• Home
  • LIFESTYLE
  • ଆପଣ ଅଯଥାଖର୍ଚ୍ଚ କରୁଛନ୍ତି କି? ତେବେ ଏହାକୁ ରୋକିବା ପାଇଁ ଆପଣାନ୍ତୁ ଏହି ଟିପ୍ସ
LIFESTYLE

ଆପଣ ଅଯଥାଖର୍ଚ୍ଚ କରୁଛନ୍ତି କି? ତେବେ ଏହାକୁ ରୋକିବା ପାଇଁ ଆପଣାନ୍ତୁ ଏହି ଟିପ୍ସ

ଆଜିକାଲି ଅଧିକାଂଶ ଲୋକ ଅଛନ୍ତି ସେମାନେ ଅଯଥାଖର୍ଚ୍ଚ କରିଥାନ୍ତି, ଚାହିଁଲେ ବି ଏଥିରେ ରୋକ ଲଗେଇପାରନ୍ତି ନାହିଁ। ଏମିତି ବି କାମ ଆସୁନଥିବା ଜିନିଷ କିଣି ପରେ ପଶ୍ଚ୍ୟତାପ କରିଥାନ୍ତି। ତେବେ ଆମେ ଆପଣଙ୍କୁ ଏମିତି ଟିପ୍ସ ଦେବୁ ଯାହା ଆପଣଙ୍କ ଅଯଥା ଖର୍ଚ୍ଚକୁ ରୋକିପାରିବ।

ଜାଣନ୍ତୁ ସେ ବିଷୟରେ-

ଆପଣ ଯଦି ବିବାହିତ ତେବେ ରୋଜଗାରର ୪୦ପ୍ରତିଶତ ଖର୍ଚ୍ଚ କରନ୍ତୁ ଆଉ ବାକି ସଞ୍ଚୟ କରିବା ଶିଖନ୍ତୁ। ଆପଣ ସେତେବେଳେ ମନ ପସନ୍ଦ ମ୍ୟୁଜିକ୍‌ ଶୁଣନ୍ତୁ ଯେତେବେଳ ମନ ଅସ୍ଥିର ଅଛି। ଏପରି କରିବା ଦ୍ୱାରା ମନ ସ୍ଥିର ରହିବ ସେଭ୍‌ କରିଥିବା ଟଙ୍କା ବଞ୍ଚତ୍ୟିବ।

ଯଦି ଆପଣ ବ୍ୟଚଳର ତେବେ ନିଜ ରୋଜଗାରକୁ ଲକ୍ଷ୍ୟ କରି ଖର୍ଚ୍ଚ କରନ୍ତୁ। ଅନାବ୍ୟାଶକ ଖର୍ଚ୍ଚ କରନ୍ତୁ ନାହିଁ।

ସକାଳୁ ଶୀଘ୍ର ଉଠିବାର ଅଭ୍ୟାସ କରନ୍ତୁ। ଦିନରେ ଅଧିକରୁ ଅଧିକ ପାଣି ପିଅନ୍ତୁ। ଏହି କାରଣରୁ ଆପଣ ରୋଗମୁକ୍ତ ରହିବେ ଏବଂ ଆପଣ ଡାକ୍ତରଙ୍କ ପାଖକୁ ଯାଇ ଅଯଥା ଟଙ୍କା ଖର୍ଚ୍ଚ କରିବାକୁ ପଡିବନି।

ପାର୍ଟି କରିବାକୁ ଇଚ୍ଛା ଥିଲେ ହୋଟେଲ୍‌ରେ ନ କରି ନିଜ ଘରେ କରନ୍ତୁ। ଏପରି କରିବା ଦ୍ୱାରା ଖୁସିକୁ ଆପଣ ଘରର ସବୁ ଲୋକଙ୍କ ସହିତ ଶେୟାର କରିପାରିବେ,ଏପରି କରିବା ଦ୍ୱାରା ଆପଣଙ୍କ ଟଙ୍କା ଅଧିକ ଖର୍ଚ୍ଚ ହେବନି।

ଆପଣ ଅଯଥାଖର୍ଚ୍ଚ କରୁଛନ୍ତି କି? ତେବେ ଏହାକୁ ରୋକିବା ପାଇଁ ଆପଣାନ୍ତୁ ଏହି ଟିପ୍ସ save

ପଢନ୍ତୁ; ହୃତପିଣ୍ଡକୁ ସୁସ୍ଥ ରଖିବାକୁ ଚାହୁଁଛନ୍ତି କି? ତେବେ ଆପଣାନ୍ତୁ ଏହି ନିୟମ!

Related posts

ପୋଦିନାରେ ରହିଛି ଅନେକ ଚମତ୍କାରୀ ଗୁଣ? ଆସନ୍ତୁ ଜାଣିବା ସେ ସମ୍ପର୍କରେ

Krishna Kumar Manoj

ଜନ୍ମମାସ ଦ୍ୱାରା ଜାଣିପାରିବେ ଆପଣଙ୍କ ପ୍ରେମ ସଂପର୍କ କେତେ ନିବିଡ? ଆସନ୍ତୁ ଜାଣିବା

Krishna Kumar Manoj

ଏମିତି ଏକ ସୁସ୍ଵାଦୁ ଫଳର ବୃକ୍ଷ , ଯେଉଁ ବୃକ୍ଷର ସଂପୂର୍ଣ୍ଣ ଅଂଶ ଔଷଧୀୟ ଗୁଣରେ ଭରପୁର

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More