LIFESTYLE

ଦେଶୀ ଘିଅ ଖାଇବା ଦ୍ଵାରା ମିଳିଥାଏ ଏହିସବୁ ଫାଇଦା ! ଜାଣନ୍ତୁ

ସମସ୍ତଙ୍କର ମନପସନ୍ଦ ଦେଶୀ ଘିଅରେ ପୁଷ୍ଟିକର ତତ୍ଵ  ଏବଂ ଔଷଧିୟ ଗୁଣ ଭରପୁର ଥାଏ । ଏହା ଭଲ ସ୍ୱାସ୍ଥ୍ୟର ରହସ୍ୟ ଭାବରେ ଜଣାଶୁଣା । କିନ୍ତୁ ବହୁତ କମ୍ ଲୋକ ଜାଣନ୍ତି ଏହାକୁ ସଠିକ୍ ଉପାୟରେ ବ୍ୟବହାର କଲେ ତ୍ୱଚାକୁ କୋମଳ କରିବା ସହ ଚମକ ଆସିଥାଏ ।

ତେବେ ଜାଣନ୍ତୁ କେମିତି କରିବେ ବ୍ୟବହାର –

  • ଋତୁ ବଦଳିଲେ ଓଠ ଫାଟିବା ସହ ଶୁଖିଲା ଲାଗିଥାଏ । ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ହେଲେ ରାତିରେ ଶୋଇବା ସମୟରେ ନାଭିରେ ଘିଅ ଲଗାଇ ୫ ମିନିଟ୍ ଯାଏଁ ମାଲିସ୍ କରନ୍ତୁ । ଏହା ଦ୍ୱାରା ଶୁଖିଲା ଓଠ କୋମଳ ହେବା ସହ ଗୋଲାପି ହୋଇଥାଏ ।
  • ଯଦି ଶରୀରରେ ହରମୋନାଲ୍ ପରିବର୍ତ୍ତନ ପାଇଁ କେଶ ଝଡୁ ଥାଏ ତେବେ ଦେଶୀ ଘିଅକୁ ଅଳ୍ପ ଉଷୁମ କରି ମୁଣ୍ଡରେ ଲଗାନ୍ତୁ । ଏପରି ନିୟମିତ କଲେ କେଶ ମୂଳ ମଜଭୂତ ହୋଇଥାଏ ।
  • ନ୍ୟୁଟ୍ରିସିୟନ୍ ଏକ୍ସପର୍ଟଙ୍କ ଅନୁସାରେ ଦେଶୀ ଘିଅରେ ଫ୍ୟାଟି ଏସିଡ୍ ଥାଏ ଯାହା ତ୍ୱଚାକୁ ପୋଷଣ ଦେଇଥାଏ । ଘିଅ ଖାଇଲେ ତ୍ୱଚା ଉପରେ ଭଲ ପ୍ରଭାବ ପଡିଥାଏ ।
  • ରାତିରେ ଶୋଇବା ପୂର୍ବରୁ ଚେହେରାକୁ ଭଲ ଭାବରେ ଧୋଇ ଦିଅନ୍ତୁ । ତିନି ଚାରି ବୁନ୍ଦା ଘିଅ ମୁହଁରେ ଭଲ ଭାବରେ ମାଲିସ୍ କରନ୍ତୁ । ଏପରି ନିୟମିତ କିଛି ଦିନ ଲଗାଇଲେ ତ୍ୱଚାରେ ଚମକ ଆସିବା ସହ କୋମଳ ହୋଇଥାଏ ।

ପଢନ୍ତୁ ;

ଆପଣ ଡାଏଟ କରୁଛନ୍ତି କି?ତେବେ ଆସନ୍ତୁ ଜାଣିବା ଡାଏଟ ସମୟରେ ଭାତ ନାଁ ରୁଟି ଖାଇବେ

Related posts

ଶ୍ୱାସ ଜନିତ ସମସ୍ୟାରୁ ରକ୍ଷା ଦେଇଥାଏ “ହେଙ୍ଗୁ” ,ଆସନ୍ତୁ ଜାଣିବା ଏହାର କିଛି ଔଷଧୀୟ ଗୁଣ ସଂପର୍କରେ

ENO Beuro

କେବଳ ସ୍ୱାସ୍ଥ୍ୟ ପାଇଁ ନୁହେଁ ଚେହରା ପାଇଁ ମଧ୍ୟ ସାବୁଦାନାର ରହିଛି ଗୁରୁତ୍ଵପୂର୍ଣ ଭୂମିକା ! ଜାଣନ୍ତୁ କଣ ?

ENO Beuro

ଅନେକ ରୋଗପାଇଁ ରାମବାଣ ପରି କାମ କରିଥାଏ “ତୁଳସୀ ପତ୍ର”, ଆସନ୍ତୁ ଜାଣିବା ଏହାର କିଛି ଔଷଧିୟଗୁଣ ସମ୍ପର୍କରେ

ENO Beuro

1 comment

Leave a Comment