ସଂକ୍ରାମକ ଜ୍ୱରର ଶିକାର ହେଉଛନ୍ତି କି? ଏଥିରୁ ମୁକ୍ତି ପାଇବାକୁ ଖାଆନ୍ତୁ ଏହି ସବୁ

ସାଧାରଣତଃ ଋତୁ ପରିବର୍ତ୍ତନ ହେଲେ ଆମେ ଭାଇରାଲ ଫିଭର୍ ବା (ସଂକ୍ରାମକ ଜ୍ୱର)ରେ ଶିକାର ହୋଇଥାଉ। ତାପମାତ୍ରା କମିବା-ବଢ଼ିବା କାରଣରୁ ଇମ୍ୟୁନିଟି ସିଷ୍ଟମ୍ ବା ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଯାଇଥାଏ। ଯାହାଦ୍ୱାରା ଶରୀରରେ ଜୀବାଣୁ ଅତିଶୀଘ୍ର ସଂକ୍ରମିତ ହୋଇଯାଇଥାଏ। ଏହି ଜ୍ଵର ହେଲେ ଶୀଘ୍ର ଛାଡ଼ି ନ ଥାଏ। ଏହା ଶରୀରକୁ ଅଧିକ ଦୁର୍ବଳ କରିଦିଏ।

ଯଦି ଆପଣ ବି ଭାଇରାଲ ଜ୍ୱରରେ ଶିକାର ହେଉଛନ୍ତି ଏହି ସବୁ ଉପାୟ ଅବଲମ୍ୱନ କରନ୍ତୁ-

  • ଅଦା ଚା-ଭାଇରାଲ ଜ୍ୱରରୁ ଉପଶମ ଚାହୁଁଥିଲେ ଅଦା ତିଆରି ଚା ପିଅନ୍ତୁ ଆରାମ ମିଳିଥାଏ। ଅଦା ଚାରେ ଆଣ୍ଟି ଇନ୍ଫ୍ଲାମେଟାରୀ ଗୁଣ ରହିଛି। ଯାହା ଶରୀରକୁ ଶୀଘ୍ର ଆରାମ ଦେଇଥାଏ।
  • ଦହି ଭାତ-ଦହି ଭାତ ଖାଇବା ଦ୍ୱାରା ଭାଇରାଲ ଜ୍ୱରରୁ ଉପଶମ ମିଳିଥାଏ। ଦହି ପାଚନ କ୍ରିୟାକୁ ସନ୍ତୁଳିତ ରଖିବାରେ ସାହାଯ୍ୟ କରିଥାଏ।
  • ରସୁଣ-ପ୍ରତିଦିନ ରସୁଣ ଖାଇବା ଦ୍ୱାରା ଶରୀର ସୁସ୍ଥ ରହିଥାଏ। ଭାଇରାଲ ଜ୍ୱରରୁ ଆମକୁ ରକ୍ଷା କରିଥାଏ। ଯଦି କଞ୍ଚା ରସୁଣ ଖାଇପାରୁ ନାହାଁନ୍ତି ସୁପ୍ ସହିତ ମିଶାଇ ଖାଇପାରିବେ।
  • ନଡ଼ିଆ ପାଣି-ନଡ଼ିଆ ପାଣିରେ ଇଲେକ୍ଟ୍ରଲାଇଟ୍ ରହିଛି। ଯାହା ଶରୀରକୁ ହାଇଡ୍ରେଡ୍ ରଖିବାକୁ ସାହାଯ୍ୟ କରିଥାଏ। ଏଥିରେ ପ୍ରାକୃତିକ ଆଣ୍ଟି ଅକ୍ସଟେଣ୍ଟ୍ ରହିଥାଏ। ଏହି କାରଣରୁ ଭାଇରାଲ ଜ୍ୱରରୁ ଆମକୁ ରକ୍ଷା କରିଥାଏ।

ପଢନ୍ତୁ; ଅଣ୍ଡାର କେଉଁ ଅଂଶ ଖାଇବା ଶରୀର ପାଇଁ କ୍ଷତିକାରକ ଏବଂ ଏହା ଦ୍ଵାରା କେଉଁ ସବୁ ରୋଗ ହୋଇଥାଏ ଜାଣନ୍ତୁ ?

ଭାଇରାଲ ଜ୍ୱରରୁ ଉପଶମ ଚାହୁଁଥିଲେ ଅଦା ତିଆରି ଚା ପିଅନ୍ତୁ ଆରାମ ମିଳିଥାଏ - 8.7

87%

ଦହି ଭାତ ଖାଇବା ଦ୍ୱାରା ଭାଇରାଲ ଜ୍ୱରରୁ ଉପଶମ ମିଳିଥାଏ - 8.3

83%
8.5/10

Very Good!

ସଂକ୍ରାମକ ଜ୍ୱରର ଶିକାର ହେଉଛନ୍ତି କି? ଏଥିରୁ ମୁକ୍ତି ପାଇବାକୁ ଖାଆନ୍ତୁ ଏହି ସବୁ

ସାଧାରଣତଃ ଋତୁ ପରିବର୍ତ୍ତନ ହେଲେ ଆମେ ଭାଇରାଲ ଫିଭର୍ ବା (ସଂକ୍ରାମକ ଜ୍ୱର)ରେ ଶିକାର ହୋଇଥାଉ। ତାପମାତ୍ରା କମିବା-ବଢ଼ିବା କାରଣରୁ ଇମ୍ୟୁନିଟି ସିଷ୍ଟମ୍ ବା ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଯାଇଥାଏ। ଯାହାଦ୍ୱାରା ଶରୀରରେ ଜୀବାଣୁ ଅତିଶୀଘ୍ର ସଂକ୍ରମିତ ହୋଇଯାଇଥାଏ। ଏହି ଜ୍ଵର ହେଲେ ଶୀଘ୍ର ଛାଡ଼ି ନ ଥାଏ। ଏହା ଶରୀରକୁ ଅଧିକ ଦୁର୍ବଳ କରିଦିଏ।

No Votes Yet

You're not rated yet