ବ୍ଲଡପ୍ରେସର ନେଇପାରେ ଜୀବନ! ଘରୋଇ ଉପାୟରେ ବ୍ଲଡପ୍ରେସରକୁ କିପରି ନିୟନ୍ତ୍ରଣ କରିହେବ ଆସନ୍ତୁ ଜାଣିବା ସେ ସମ୍ପର୍କରେ

କାର୍ଯ୍ୟାଳୟ ହେଉ ଅବା ବ୍ୟକ୍ତିଗତ ଜୀବନର ସମସ୍ୟା ପାଇଁ, ଆମେ ସର୍ବଦା ଚିନ୍ତାରେ ରହୁ। ଅଧିକ ଚିନ୍ତା କରିବା ଦ୍ୱାରା ଆମକୁ ବ୍ଲଡପ୍ରେସର ବା ରକ୍ତଚାପ ଜନିତ ସମସ୍ୟା ହୋଇଥାଏ। ବ୍ଲଡପ୍ରେସର ଅଧିକ ହେଲେ ମୁଣ୍ଡବୁଲାଇବା ସହ ଅନ୍ୟାନ ସମସ୍ୟା ଦେଖାଦିଏ। ବ୍ଲଡପ୍ରେସର ଯୋଗୁ ହୃଦରୋଗ ହେବାର ମଧ୍ୟ ଆଶଙ୍କା ଥାଏ। ତେଣୁ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ପ୍ରଥମେ ଆମକୁ ଖାଦ୍ୟପେୟ ଉପରେ ନିୟନ୍ତ୍ରଣ ଆଣିବାକୁ ପଡିବ।

ଏସବୁ ସମସ୍ୟାରୁ ମୁକ୍ତି ପାଇବାକୁ ଆମେ ଔଷଧ ଖାଇଥାଉ। ଆମେ ଆଗରୁ କହିଥିଲୁ ଅତ୍ୟଧିକ ଔଷଧ ଖାଇଲେ ମଧ୍ୟ ଶରୀର ପ୍ରତି କ୍ଷତିକାରକ। ଔଷଧ ଉପରେ ସମ୍ପୂର୍ଣ୍ଣ ନିର୍ଭର ନ କରି ଘରୋଇ ଉପାୟରେ ବ୍ଲଡପ୍ରେସରକୁ କିପରି ନିୟନ୍ତ୍ରଣ କରିହେବ।

ଆସନ୍ତୁ ଜାଣିବା ସେ ସମ୍ପର୍କରେ-

ରସୁଣ: ବ୍ଲଡପ୍ରେସର ରୋଗୀଙ୍କ ପାଇଁ ରସୁଣ ବହୁତ ଦରକାରୀ। ଏହାକୁ ସବୁଦିନ ଖାଇବା ଦ୍ୱାରା କୋଲେଷ୍ଟ୍ରଲ କମ ରହିଥାଏ।

ବିଲାତି: ଟମାଟୋ ବିଲାତିରେ ପ୍ରଚୁର ମାତ୍ରାରେ ଭିଟାମିନ ଥାଏ। ଏହାକୁ ଖାଇବା ଦ୍ୱାରା ରକ୍ତରେ ଫ୍ୟାଟି ଏସିଡି ଜମି ନ ଥାଏ। ଯାହା ବ୍ୟକ୍ତିକୁ ବ୍ଲଡପ୍ରେସର ପରି ସମସ୍ୟାରୁ ଦୂରେଇ ରଖିଥାଏ।

ଲୁଣ: ଆପଣ ଯଦି ହାଇ ବ୍ଲଡପ୍ରସର ସମସ୍ୟାରେ ପଡିଛନ୍ତି ତେବେ ଲୁଣ ଖାଇବା କମାଇ ଦିଅନ୍ତୁ। ପ୍ୟାକେଟ୍ ଫୁଡସ୍ରେ ଅଧିକ ଲୁଣ ଅଧିକ ଏସବୁ ଖଶଦ୍ୟଠାରୁ ଯଥା ସମ୍ଭବ ଦୂରେଇ ରୁହନ୍ତୁ।

ବିଟ: ହାଇ ବ୍ଲଡପ୍ରେସର ଥିଲେ ବିଟ୍କୁ ଖାଇବା ଥାଳିର ନିୟମିତ ମେନୁ ବନାଇ ନିଅନ୍ତୁ। ଏହା ଆପଣଙ୍କ ବ୍ଲଡପ୍ରେସର ସହିତ କୋଲେଷ୍ଟ୍ରଲକୁ ମଧ୍ୟ ନିୟନ୍ତ୍ରଣରେ ରଖାଇବ।

ପଢନ୍ତୁ; ଆନ୍ତଃଜାତି ବିବାହ କଲେ ମିଳିବ ଅଢେଇ ଲକ୍ଷ ଟଙ୍କା

 

ବ୍ଲଡପ୍ରେସର ରୋଗୀଙ୍କ ପାଇଁ ରସୁଣ ବହୁତ ଦରକାରୀ - 4.4

88%

ଟମାଟୋ ବିଲାତିରେ ପ୍ରଚୁର ମାତ୍ରାରେ ଭିଟାମିନ ଥାଏ। - 4.2

84%
4.3/5

Very Good!

ବ୍ଲଡପ୍ରେସର ନେଇପାରେ ଜୀବନ! ଘରୋଇ ଉପାୟରେ ବ୍ଲଡପ୍ରେସରକୁ କିପରି ନିୟନ୍ତ୍ରଣ କରିହେବ ଆସନ୍ତୁ ଜାଣିବା ସେ ସମ୍ପର୍କରେ

କାର୍ଯ୍ୟାଳୟ ହେଉ ଅବା ବ୍ୟକ୍ତିଗତ ଜୀବନର ସମସ୍ୟା ପାଇଁ, ଆମେ ସର୍ବଦା ଚିନ୍ତାରେ ରହୁ। ଅଧିକ ଚିନ୍ତା କରିବା ଦ୍ୱାରା ଆମକୁ ବ୍ଲଡପ୍ରେସର ବା ରକ୍ତଚାପ ଜନିତ ସମସ୍ୟା ହୋଇଥାଏ। ବ୍ଲଡପ୍ରେସର ଅଧିକ ହେଲେ ମୁଣ୍ଡବୁଲାଇବା ସହ ଅନ୍ୟାନ ସମସ୍ୟା ଦେଖାଦିଏ। ବ୍ଲଡପ୍ରେସର ଯୋଗୁ ହୃଦରୋଗ ହେବାର ମଧ୍ୟ ଆଶଙ୍କା ଥାଏ।

No Votes Yet

You're not rated yet