ଘରେ ପ୍ରସ୍ତୁତ କରନ୍ତୁ ବନାନା ଲସି !

ଖରାଦିନେ ସମସ୍ତେ ଜୁସ ପିଇବାକୁ ପସନ୍ଦ କରିଥାଆନ୍ତି । ଏହା ଖରାରୁ ରକ୍ଷା ମଧ୍ୟ କରିଥାଏ । ତେବେ ଆପଣ ଜାଣିଛନ୍ତି କି କେମିତି ଘରେ ପ୍ରତୁତ କରିବେ ବନାନା ଲସି । ତେବେ ଆସନ୍ତୁ ଜାଣିବା ସେ ସମ୍ପର୍କରେ ।

ଆବଶ୍ୟକ ସାମଗ୍ରୀ :-

ପାଚିଲା କଦଳୀ-ଦୁଇଟି,ଦହି ଅଧା କପ,ଚିନି ଦୁଇ ଚାମଚ, ଇଲାଇଚି ପାଉଡର ଅଳ୍ପ ପରିମାଣର,ପିସ୍ତା ବାଦାମ ଏକ ଚାମଚ କଟା ହୋଇଥିବା,ବରଫ ଖଣ୍ଡ ୩-୪ଟି,କାଜୁ ବାଦାମ ଏକ ଚାମଚ କଟା ।

ପ୍ରଣାଳୀ :-

  • ପ୍ରଥମେ ପାଚିଲା କଦଳୀରୁ ଚୋପା ଛଡାଇ ଦେଇ ତାକୁ ଛୋଟ ଛୋଟ ଖଣ୍ଡ କରି ଦିଅନ୍ତୁ । ଏବେ ମିକ୍ସଚରରେ କଟା ହୋଇଥିବା କଦଳୀ ସହ ଦହି, ଚିନି ପକାଇ ଗ୍ରାଇଣ୍ଡ କରି ଦିଅନ୍ତୁ ।
  • ଏବେ ଲସିରେ ବରଫଖଣ୍ଡ ପକାଇ ମିକ୍ସ କରିଦିଅନ୍ତୁ । ଏହାପରେ ଲସିରେ ଅଳ୍ପ ଟିକେ ଲୁଣ, ଅଳେଇଚ ପାଉଡର ପକାଇ ଭଲଭାବେ ଫେଣ୍ଟି ଦିଅନ୍ତୁ । ଏବେ ଆପଣଙ୍କ ସ୍ବାଦିଷ୍ଟ ଲସି ପ୍ରସ୍ତୁତ ହୋଇଗଲା ।

ପଢନ୍ତୁ ;

ଲଚ୍ଛା ପରଟାର ସ୍ଵାଦ ନିଆରା! ଆସନ୍ତୁ ଜାଣିବା କେମିତି ତିଆରି କରିବା ଲଚ୍ଛା ପରଟା

ପ୍ରଥମେ ପାଚିଲା କଦଳୀରୁ ଚୋପା ଛଡାଇ ଦେଇ ତାକୁ ଛୋଟ ଛୋଟ ଖଣ୍ଡ କରି ଦିଅନ୍ତୁ - 4.5

90%

ଏବେ ମିକ୍ସଚରରେ କଟା ହୋଇଥିବା କଦଳୀ ସହ ଦହି, ଚିନି ପକାଇ ଗ୍ରାଇଣ୍ଡ କରି ଦିଅନ୍ତୁ - 4.4

88%
4.5/5

Very Good!

ଘରେ ପ୍ରସ୍ତୁତ କରନ୍ତୁ ବନାନା ଲସି !

ଖରାଦିନେ ସମସ୍ତେ ଜୁସ ପିଇବାକୁ ପସନ୍ଦ କରିଥାଆନ୍ତି । ଏହା ଖରାରୁ ରକ୍ଷା ମଧ୍ୟ କରିଥାଏ । ତେବେ ଆପଣ ଜାଣିଛନ୍ତି କି କେମିତି ଘରେ ପ୍ରତୁତ କରିବେ ବନାନା ଲସି । ତେବେ ଆସନ୍ତୁ ଜାଣିବା ସେ ସମ୍ପର୍କରେ ।

No Votes Yet

You're not rated yet