LIFESTYLE

ଆଖି ତଳ କଳା ଦାଗ ଦୂରକରିଥାଏ ଏହି “ତେଲ” ! ଜାଣନ୍ତୁ କିପରି କରିବେ ଏହାର ବ୍ୟବହାର ?

ନିଜ ମୁହଁରେ ଚମକ ଆଣିବା ଏବଂ ସୁନ୍ଦର ଦେଖାଯିବାକୁ ସମସ୍ତେ ଚାହିଁଥାନ୍ତି। ଅନେକ ଲୋକ ଆଖିତଳ କଳା ସମସ୍ୟାକୁ ନେଇ ବହୁତ ଚିନ୍ତିତ ଥାନ୍ତି। ଚିନ୍ତା ଏବଂ ବ୍ୟସ୍ତ ଜୀବନ ମଧ୍ୟରେ ଠିକ ଭାବରେ ନିଦ ପୂରା ହୋଇ ନଥାଏ । ଯେଉଁ କାରଣରୁ ଆଖି ତଳେ କଳା ଦାଗ ଦେଖାଯାଇଥାଏ। ଏଥିପାଇଁ ବଜାରରେ ବିଭିନ୍ନ ପ୍ରକାର ଆଇ କ୍ରିମ ଏବଂ ଜେଲ ଉପଲବ୍ଧ ହେଉଛି । ଏହାକୁ ବ୍ୟବହାର କରିବା ସତ୍ୱେ ମଧ୍ୟ କୌଣସି ଫାଇଦା ମିଳି ନଥାଏ । କିନ୍ତୁ ଆପଣ ଜାଣିଛନ୍ତି କି ଏଭଳି ଏକ ତେଲ ରହିଛି ଯାହାକୁ ବ୍ୟବହାର କରିବା ଦ୍ୱାରା କଳା ଦାଗ ଖୁବ ଶୀଘ୍ର ଭଲ ହୋଇଯିବ।

ତେବେ ଆସନ୍ତୁ ଜାଣିବା-

  • ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଆଖିକୁ ଧୋଇବା ଉଚିତ । ଯଦି ଧୋଇବା ସମୟରେ ଜଳାପୋଡ଼ା ଅନୁଭବ ହେଉଥାଏ ତେବେ ବରଫରେ ୧ ମିନିଟ ପର୍ୟ୍ୟନ୍ତ ଆଙ୍ଗୁଠି ସାହାଯ୍ୟରେ ଆଖିର ପାଶ୍ୱର୍କୁ ସକୁର୍ଲାର ଗତିରେ ୨ରୁ ୩ ମିନିଟ ପର୍ୟ୍ୟନ୍ତ ଧୀରେ ଧୀରେ ଘଷନ୍ତୁ।
  • ଆଖିର କଳା ଦାଗ ଭଲ କରିବା ପାଇଁ ବାଦାମର ତେଲକୁ ବ୍ୟବହାର କରିପାରିବେ । ଏହାକୁ ପ୍ରତିଦିନ ଆଖି ତଳେ ମାଲିସ କରିବା ଦ୍ୱାରା ଆଖି ତଳେ ହେଉଥିବା କଳା ଦାଗରୁ ମୁକ୍ତି ପାଇ ପାରିବେ। କିନ୍ତୁ ଏହାକୁ ବ୍ୟବହାର କରିବା ଦ୍ୱାରା ଆପଣଙ୍କୁ କେତେକ ଦିଗ ପ୍ରତି ଧ୍ୟାନ ଦେବାକୁ ପଡ଼ିବ।
  • ମନେ ରଖନ୍ତୁ ଯେପରି ବାଦାମ ତେଲ ଆଖି ଚାରି ପାଖରେ ବ୍ୟବହାର କରିବା ପରେ ମୋବାଇଲ ଓ ଲ୍ୟାପଟପ ଠାରୁ ଦୁରେଇ ରହିବେ।
  • ଏହି ସବୁ ଦିଗ ପ୍ରତି ଧ୍ୟାନ ଦେଇ ବ୍ୟବହାର କରିବା ଦ୍ୱାରା ଚୁଟକୀରେ ଆଖି ତଳ କଳା ଦାଗ ଭଲ ହୋଇଯିବ।

ପଢନ୍ତୁ;

ବାହାଘର ସମୟରେ କେମିତି ମେକ୍‌ଅପ୍‌ ନେଲେ ସୁନ୍ଦର ଦେଖାଯିବେ ଜାଣନ୍ତୁ

Related posts

ରାତ୍ରି ଭୋଜନ ପରେ ତୁରନ୍ତ ଶୋଇପଡୁଛନ୍ତି କି? ଜାଣିରଖନ୍ତୁ ଏମିତି କରିବା ଦ୍ଵାରା କଣ କଣ କ୍ଷତି ହୋଇଥାଏ?

ENO Beuro

କେଶ ସମସ୍ୟାକୁ ଦୂର କରେ ଗେଣ୍ଡୁ ଫୁଲ ,ଜାଣନ୍ତୁ କିପରି ?

ENO Beuro

ଆଣ୍ଠୁଗଣ୍ଠି ଜନିତ ସମସ୍ୟା ଅଛି କି ? ତେବେ ଲେମ୍ବୁ ଚୋପାରୁ ତିଆରି ଖାସ୍ ତେଲ ବ୍ୟବହାର କରନ୍ତୁ

ENO Beuro

1 comment

Leave a Comment