LIFESTYLE

ବିଦ୍ୟାର୍ଥୀମାନେ ପରୀକ୍ଷା ଋତୁ ପାଇଁ ନିଜକୁ କିଭଳି କରିବେ ପ୍ରସ୍ତୁତି ! ଜାଣନ୍ତୁ ସେ ସମ୍ପର୍କରେ କିଛି ଟିପ୍ସ

ପରୀକ୍ଷା ସମୟର ମାନସିକ ଉଦବେଗ ହେବା ପରୀକ୍ଷାର ପରିଭାଷା ହୋଇ ନଥାଏ ଏହା ଏକ ଅନୁଚ୍ଛେଦର ଅଭିପ୍ରାୟ । ଏହି ସମୟରେ  ଛାତ୍ରଛାତ୍ରୀଙ୍କ ମନରେ ଭରି ରହିଥାଏ  ପ୍ରବଳ ଭୟ ଏବଂ ଆତଙ୍କ । ତେବେ ଏଭଳି ସମୟରେ ଜଣେ ବିଦ୍ୟାର୍ଥୀ କିଭଳି ଭାବରେ ନିଜକୁ ପ୍ରସ୍ତୁତ କରିବେ ତାହା ସଂପର୍କରେ କିଛିଟା କଥା ଉପରେ ନିଶ୍ଚୟ ଧ୍ୟାନଦେବା ଆବଶ୍ୟକ।

ପରୀକ୍ଷା ସମୟର ନିଜକୁ କିଭଳି ପ୍ରସ୍ତୁତି କରିବେ ଜାଣନ୍ତୁ –

  1. ପଢା ସମୟରେ ପ୍ରତ୍ୟେକ ୧-୨ ଘଂଟାରେ ବିଷୟବସ୍ତୁ ବଦଳାଇବା ଉଚିତ । ଏହା ଫଳରେ ପଢାରେ ପଢା ପ୍ରତି ଇଚ୍ଛାଶକ୍ତି ବୃଦ୍ଧି ପାଇଥାଏ।
  2. ମନ ଅତ୍ୟଧିକ ଚିନ୍ତିତ ଅଥବା ଭାରାକ୍ରାନ୍ତ ହୋଇଗଲେ ଯେକୌଣସି ଉପାୟରେ ମନକୁ ହାଲୁକା ଏବଂ ଶାନ୍ତ କରେଇବା ଅତ୍ୟନ୍ତ ଆବଶ୍ୟକ ଯେପରିକି ଗୀତ ଶୁଣିବା,ଟିଭି ଦେଖିବା, ଦୀର୍ଘ ନିଃଶ୍ୱାସ ନେବା ଅଭ୍ୟାସ କରିବା।
  3. ଜବରଦସ୍ତ ମୁଖସ୍ଥ କରିବାଠାରୁ ଦୂରେଇ ରହିବା ଉଚିତ ଯାହାକି ଉଦବେଗଠାରୁ ଦୂରେଇ ରଖେ ଏବଂ ମସ୍ତିଷ୍କର ଦ୍ୱନ୍ଦକୁ ଦୂର କରେ । କେବଳ ସମସ୍ତ ବିଷୟରେ ସମ୍ୟକ ଧାରଣା ଥିବା ଜରୁରୀ । ବହୁତ ପଢି କିଛି ମନେରଖିବା ଅପେକ୍ଷା ଅଳ୍ପ ପଢି ସମସ୍ତ ମନେ ରଖିବା ଅତ୍ୟନ୍ତ ଆବଶ୍ୟକ ।
  4. ଦୈନନ୍ଦିନ କାର୍ଯ୍ୟସୂଚୀ ତଥା ପାଠପଢା ସମୟ ସମାନ ରଖିବାକୁ ଚେଷ୍ଟା କରିବା ଉଚିତ।
  5. ପ୍ରତ୍ୟେକ ଦିନର ଶେଷ ସମୟରେ କିଛି ସମୟ ଅଭ୍ୟାସ କରିବାକୁ ଚେଷ୍ଟା କରିବା ଉଚିତ ।
  6. ପଢିବା ସମୟରେ ୪୫ ମିନିଟ ବ୍ୟବଧାନରେ ବିରତି ଦେବା ଉଚିତ୍। ଏହାଦ୍ଵାରା ପଢାର ଭାର ଏତେ ରହିନଥାଏ। ପଢିବାକୁ ଆଗ୍ରହ ମଧ୍ୟ ହୋଇଥାଏ ।

ପଢନ୍ତୁ;

ବାଥ୍‌ରୁମ୍‌ରେ ଏହି ୪ଟି ଜିନିଷ ରଖିଲେ ହୋଇ ପାରେ କ୍ୟାନ୍‌ସର୍‌

Related posts

କ୍ୟାନସର ଓ ଟ୍ୟୁମର ରୋଗରୁ ପାଇପାରିବେ ମୁକ୍ତି ! ଜାଣନ୍ତୁ କିପରି ଘରୋଇ ଉପାୟରେ ବଂଚାଇବେ ଜୀବନ

ENO Beuro

ବିୟର ଆପଣଙ୍କ କେଶ ପାଇଁ କେତେ ଲାଭ ଦାୟକ ଏବଂ ଏହାକୁ କିପରି ବ୍ୟବହାର କରିବେ ଜାଣନ୍ତୁ

ENO Beuro

ସ୍ଵାମୀର କେଉଁ ଗୁଣ ସ୍ତ୍ରୀକୁ ଖରାପ ଲାଗିଥାଏ ଜାଣନ୍ତୁ ?

ENO Beuro

Leave a Comment