• Home
  • LIFESTYLE
  • ନିୟମିତ ଲିପଷ୍ଟିକ୍ ବ୍ୟବହାର କରୁଛନ୍ତି କି? ତେବେ ଜାଣିରଖନ୍ତୁ ଏହାକୁ ବ୍ୟବହାର କରିବାର ସଠିକ୍ ପ୍ରଣାଳୀ
LIFESTYLE

ନିୟମିତ ଲିପଷ୍ଟିକ୍ ବ୍ୟବହାର କରୁଛନ୍ତି କି? ତେବେ ଜାଣିରଖନ୍ତୁ ଏହାକୁ ବ୍ୟବହାର କରିବାର ସଠିକ୍ ପ୍ରଣାଳୀ

ମେକପନେବା ସମୟରେ ଲିପଷ୍ଟିକ୍ ର ଗୁରୁତ୍ଵପୂର୍ଣ ଭୂମିକା ରହୁଛି। ୧୦୦ରୁ ଊର୍ଦ୍ଧ୍ବ କମ୍ପାନୀର ଲିପଷ୍ଟିକ୍ ବ୍ରାଣ୍ଡ ବଜାରରେ ଉପଲବ୍ଧ ରହିଥାଏ। ସୌନ୍ଦର୍ୟ୍ୟ ବିଶେଷଜ୍ଞଙ୍କ ମତରେ ନିୟମିତ ଲିପଷ୍ଟିକ୍ ଲଗାଉଥିବା ଯୁବତୀ ଓ ମହିଳାମାନେ କେତୋଟି ଦିଗ ପ୍ରତି ଧ୍ୟାନ ଦେବା ଆବଶ୍ୟକ।

ଜାଣନ୍ତୁ-

  • ଲିପଷ୍ଟିକ୍ ଲଗାଇବା ବେଳେ ନିୟମିତ ଭାବେ ଲିପ୍ ଲାଇନର୍ ଲଗାଇବାକୁ ଭୁଲନ୍ତୁ ନାହିଁ । ଏହା ଓଠକୁ ବେଶ୍ ଆକର୍ଷଣୀୟ ରୂପ ଦେଇଥାଏ।
  • ଅଳ୍ପ ଚିନିରେ ମହୁ ଓ ଲେମ୍ବୁ ରସ ମିଶାଇ ଓଠକୁ ସ୍କ୍ରବ୍ କରି ପାରିବେ। ଏହାଦ୍ୱାରା ଓଠ ନରମ ରହିଥାଏ।
  • ଲିପ​‌ଷ୍ଟିକ୍ ଲଗାଉଥିଲେ ପ୍ରତି ସପ୍ତାହରେ ଥରୁଟିଏ ଲିପ୍ ସ୍କ୍ରବ୍ କରିବା ନିହାତି ଦରକାର। ଏହା ଓଠରୁ ମଇଳା ବାହାର କରିବା ସହ ମୁଲାୟମ କରିଥାଏ।
  • କୌଣସି ପୋଷାକ ସହ ମ୍ୟାଚିଂ ଲିପଷ୍ଟିକ୍ ନ ମିଳିଲେ ବ୍ୟସ୍ତ ହୁଅନ୍ତୁ ନାହିଁ । ପୋଷାକ ରଙ୍ଗ ସହ ମେଳ ଖାଉଥିବା ଆଇ ସ୍ୟାଡୋ ବ୍ୟବହାର କରିପାରିବେ। ସେଥିରେ ଲିପ୍ ବାମ୍ ମିଶାଇ ଓଠରେ ଲଗାଇଲେ ଲିପଷ୍ଟିକ୍‌ ଭଳି କାମ କରେ।
  • ଏକ୍ସପାୟାରୀ ଡେଟ୍ ଶେଷ ହୋଇଥିବା ଲିପଷ୍ଟିକକୁ କେବେ ବ୍ୟବହାର କରିବେ ନାହିଁ । ଏହା ତ୍ଵଚା ସଂକ୍ରମଣ ହୋଇଥାଏ।

ନିୟମିତ ଲିପଷ୍ଟିକ୍ ବ୍ୟବହାର କରୁଛନ୍ତି କି? ତେବେ ଜାଣିରଖନ୍ତୁ ଏହାକୁ ବ୍ୟବହାର କରିବାର ସଠିକ୍ ପ୍ରଣାଳୀ ନିୟମିତ ଲିପଷ୍ଟିକ୍ ବ୍ୟବହାର କରୁଛନ୍ତି କି? ତେବେ ଜାଣିରଖନ୍ତୁ ଏହାକୁ ବ୍ୟବହାର କରିବାର ସଠିକ୍ ପ୍ରଣାଳୀ lip

ପଢନ୍ତୁ; ଆଜି ସନ୍ଧ୍ୟାରେ ପାଳିତ ହେବ ଆର୍ଥ ଆଓ୍ଵାର! ରାତିରେ ଅଧଘଣ୍ଟା ବନ୍ଦ ରହିବ ବିଦ୍ୟୁତ୍‌ ପ୍ରବାହ

Related posts

ସକାଳୁ ଉଠି ଖାଲି ପେଟରେ ପାଣି ପିଇବା ଦ୍ଵାରା ଆମକୁ କି ଫାଇଦା ମିଳେ ଜାଣନ୍ତୁ ?

Krishna Kumar Manoj

କେବଳ ଚଟପଟା ସରବତ ନୁହେଁ , ଆହୁରି ଅନେକ ଦରକାରୀ କାମରେ ଆସେ ଲେମ୍ବୁ

Krishna Kumar Manoj

ଗୋଲମରିଚ ଅନେକ ରୋଗ ଭଲ କରିବାରେ ସହାୟକ ହୋଇଥାଏ ,ଜାଣନ୍ତୁ ଏହାର ଫାଇଦା ବିଷୟରେ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More