LIFESTYLE

ଖରାରେ ନିଅନ୍ତୁ ଘରୋଇ ଉପାୟରେ ତ୍ବଚାର ଯତ୍ନ

  • ଖରାଦିନେ ତ୍ଵଚାର ଯତ୍ନ ନେବା ଏକ କଷ୍ଟକର ବ୍ୟାପାର। ଖରାକୁ ବାହାରିଲେ ତ୍ଵଚାରେ ଦେଖାଦିଏ ଅନେକ ସମସ୍ୟା । ମୁହଁରେ କଳାଦଗ, ମୁହଁ ଶୁଖିଲା ଦିଶିବା, ଚିକ୍କଣ ରଖିବା ପାଇଁ ପାର୍ଲର ଯିବାକୁ ପଡିଥାଏ। ତେବେ ଏହା ବ୍ୟୟ ବହୁଳ ହେବାସହ ସମୟ ମଧ୍ୟ ଦରକାର ହୋଇଥାଏ। ତେବେ ଆସନ୍ତୁ ଆଜି ଆମେ ଜାଣିବା କିପରି ଘରୋଇ ଉପାୟର ଆମେ ତ୍ବଚାର ଯତ୍ନ ନେଇ ଏହାକୁ ସୁନ୍ଦର ଓ ସତେଜ ରଖିପାରିବ।

ତ୍ଵଚାକୁ ସୁନ୍ଦର ଓ ସତେଜ ରଖିବା ପାଇଁ କେତୋଟି ଉପାୟ…

୧) ତରଭୁଜ ରସ ବାହାର କରି ଆଇସ ଟ୍ରେରେ ରଖନ୍ତୁ। ବାହାରୁ ଆସିବା ପରେ ଏହି ଆଇସକୁ ମୁହଁରେ ଘସନ୍ତୁ। ଏହା ଦ୍ଵାରା ମୁହଁ ସତେଜ ରହିବ।

୨) ହଳଦୀ ଖଣ୍ଡରେ ୫ ଟି ଚିନାବାଦାମକୁ ମିଶେଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟକୁ ମୁହଁରେ ଲଗେଇ ଶୁଖିଲା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ। ଏହା ଦ୍ଵାରା ମୁହଁ ଚିକ୍କଣ ହୋଇଥାଏ।

୩) କମଳା ଚୋପାରେ ହଳଦୀ ମହୁ ଓ ଗୋଲାପ ଜଳ ମିଶେଇ ୧୫ ମିନିଟ  ପରେ ମୁହଁ ଧୋଇ ଦିଅନ୍ତୁ। ଏଥିରେ ମୁହଁ ଚିକ୍କଣ ହୋଇଥାଏ।

୪) ସର୍ଣବର୍ନ ହୋଇଥିଲେ ଫାଳେ ଟମାଟୋରେ ହଳଦୀ ମିଶେଇ ଲାଗାନ୍ତୁ। ହଳଦୀ ଛଡାଇବାକୁ ଆଉ ଫାଳେ ଟମାଟୋରେ ଚିନି ଲଗେଇ ୧୫ ମିନିଟ ପରେ ଥଣ୍ଡା ପାଣିରେ  ଧୋଇପାରିବେ।

୫) ମସୁର ଗୁଣ୍ଡରେ ହଳଦୀ, ମହୁ ମିଶେଇ ପେଷ୍ଟ ପ୍ରସ୍ତୁତ କରି ମୁହଁରେ ଲଗାନ୍ତୁ। ଏହାଦ୍ବାରା ମୁହଁରୁ କଳାଦଗ ଛାଡିଯିବ।

ପଢନ୍ତୁ: ଲିଭର୍ ଜନିତ କେତେକ ରୋଗରୁ ରକ୍ଷକରେ ଗୁଜୁରାତି: ଆସନ୍ତୁ ଜାଣିବା କିପରି

Related posts

ଅଙ୍ଗୁର ରସ ନିୟମିତ ସେବନ କରିବାରେ କେତେକ ସମସ୍ୟାରୁ ମିଳିଥାଏ ମୁକ୍ତି ! ଜାଣନ୍ତୁ ସେ ସମ୍ପର୍କରେ

ENO Beuro

ସୁସ୍ଥ, ସୁନ୍ଦର ଓ ଘନ କେଶ ପାଇବାକୁ ଚାହାନ୍ତି ? ବ୍ୟବହାର କରନ୍ତୁ କଞ୍ଚା ପିଆଜ ରସ

ENO Beuro

ହୃଦଘାତ ଆଶଙ୍କାକୁ କମ୍ କରେ ପିଆଜ ଚୋପା,ଆସନ୍ତୁ ଜାଣିବା

ENO Beuro

Leave a Comment