Recipes & Food

ଗରମଦିନେ ଘରେ ପ୍ରସ୍ତୁତ କରନ୍ତୁ ମ୍ୟାଙ୍ଗୋ ଲସି !

ଗରମଦିନେ ସମସ୍ତେ ବିଭିନ୍ନ ଜୁସ ପିଇବାକୁ ଭଲ ପାଆନ୍ତି । ଗରମ ଦିନରେ ଆପଣ ଦହି ଲସି ପ୍ରାୟତଃ ପିଉଥିବେ । କିନ୍ତୁ ଆମ୍ବ ଋତୁରେ ଆମ୍ବ ଲସି ପ୍ରସ୍ତୁତ କରି ଥରେ ଟ୍ରାଏ କରନ୍ତୁ । ଏହା ସ୍ୱାଦିଷ୍ଟ ହେବା ସହିତ ସ୍ୱାସ୍ଥ୍ୟ ପାଇଁ ହିତକର ମଧ୍ୟ । ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ ।

ଆବଶ୍ୟକ ସାମଗ୍ରୀ :-

ପାଚିଲା ଆମ୍ବ- ୪ କପ , ଦହି- ୨ କପ , ଚିନି- ୩ ଚାମଚ , ଗୁଜୁରାତି ପାଉଡର- ଅଧା ଚାମଚ , ଡ୍ରାଏ ଫ୍ରୁଟସ(କଟା ଯାଇଥିବା) , ପୋଦିନା ପତ୍ର- ସ୍ୱାଦ ଅନୁସାରେ ।

ପ୍ରଣାଳୀ :-

ପ୍ରଥମେ ବ୍ଲେଣ୍ଡରରେ ଆମ୍ବ, ଦହି, ଚିନି, ଗୁଜୁରାତି ଗୁଣ୍ଡ ପକାଇ ଭଲଭାବେ ବ୍ଲେଣ୍ଡ କରି ଦିଅନ୍ତୁ । ବ୍ଲେଣ୍ଡ କରି ସାରିବା ପରେ ଏହାକୁ ଗ୍ଲାସରେ ଢାଳି ଦିଅନ୍ତୁ । ଆପଣଙ୍କର ମ୍ୟାଙ୍ଗୋ ଲସି ପ୍ରସ୍ତୁତ ହୋଇଗଲା । ବର୍ତ୍ତମାନ ଏହାକୁ ଡ୍ରାଏ ଫ୍ରୁଟସ ଏବଂ ପୋଦିନା ପତ୍ର ସହିତ ଗାର୍ନିଶ କରି ସର୍ଭ କରନ୍ତୁ ।

ପଢନ୍ତୁ ;

ଘରେ କିପରି ରାନ୍ଧିବେ ‘ଚିଙ୍ଗୁଡ଼ି ବିରିୟାନୀ’ , ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ ?

Related posts

ବହୁ ଲୋକଙ୍କ ମନ ପସନ୍ଦ ଦହିବରା ,ତେବେ ଆସନ୍ତୁ ଜାଣିବା କିପରି ତିଆରି ହୁଏ ପନିର ଦହିବରା

ENO Beuro

ଘରେ ପ୍ରସ୍ତୁତ କରନ୍ତୁ ଗରମ ଗରମ ପନିର ମଞ୍ଚୁରିଆନ୍! ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ

ENO Beuro

ଆଜି ହିଁ ପ୍ରସ୍ତୁତ କରନ୍ତୁ ସ୍ଵାଦିଷ୍ଠ ‘ସାଗୁ ଦାନା କ୍ଷୀରୀ’

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More