VASTU

ଆପଣଙ୍କ ଘରେ ଆର୍ଥିକ ସମସ୍ୟା ଦେଖାଯାଉଛି କି? ଜାଣନ୍ତୁ ଏହାର କାରଣ କଣ ହୋଇପାରେ

tens

ବାସ୍ତୁ ସମସ୍ୟା ଆରମ୍ଭ ହେଲେ ଶରୀର ଅସୁସ୍ଥ ଠାରୁ ଆରମ୍ଭ କରି ଧନହାନୀ ପର୍ଯ୍ୟନ୍ତ ସମସ୍ତ ସମସ୍ୟା ଧୀରେ ଧୀରେ ଆରମ୍ଭ ହେବାରେ ଲାଗିଥାଏ।

ବ୍ୟବସାୟରୁ ଭଲ ଆୟ ବା ଚାକିରିରୁ ଭଲ ଦରମା ମିଳିବା ସତ୍ତ୍ୱେ ଆପଣଙ୍କ ଅଣ୍ଟିରେ ଧନ ରହୁ ନାହିଁ କି? ଘରେ ଆର୍ଥିକ ସମସ୍ୟା ଲାଗି ରହୁଛି କି?

ତେବେ ଜାଣିରଖନ୍ତୁ ଏହାର କାରଣ କଣ ହୋଇପାରେ

ବାସ୍ତୁଶାସ୍ତ୍ର  ଅନୁଯାୟୀ  ଘର ମଧ୍ୟରେ ଓଜନିଆ ଜିନିଷ,ଶୌଚାଳୟ ରହିବା ଦ୍ୱାରା ବିଭିନ୍ନ କ୍ଷତି ଘଟିଥାଏ ।ଏହା ଦ୍ୱାରା ଆର୍ଥିକ ଏବଂ ମାନସିକ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଥାଏ ।ତେଣୁ ଏହି ସ୍ଥାନରେ ଯଦି କୌଣସି ତ୍ରୁଟି ରହିଛି ତେବେ ତାହାକୁ ଠିକ କରନ୍ତୁ ।

ଘରର ଉତ୍ତର-ପୂର୍ବ ଦିଗରେ କେବେ ମଧ୍ୟ ରୋଷେଇ ଘର ନିର୍ମାଣ କରନ୍ତୁ ନାହିଁ । ଏହା ଦ୍ୱାରା ଆର୍ଥିକ ପରିସ୍ଥିତି ଉପୁଜି ଥାଏ।

tens

ଯେଉଁ ଘରେ ଉତ୍ତର-ପୂର୍ବ ଦିଗରେ ଅନ୍ଧାର ରହିଥାଏ,ସେଠାରେ ମଧ୍ୟ ଟଙ୍କା ହାନି ହୋଇଥାଏ ।ଏହି କୋଣକୁ ଲକ୍ଷ୍ମୀଙ୍କ କୋଣ କୁହାଯାଏ । ସେଥିଲାଗି ଏହି କୋଣକୁ ଅନ୍ଧାର ରଖନ୍ତୁ ନାହିଁ।

ଦକ୍ଷିଣ ଦିଗକୁ ଯମ ଦିଗ କୁହାଯାଏ ।ତେଣୁ ଏହି ଦିଗରେ କେବେ ମଧ୍ୟ ଟଙ୍କା ରଖୁଥିବା ଲକର ରଖିବା ଅନୁଚିତ ।

ଯେଉଁ ଘରର କୋଣରେ ଅଳିଆ ଆବର୍ଜନା ରହୁଥାଏ ସେହି ଘରେ ଟଙ୍କା କେବେ ମଧ୍ୟ ରହେ ନାହିଁ ।

ପଢନ୍ତୁ; ମହିଳା ଟି-୨୦ ବିଶ୍ଵକପ୍ : ସେମିରେ ଭାରତ

Related posts

ଦୁଃସ୍ୱପ୍ନ ଭୟରୁ ମୁକ୍ତି ପାଇଁ ଆପଣାନ୍ତୁ ଏହି ଉପାୟ

ENO Beuro

ଗୃହିଣୀ ମାନଙ୍କ ପାଇଁ ବାସ୍ତୁବିତଙ୍କ କିଛି ଟିପ୍ସ

ENO Beuro

ଯଦି ଆପଣଙ୍କ ଘରେ ମନକୁ ଅଶ୍ୱସ୍ଥ ଗଛ ଉଠିଛି ତାହେଲେ କରନ୍ତୁ ନାହିଁ ଏହି କାମ

Ratnamani Moharana

Leave a Comment