• Home
  • LIFESTYLE
  • ଭାଲେଣ୍ଟାଇନ ଡେ’କୁ ନିଆରା ଭାବରେ ପାଳନ କରିବାକୁ ଚହୁଁଛନ୍ତି କି?ତେବେ ଜାଣନ୍ତୁ କିଭଳି କରିବେ ଯୋଜନା
LIFESTYLE

ଭାଲେଣ୍ଟାଇନ ଡେ’କୁ ନିଆରା ଭାବରେ ପାଳନ କରିବାକୁ ଚହୁଁଛନ୍ତି କି?ତେବେ ଜାଣନ୍ତୁ କିଭଳି କରିବେ ଯୋଜନା

ଫେବୃୟାରୀ ୧୪ ଦିନକୁ ଆଜିକାଲିର ଯୁବପିଢ଼ୀ ଭାଲେଣ୍ଟାଇନ ଡ଼େ ରୂପେ ପାଳନ କରିଆସୁଛନ୍ତି  । ଭାଲେଂଟାଇନ ଡ଼େ ଦିନ କାର୍ଡ଼, କ୍ୟାଣ୍ଡି, ଅନେକ ପ୍ରକାର ଉପହାର ଏବଂ ଫୁଲ ଆଦି ଆଦାନ ପ୍ରଦାନ କରିଥାନ୍ତି ପ୍ରେମୀଯୁଗଳ । କାରଣ ଏହାକୁ ପ୍ରେମ ଓ ଭଲପାଇବାର ଦିନ ବୋଲି କୁହାଯାଏ । କୁହାଯାଏ ପ୍ରେମଦିବସର ରୋମରୁ ଆରମ୍ଭ ହୋଇଥିଲା । କିନ୍ତୁ ଆଜିକଲି ଏହାକୁ ସମସ୍ତେ ପାଳନ କରୁଛନ୍ତି । ଯାହା ପ୍ରେମର ପ୍ରତୀକ । ଆପଣ ମଧ୍ୟ ଏହାକୁ ନିଆରା ଭାବରେ ପାଳନ କରିପାରିବେ ।

ଜାଣନ୍ତୁ କିପରି କରିବେ ଭାଲେଣ୍ଟାଇନ ଡେ’କୁ ଖାସ-

  1. ଭାଲେଣ୍ଟାଇନ ଡେକୁ ଖାସ କରିବାକୁ ଚାହୁଁଥିଲେ, ଆପଣଙ୍କ ପାର୍ଟନରଙ୍କୁ ଲଙ୍ଗ ଡ୍ରାଇଭରେ ନେଇଯାଆନ୍ତୁ । ଯଦି ଅଧିକ ସରପ୍ରାଇଜ ଦେବାକୁ ଚାହୁଁଛନ୍ତି ତେବେ କୌଣସି ଗୀତ ଡେଡିକେଟ କରି ରୋମାଂଟିକ ଗିଫ୍ଟ ଦେଇପାରିବେ ।
  2. ଯଦି ଆପଣ ଦୂରରେ ଅଛନ୍ତି ଏବଂ ତାଙ୍କୁ ସରପ୍ରାଇଜ ଦେବା ପାଇଁ ଚହୁଁଛନ୍ତି , ତେବେ ଆପଣ ଅନଲାଇନରେ ତାଙ୍କୁ କୌଣସି ଗିଫ୍ଟ ଦେଇପାରିବେ।
  3. ଯଦି ଆପଣ ସାଧାରଣ ଭାବରେ ତାଙ୍କୁ ସରପ୍ରାଇଜ ଦେବା ପାଇଁ ଚାହୁଁଛନ୍ତି, ତେବେ ତାଙ୍କ ହୃଦୟକୁ ଛୁଇଁବା ଭଳି କିଛି କାର୍ଯ୍ୟ କରିପାରିବେ । ଯେପରିକି ଆପଣ ଲଭ ମେସେଜକୁ ରେଡ଼ିଓ ଦ୍ୱାରା ବ୍ରଡ଼କାଷ୍ଟ କରିପାରିବେ ।
  4. ତାଙ୍କ ପସନ୍ଦୀୟ ସ୍ଥାନକୁ ନେଇ ତାଙ୍କୁ ଡେଷ୍ଟିନେସନ ପାର୍ଟି ମଧ୍ୟ ଦେଇପାରିବେ । ଏହାକୁ ରୋମାଂଟିକ କରିବା ପାଇଁ କୌଣସି ଗୀତ ମଧ୍ୟ ବଜାଇ ପାରିବେ ।
  5.  ଘରେ କିମ୍ବା ବାହାରେ କୌଣସି ରେଷ୍ଟୁରାଂଟରେ ଡିନର ପ୍ଲାନ ମଧ୍ୟ କରିପାରିବେ । ଏହାକୁ ଖାସ କରିବା ପାଇଁ କୌଣସି ଗିଫ୍ଟ ମଧ୍ୟ ଦେଇପାରିବେ ।

ଭାଲେଣ୍ଟାଇନ ଡେ’କୁ ନିଆରା ଭାବରେ ପାଳନ କରିବାକୁ ଚହୁଁଛନ୍ତି କି?ତେବେ ଜାଣନ୍ତୁ କିଭଳି କରିବେ ଯୋଜନା valentines day

ପଢନ୍ତୁ ;

ସୁପ୍ରିମକୋର୍ଟ : କଟକ ଧର୍ମାନୁଷ୍ଠାନ ସମ୍ପର୍କିତ ଉଚ୍ଛେଦ ମାମଲାର ଆଜି ଶୁଣାଣି

Related posts

କେଉଁ ଜିନିଷ ଗରମ କରି ଖାଇଲେ ଦେହ ପାଇଁ ବହୁତ କ୍ଷତିକାରକ ଜାଣନ୍ତୁ ?

Krishna Kumar Manoj

ଆପଣ ସୁସ୍ଥ ରହିବାକୁ ଚାହୁଛନ୍ତି କି ? ତେବେ ପାଣି ପିଇବା ଦ୍ଵାରା କି ଫାଇଦା ମିଳେ ଜାଣନ୍ତୁ

Krishna Kumar Manoj

କ୍ୟାନସରରୁ ମୁକ୍ତି ଦେଇଥାଏ କଞ୍ଚାଲଙ୍କା ! ଆସନ୍ତୁ ଜାଣିବା ଏହାକୁ ଖାଇବା ଦ୍ଵାରା କେଉଁ ସବୁ ଫାଇଦା ମିଳିଥାଏ ?

Krishna Kumar Manoj

2 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More