାଇଁ ସ୍ବାସ୍ଥ୍ୟପ୍ରଦ

ENO Beuro

କଞ୍ଚା ପିଆଜ କେତେ ଦରକାରୀ ? ଆସନ୍ତୁ ଜାଣିବା କିଛି ଦରକାରୀ ତଥ୍ୟ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More