LIFESTYLE

ବ୍ରସ , ପାନିଆ ଓ ଟାୱେଲ ଏସବୁ ଜିନିଷ କେତେଦିନ ବ୍ୟବହାର କରିବେ, ଆସନ୍ତୁ ଜାଣିବା

By ENO Beuro

November 29, 2017

ବହୁତ ସମୟରେ ଆମେ ବ୍ରସ , ପାନିଆ ଓ ଟାୱେଲ ବ୍ୟବହାର କରିବା ସମୟରେ ତା’ର ଅବଧି ବିଷୟରେ ଧ୍ୟାନ ଦେଇନଥାଉ । ଆମେ ଏସବୁ ବସ୍ତୁ ସେତେଦିନ ବ୍ୟବହାର କରୁ ଯେତେ ଦିନ ଯାଏଁ ଏହା ସଂପୂର୍ଣ୍ଣ ନଷ୍ଟ ନ ହୋଇଥାଏ । ଯଦି ଆପଣ ଏମିତି କରୁଛନ୍ତି ତେବେ ସତର୍କ ରୁହନ୍ତୁ, କାରଣ ଆପଣ ଆପଣଙ୍କ ସ୍ୱାସ୍ଥ୍ୟ ସହିତ ଖେଳୁଛନ୍ତି । ଆସନ୍ତୁ ଜାଣିବା ଏସବୁ ବସ୍ତୁକୁ କେତେ ଦିନ ବ୍ୟବହାର କରିବା ଉଚିତ :-

 

 

ପଢନ୍ତୁ, ବାସ୍ତୁଶାସ୍ତ୍ର ପ୍ରଭାବ ଆପଣଙ୍କ ଜୀବନ ଉପରେ କିପରି ପଡିଥାଏ ଜାଣନ୍ତୁ