• Home
  • LIFESTYLE
  • ଖାଦ୍ୟକୁ ଚୋବାଇ ଖାଇଲେ ଓଜନ ବଢେନା
LIFESTYLE

ଖାଦ୍ୟକୁ ଚୋବାଇ ଖାଇଲେ ଓଜନ ବଢେନା

ଚୋବାଇ ଖାଇଲେ ଓଜନ ନିୟନ୍ତ୍ରିତ ରୁହେ

ଆଜିର କର୍ମବ୍ୟସ୍ତ ଦୁନିଆରେ କର୍ମକ୍ଷେତ୍ର ହଉ ଅବ ପାରିବାରିକ ଜୀବନ ଆମକୁ ସବୁଠାରେ ବୁଝା ବଣା କରିବାକୁ ପଡି ଥାଏ । ଯାହାଫଳରେ ଖାଦ୍ୟ ଓ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଯତ୍ନବାନ ହୋଇପାରି ନ ଥାଉ । ତେଣୁ ବର୍ତମାନର ମେଦବହୁଳତା ସାଜିଛି ମୁଖ୍ୟ ସମସ୍ୟା ।

ବ୍ୟସ୍ତ ଜୀବନରେ ଅନେକ ସମୟରେ ଆମେ ଖାଦ୍ୟକୁ ଠିକ ଭାବରେ ନ ଖାଇବା ଦ୍ଵାରା ଓଜନ ବୃଦ୍ଧି ହୋଇଥାଏ । ପ୍ରାୟ ଖାଦ୍ୟକୁ ନ ଚୋବାଇ ଆମେ ଗିଳି ଦେଇଥାଉ । ଯାହାଦ୍ୱାରା କି ଆମର ଓଜନ ବୃଦ୍ଧି ହୋଇଥାଏ ।

ଯେଉଁ ମାନେ ଖାଦ୍ୟକୁ ଚୋବାଇ ଖାଉଛନ୍ତି ସେମାନଙ୍କ ଶରୀରର ଓଜନ ନିୟନ୍ତ୍ରଣ ହୋଇଥାଏ ବୋଲି ଏକ ଗବେଷଣାରୁ ଜଣା ପଡିଛି । ଏକ ଗବେଷଣାରୁ ଜଣା ପଡିଛି କି ଖାଦ୍ୟ ଶୈଳୀ ଓଜନ କୁ ନିୟନ୍ତଣ କରିଥାଏ ।

ଏହି ଗବେଷଣାରେ ମଧୁମେହ ଆକ୍ରାନ୍ତ ୬୦ ହଜାର ଲୋକଙ୍କୁ ସାମିଲ କରାଯାଇଥିଲା । ଧୀରେ ଧୀରେ ଖାଦ୍ୟକୁ ଚୋବାଇ ଖାଉଥିବା ଲୋକ ଅଧିକ ସୁସ୍ଥ ରହିଥାନ୍ତି ବୋଲି ଜଣାପଡିଲା । ସେମାନଙ୍କ ଶରୀର ଓଜନ ନିୟନ୍ତ୍ରିତ ରୁହେ ବୋଲି ଜଣାପଡିଛି ।

ଖାଦ୍ୟକୁ ଚୋବାଇ ଖାଇଲେ ଓଜନ ବଢେନା weight loss 1

ପଢନ୍ତୁ ;

ଫିଲ୍ମ ଫ୍ରାଇଡେରେ ରିଲିଜ ହେଲା ଅଜୟ ଦେବଗନଙ୍କ ‘ରେଡ୍‌

Related posts

କେବଳ ଚଟପଟା ସରବତ ନୁହେଁ , ଆହୁରି ଅନେକ ଦରକାରୀ କାମରେ ଆସେ ଲେମ୍ବୁ

Krishna Kumar Manoj

ଏସିଡ଼ିଟି ଭଳି କଠିନ ସମସ୍ୟାକୁ ଦୂର କରିବା ପାଇଁ ଚାହୁଁଛନ୍ତି କି? ତେବେ ଆପଣାନ୍ତୁ ଏହି ଘରୋଇ ଉପଚାର

Krishna Kumar Manoj

ପ୍ରତିଦିନ କଳାଲୁଣ ସେବନ କରିବା ଦ୍ଵାରା ମିଳିଥାଏ ଅନେକ ଫାଇଦା ! ଜାଣନ୍ତୁ ଏହାର ଉପକାରିତା ସମ୍ପର୍କରେ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More