LIFESTYLE

ମୁହଁରୁ କଳା ଦାଗ ଯିବାର ଘରୋଇ ଉପଚାର,ଆସନ୍ତୁ ଜାଣିବା

ମୁହଁରୁ କଳା ଦାଗ ଯିବାର ଘରୋଇ ଉପଚାର ;

ଶୀତ ଦିନେ ଅନେକଙ୍କ ମୁହଁରେ କଳା ଦାଗ ହୋଇଥାଏ । ଏହି ଦାଗ ରହିବା ଦ୍ଵାରା ମୁହଁର ସୈନ୍ଦର୍ଯ୍ୟ ନଷ୍ଟ ହୁଏ। କଳା ଦାଗକୁ ଭଲ କରିବା ପାଇଁ ଏକ ସହଜଉପାୟ ରହିଛି ।ପ୍ରଥମେ ଗୋଟେ ବାଉଲରେ କିଛି ବେସନ,ହଳଦୀ,ମହୁ ଓ କ୍ଷୀରକୁ ଭଲ ଭାବେ ମିକ୍ସ କରନ୍ତୁ ତାପରେ ମୁହଁରେ ଲଗାଇ ୧୫-୨୦ ମିନିଟ ରଖନ୍ତୁ। ତାପରେ ଥଣ୍ଡା ପାଣିରେ ମୁହଁକୁ ଧୋଇ ଦିଅନ୍ତୁ।

ଘରେ ବ୍ୟବହାର କରୁଥିବା ଦାନ୍ତଘଷା ପେଷ୍ଟରେ ବି କଳା ଦାଗ ଭଲ କରିହେବ । କିଛି ସମୟ ପାଇଁ ମୁହଁକୁ ଉଷୁମ ପାଣିର ବାମ୍ଫ ଉପରେ ଦେଖାନ୍ତୁ। ଏତିକି ବେଳେ ଟିକେ ସାବଧାନ ରହିବେ । କାରଣ ଅତି ଗରମ ବାମ୍ଫ ହେଲେ କଷ୍ଟ ହୋଇ ପାରେ । ବାମ୍ଫ ନେବା ପରେ ମୁହଁ ଟିକେ ନରମ ହୋଇଯିବ । ନରମ ହେବା ପରେ ଦାନ୍ତଘଷା ଟୁଷ୍ଟପେଷ୍ଟରେ ଅଳ୍ପ ଲୁଣ ଲଗାଇ ଏହି ଦାଗ ଉପରେ ଲଗାନ୍ତୁ କିଛି ସମୟ ଶୁଖିବା ପାଇଁ ଛାଡି ଦିଅନ୍ତି । ଶୁଖିଯିବାପରେ ଗୋଲାପଜଳକୁ ନେଇ ଏକ ଛୋଟ କପଡା ଉପରେ ଲଗାଇ ଗୋଲ ଗୋଲ ମାଲିସ କରି ମୁହଁରୁ ପେଷ୍ଟକୁ ଛଡାନ୍ତୁ । ଏପରି କଲେ କଳା ରଙ୍ଗର ତେଲିଆ ଅଂଶ ବାହାରି ଯିବ ।

ରାତିରେ ଶୋଇଲା ବେଳେ ଗୋଟେ ବାଉଲରେ ମସ୍ଜୋରାଇଜର ଓ ଅଲିଭ ତେଲକୁ ଭଲ ଭାବେ ମିକ୍ସ କରନ୍ତୁ ତାପରେ ମୁହଁ ରେ ଲଗେଇ ଶୋଇ ପଡନ୍ତୁ । ସଖାଳୁ ଉଠି ମୁହଁ କୁ ଭଲ ଭାବେ ଧୋଇ ଦିଅନ୍ତୁ ।

ମୁହଁରୁ କଳା ଦାଗ ଯିବାର ଘରୋଇ ଉପଚାର,ଆସନ୍ତୁ ଜାଣିବା black spot

ପଢନ୍ତୁ;

ଆସନ୍ତୁ ଜାଣିବା, ଶୀତଦିନେ ଓଠର ଯତ୍ନ କିପରି ନେବା ?

 

Related posts

ଧୂମ୍ରପାନ ଭଳି ମାରାତ୍ମକ କୁଅଭ୍ୟାସରୁ ଦୂରେଇ ରହିବାକୁ କିଛି ଉପାୟ ଜାଣନ୍ତୁ

ENO Beuro

ନିଜକୁ ଫିଟ୍‌ ରହିବାକୁ ଚାହୁଁଥିଲେ ଆପଣାନ୍ତୁ ଏହି ଉପାୟ

ENO Beuro

ସକାଳୁ ଖାଲିପାଦରେ ଓଦା ଘାସ ଉପରେ ଚାଲିବା ଦ୍ୱାରା ମିଳିଥାଏ ଅନେକ ଫାଇଦା! ଜାଣନ୍ତୁ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More