LIFESTYLE

କ’ଣ କଲେ ଆପଣଙ୍କୁ ରାତିରେ ସୁ-ନିଦ୍ରା ହେବ? ଜାଣନ୍ତୁ ସେ ସମ୍ପର୍କରେ

ଦିନମାନ ଥକା ହୋଇ ରାତିରେ ଶାନ୍ତିରେ ଶୋଇବାକୁ ସମସ୍ତେ ଚାହିଁଥାନ୍ତି। କିନ୍ତୁ ଆଜିକାଲି ନିଦ୍ରାହୀନତା ଅଧିକ ମାତ୍ରାରେ ଦେଖାଗଲାଣି। ଯଦି ଆପଣଙ୍କୁ ଭଲ ନିଦ୍ରା ନହୁଏ ତେବେ ଆପଣ ଶାରୀରିକ ଓ ମାନସିକ ଭାବେ ଦୁର୍ବଳ ହୋଇପଡିବେ।

ତେବେ ଆସନ୍ତୁ ଜାଣିବା କଣ କଲେ ଆପଣଙ୍କୁ ଭଲ ନିଦ୍ରା ହେବ-

  • ଏକ ତମ୍ବା ପାତ୍ରରେ ପାଣି ରଖି ସେହି ପାଣିକୁ ପିଅନ୍ତୁ। ତମ୍ବା ପାତ୍ରରେ ରଖି ପାଣି ପିଇଲେ ନାନା ପେଟ ସମସ୍ୟା ଦୂର ହୋଇଥାଏ। ପେଟ ସମସ୍ୟା ବି ନିଦ ନହେବାର ଆଉ ଏକ କାରଣ ହୋଇଥାଏ।
  • ଶୋଇବା ବିଛଣା ନିକଟରେ ଜୋତା କିମ୍ବା ଡଷ୍ଟ୍‍ବିନ୍‌ ରଖନ୍ତୁ ନାହିଁ। ଏହା ଅଜାଣତରେ ବ୍ୟକ୍ତିକୁ ଅନ୍ୟମନସ୍କ କରାଏ। ଫଳରେ ଭଲ ନିଦ ହୁଏ ନାହିଁ।
  • ଚେଷ୍ଟା କରନ୍ତୁ ଦକ୍ଷିଣକୁ ମୁଣ୍ଡ ଏବଂ ଉତ୍ତରକୁ ଗୋଡ଼ କରି ଶୋଇବାକୁ। ଏମିତି ଶୋଇଲେ ନିଶ୍ଚୟ ସୁନିଦ୍ରା ହୋଇଥାଏ ବୋଲି ବିଶ୍ୱାସ ରହିଛି।
  • ଶୋଇବାକୁ ଯିବା ପୂର୍ବରୁ ଧ୍ୟାନ କରନ୍ତୁ। ଧ୍ୟାନ ମସ୍ତିଷ୍କକୁ ଶାନ୍ତ କରେ। ମସ୍ତିଷ୍କ ଶାନ୍ତ ରହିଲେ ସୁନିଦ୍ରା ଆସିବାକୁ ଆଉ ବିଳମ୍ବ ହୋଇନଥାଏ।

ପଢନ୍ତୁ; କଞ୍ଚା ଆମ୍ବ ଖାଇବାଦ୍ଵାରା କଣ ଫାଇଦା ମିଳିଥାଏ ଆସନ୍ତୁ ଜାଣିବା!

Related posts

ପ୍ରତ୍ୟେକ ଦିନ ଏହି ମିଶ୍ରଣ ର ସେବନ ଦ୍ଵାରା ଆପଣ ରହିପାରନ୍ତି ଚିର ଯୌବନ

ENO Beuro

ଆପଣ ଜାଣିଛନ୍ତି କି? ୬ ଘଂଟା ପର୍ଯ୍ୟନ୍ତ ଠିଆ ହେବା ଦ୍ୱାରା ହ୍ରାସ ପାଇଥାଏ “ଓଜନ” , ଜାଣନ୍ତୁ ସେ ସମ୍ପର୍କରେ

ENO Beuro

ହୃଦ୍‌ରୋଗ ପାଇଁ ବେଶ ଲାଭଦାୟକ ଗୋଲପ ଫୁଲ! ଆସନ୍ତୁ ଜାଣିବା ଏହି ଫୁଲରେ ଥିବା ଉପକାରୀ ଗୁଣ ସମ୍ପର୍କରେ

ENO Beuro

3 comments

Leave a Comment