Recipes & Food

ଘରେ ପ୍ରସ୍ତୁତ କରନ୍ତୁ ତରଭୁଜ ପିଜ୍ଜା

ଖରାଦିନ ଆସିବା ମାତ୍ରେ ଲେକେ ସ୍ପାଇସି ଫୁଡ ଛାଡି ଥଣ୍ଡା ଖାଇବାକୁ ପସନ୍ଦ କରିଥାନ୍ତି । ଯଦି କିଛି ଥଣ୍ଡା ଖାଇବା ପାଇଁ ମନ ହେଉଥାଏ ତେବେ ତରଭୁଜ ପିଜ୍ଜା ଖାଇ ଦେଖନ୍ତୁ । ଏହାକୁ ପସ୍ତୁତ କରିବା ସହଜ ଏବଂ ଖାଇବା ପାଇଁ ଟେଷ୍ଟି ମଧ୍ୟ । ଆସନ୍ତୁ ଜାଣିବା ଏହାକୁ ପ୍ରସ୍ତୁତ କରିବାର ପ୍ରଣାଳୀ ।

ଆବଶ୍ୟକ ସାମଗ୍ରୀ :-

ତରଭୁଜ- ୧ଟି
ଷ୍ଟ୍ରବେରୀ- କଟା ହୋଇଥିବା
ବ୍ଲୁବେରୀ- ୧ କପ
କଦଳୀ (ସ୍ଲାଇସ କଟା)- ୨ ଟି

ପ୍ରଣାଳୀ :-

ପ୍ରଥମେ ଗୋଟିଏ ତରଭୁଜ ନିଅନ୍ତୁ । ଏହାକୁ ଗୋଲ କରି କାଟି ଦିଅନ୍ତୁ । ଏହା ଉପରେ ଷ୍ଟ୍ରବେରୀ, ବ୍ସୁବେରୀ ଏବଂ କଦଳୀ ରଖନ୍ତୁ । ଆପଣ ଚାହିଁଲେ ଅନ୍ୟ ଫଳ ମଧ୍ୟ ବ୍ୟବହାର କରିପାରିବେ । ପ୍ରସ୍ତୁତ ହୋଇଗଲା ଆପଣଙ୍କର ତରଭୁଜ ପିଜ୍ଜା । ବର୍ତ୍ତମାନ ଏହାକୁ ସର୍ଭ କରନ୍ତୁ ।

ପଢନ୍ତୁ ;

ଖରାଦିନେ ଶରୀରକୁ ଶକ୍ତି ଦେଇଥାଏ “ଷ୍ଟ୍ରବେରୀ ଲସି”, ଆଜି ହିଁ ପ୍ରସ୍ତୁତ କରି ପିଅନ୍ତୁ!

Related posts

ଆଜି ହିଁ ପ୍ରସ୍ତୁତ କରନ୍ତୁ ଦହି ଚିଙ୍ଗୁଡ଼ି,ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ

ENO Beuro

ଘରେ ପ୍ରସ୍ତୁତ କରନ୍ତୁ ଏଗଲେସ ଟମାଟୋ ଅମଲେଟ

ENO Beuro

ଆସନ୍ତୁ ଜାଣିବା କେମିତି ତିଆରି କରିବେ ଚିଙ୍ଗୁଡି କୋରମା ?

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More