LIFESTYLE

ଖରାଦିନେ ଅଧିକ କେଶ ଝଡୁଛି କି? ତେବେ ଆପଣାନ୍ତୁ ଏହି ଘରୋଇ ଉପଚାର!

ଖରାଦିନେ କେଶ ଝଡିବା ସମସ୍ୟା ଅଧିକ ଦେଖାଦେଇଥାଏ କାରଣ ଖରାଦିନେ ପ୍ରଚୁର ଗରମ ଓ ଝାଳ ବାହାରେ। ଏହି ସମସ୍ୟାରୁ ମୁକ୍ତି ପାଇବାକୁ ସମସ୍ତେ ଚାହିଁଥାନ୍ତି।

ତେବେ ଆସନ୍ତୁ ଜାଣିବା ଖରାଦିନେ କେଶର ଯତ୍ନ କିପରି ନେବା-

  • ଖରାଦିନେ କେଶରେ ବାରମ୍ବାର ହେୟାର ଡ୍ରାୟର ବ୍ୟବହାର କରନ୍ତୁ ନାହିଁ। ଏଥିପାଇଁ ମଧ୍ୟ କେଶ ଝଡିଥାଏ। ବାହାରକୁ ଯିବା ସମୟରେ କେଶ ଉପରେ କପଡା ଗୁଡ଼ାଇ ରଖନ୍ତୁ। ଏମିତି କଲେ ବାରମ୍ବାର କେଶ ଧୋଇବାକୁ ପଡ଼ିନଥାଏ। ଘରକୁ ଫେରିଲା ପରେ କେଶକୁ ବାନ୍ଧି ନିଅନ୍ତୁ। କେଶରେ ଝାଳ ଲାଗିନଥାଏ।
  • ଅନେକ ଲୋକ ଗରମ ଓ ଝାଳ ପାଇଁ ବାରମ୍ବାର କେଶ ଧୋଇଥାନ୍ତି। ଏଥିପାଇଁ କେଶକୁ ପୋଷଣ ମିଳେ ନାହିଁ। ଯାହାଦ୍ୱାରା କେଶ ଅଧିକ ଝଡିଥାଏ।
  • କିଛି ଦିନ ବ୍ୟବଧାନରେ କେଶରେ ତେଲ ଲଗାନ୍ତୁ। ଯେତେବେଳେ କେଶ ଧୋଉଛନ୍ତି ଧୋଇବା ପୂର୍ବରୁ କିଛି ନଡିଆ ତେଲ କେଶରେ ମସାଜ କରନ୍ତୁ। ଏମିତି କଲେ ମଧ୍ୟ କେଶ ଝଡି ନଥାଏ। ଓଦାକେଶକୁ ବେଶୀ ଚାପି ହୋଇଥିବା ପାନିଆରେ କୁଣ୍ଡାନ୍ତୁ ନାହିଁ।

ପଢନ୍ତୁ; ଥକ୍କାପଣକୁ ଅଣଦେଖା କରନ୍ତୁ ନାହିଁ? ନଚେତ୍ ହୋଇପାରେ ଏହିସବୁ ସମସ୍ୟା!

Related posts

ସର୍ବଦା ଖୋସା କରିବା କେଶ ପାଇଁ କ୍ଷତିକାରକ ! ଆସନ୍ତୁ ଜାଣିବା ଏହାର କାରଣ ?

ENO Beuro

ଆଖି ତଳେ ପଡ଼ୁଥିବା କଳା ଦାଗକୁ ଦୂର କରିବାରେ ସକ୍ଷମ ହୋଇଥାଏ ଏହିସବୁ ଫଳ! ଜାଣନ୍ତୁ

ENO Beuro

ସକାଳୁ ଖାଲି ପେଟରେ ପିଅନ୍ତୁ ଅଦା ଜୁସ୍‌, ଦୂର ହେବ ଅନେକ ସମସ୍ୟା

ENO Beuro

2 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More