LIFESTYLE

ଘରେ ରଖୁଛନ୍ତି କି ପାଳିତ ପଶୁ ? ତେବେ ଧ୍ୟାନରେ ରଖନ୍ତୁ ଏହି ସବୁ କଥା   

ଗୃହ ପାଳିତ ପଶୁ ରଖିବାକୁ ଅଧିକାଂଶ ଲୋକ ପସନ୍ଦ କରିଥାନ୍ତି। ଯଦି ଆପଣ ଗୃହ ପାଳିତ ପଶୁ ରଖୁଛନ୍ତି ତେବେ ସେଥିପାଇଁ କିଛି ନିୟମ ଉପରେ ଧ୍ୟାନ ଦେବା ଉଚିତ।

ଜାଣନ୍ତୁ ସେ ସମ୍ପର୍କରେ-

ପ୍ରଥମେ ପଶୁ ରହୁଥିବା ଗୃହର ଆକାର , ପରିବେଶ ପ୍ରତି ଧ୍ୟାନଦେବା ଆବଶ୍ୟକ।

ଆପଣ କେଉଁ ପ୍ରଜାତିର ପଶୁ ରଖିବାକୁ ପସନ୍ଦ କରନ୍ତି, ସେ ଉପରେ ବିଚାର କରନ୍ତୁ।

ସେମାନେ ଆପଣଙ୍କ ପରିବାରର ସଦସ୍ୟ ଭଳି, ତେଣୁ ନିଜ ପିଲାପ୍ରତି ଆପଣ ଯେପରି ଯତ୍ନବାନ ହୁଅନ୍ତି ସେହିଭଳି ସେମାନଙ୍କ ପ୍ରତି ଯତ୍ନବାନ ହେବା ଆବଶ୍ୟକ।

ସେମାନଙ୍କର ସ୍ୱତନ୍ତ୍ର ଖାଦ୍ୟ ଏବଂ ଟୀକା ଆଦିର ଖର୍ଚ୍ଚ ବହନ କରିବାପାଇଁ ଆପଣ ପ୍ରସ୍ତୁତ ରହିବା ଆବଶ୍ୟକ।

ପ୍ରତିମାସରେ ପଶୁ ଚିକିତ୍ସକଙ୍କୁ ଦେଖାଇ ସେମାନଙ୍କର ଚିକିତ୍ସା କରାନ୍ତୁ। ସେମାନଙ୍କୁ ନିୟମିତ ବ୍ୟାୟାମ କରାଇବା ଭଲ।

ପଢନ୍ତୁ; କଳମ୍ବ ଶାଗ ଖାଇବା ସ୍ୱାସ୍ଥ୍ୟ ପାଇଁ କେତେ ଉପଯୋଗୀ ଜାଣନ୍ତୁ?

Related posts

ମଧୁମେହ ରୋଗରୁ ରକ୍ଷା ଦେଇଥାଏ “ଜାମୁକୋଳି” ଜାଣନ୍ତୁ ଏହାର ଉପକାରିତା ସମ୍ପର୍କରେ

ENO Beuro

ରଙ୍ଗର ପସରା ନେଇ ଆସୁଛି ହୋଲି ,ଉତ୍ସବମୁଖର ହୋଇ ଉଠିଲାଣି ସାରା ସହର

ENO Beuro

ନାରୀମାନଙ୍କ କେଶବିନ୍ୟାସ , ମୁହଁର ଆକାର ଅନୁଯାୟୀ ହେୟାର କଟ ବିଷୟରେ ଜାଣନ୍ତୁ

ENO Beuro

1 comment

Leave a Comment