VASTU

ପୂଜା କରିବା ସମୟରେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ ମିଳିବ ଭଗବାନଙ୍କ ଆର୍ଶୀବାଦ!

ଭଗବାନଙ୍କ ଆଶୀର୍ବାଦ ଲାଭ କରିବା ପାଇଁ ବ୍ୟକ୍ତି ଅନେକ ପୂଜାଚ୍ଚନା କରିଥାନ୍ତି। ଏହାପରେ ମଧ୍ୟ ଭଗବାନଙ୍କ କୃପା ଦୃଷ୍ଟି ଅନେକଙ୍କ ଉପରେ ପଡିନଥାଏ। ତେବେ ପୂଜା କରିବା ସମୟରେ କିଛି ଦିଗ ପ୍ରତି ଧ୍ୟାନ ଦେଲେ ଭଗବାନ ପସନ୍ନ ହେବା ସହିତ ତାଙ୍କ ଆଶୀର୍ବାଦ ମଧ୍ୟ ଲାଭ ହୋଇଥାଏ।

ଜାଣନ୍ତୁ ସେ ସମ୍ପର୍କରେ-

  • ଲକ୍ଷ୍ମୀ, ଐଶ୍ୱର୍ଯ୍ୟ, ଧନ ବୃଦ୍ଧି ପାଇଁ ହଳଦିଆ ଆସନ ବ୍ୟବହାର କରନ୍ତୁ।
  • ବଳ ଓ ଶକ୍ତି ଆଦିର ବୃଦ୍ଧି ପାଇଁ ଲାଲ ରଙ୍ଗର ଆସନ ବ୍ୟବହାର କରନ୍ତୁ।

worship

  • ଭଗବାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଝୁଣରେ ତିଆରି ଆସନରେ ବସି ପୂଜା କରନ୍ତୁ।
  • ପୂଜାରେ ଜାଇଫଳ ଭୋଗ କରନ୍ତୁ। ଭୋଗ କରି ସାରିବା ପରେ ଏହାକୁ ଖାଇବା ଦ୍ୱାରା କିର୍ତ୍ତୀ ମିଳିଥାଏ।
  • କିସମିସ ଭୋଗ କରି ଖାଆନ୍ତୁ, କାର୍ଯ୍ୟ ସିଦ୍ଧି ହେବ।
  • ଅଁଳା ଭୋଗ କରି ଖାଆନ୍ତୁ, ଏହା ଦ୍ୱାରା ସୁଖ ବୃଦ୍ଧି ହେବ।
  •  କଦଳୀ  ଭୋଗ କରି ଖାଇବା ଦ୍ୱାରା ନାରୀ ସୌଭାଗ୍ୟବତୀ ହୋଇଥାଏ।

ପଢନ୍ତୁ; ଜୀରା ଚା’ ପିଇବା ଦ୍ଵାରା ଆମକୁ କ’ଣ ଲାଭ ମିଳିଥାଏ ଜାଣନ୍ତୁ?

Related posts

ଗୃହରୁ ନକରାତ୍ମକ ଶକ୍ତି ଦୂର କରିବାକୁ ଚାହୁଁଥିଲେ, ଏହି ସବୁ ଉପାୟ କରନ୍ତୁ

ENO Beuro

ପୁରୁଷଙ୍କ ପାଦର ଗଢ଼ଣ ଅନୁଯାୟୀ ଜାଣନ୍ତୁ କିଏ କେତେ ଭାଗ୍ୟଶାଳୀ

ENO Beuro

ଆସନ୍ତୁ ଜାଣିବା କେଉଁ ପଶୁପକ୍ଷୀଙ୍କୁ କ’ଣ ଖାଇବାକୁ ଦେଲେ ଆର୍ଥିକ ସମସ୍ୟା ଦୂର ହୋଇଥାଏ?

ENO Beuro

2 comments

Leave a Comment